ଗୋବିନ୍ଦପୁର ସତ୍ୟସେବକ ସଂଘ ଦ୍ବାରା ବୃକ୍ଷରୋପଣ ।

ଆଗାମୀ ଦିନରେ ଗଛ ବହୁତ ଜରୁରୀ - ଜିଲ୍ଲା ପ୍ରକୃତି ବନ୍ଧୁ ମନୋଜ ପଣ୍ଡା । ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁରଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ର ସୁବଳୟା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ଆଜି ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ…

“ବିଷ୍ଣୁଭାଇ ଥିଲେ  ଯୁବପିଢିଙ୍କ ପାଇଁ ଆଦର୍ଶ”

ସ୍ୱର୍ଗତ ବିଷ୍ଣୁ ଦାସଙ୍କର ଦ୍ୱାଦଶାହ ଉପଲକ୍ଷେ ଜନ୍ମ ହେଲେ ମୃତ୍ୟୁ, ଏହା ହିଁ ଧୃବ ସତ୍ୟ । ଏହି ସତ୍ୟକୁ ଆମେ ସମସ୍ତେ ଜାଣିଥିଲେ ମଧ୍ୟ ଏହାକୁ ଆମେ ସହଜରେ ଗ୍ରହଣ କରିପାରୁନାହିଁ । ନିଜ ପ୍ରିୟ ପରିଜନଙ୍କ ଦେହାନ୍ତ ସହଜରେ ବିଶ୍ୱାସ କରିହୁଏନି । ସଦା ହସ ହସ ମୁହଁ, କର୍ମତପôର, ପ୍ରବୀଣ…

ପରିବେଶର ସୁରକ୍ଷା ନିମନ୍ତେ ସ୍କ୍ରାପ୍  ଅପସାରଣ କ୍ଷେତ୍ରରେ  ପୂର୍ବ ତଟ ରେଳପଥର ଅଗ୍ରଣୀ ଭୂମିକା 

ଭୁବନେଶ୍ୱର(ଶାସକ ପ୍ରଶାସକ ) : କଳକବଜା, ଯନ୍ତ୍ରପାତି ଓ  ଅନ୍ୟାନ୍ୟ ଉପକରଣ  ସହ ଜଡିତ  ଶିଳ୍ପ ସଂସ୍ଥା ମାନଙ୍କରୁ ସ୍କ୍ରାପ୍ ର ଉତ୍ପତି  ହୋଇଥାଏ l  ଏହି  ଉପକରଣ ଗୁଡିକର କାର୍ଯ୍ୟ କ୍ଷମତା ସମାପ୍ତ  ହେବା ପରେ ଉତ୍ତମ କାର୍ଯ୍ୟ ଦକ୍ଷତା  ତଥା  ସୁରକ୍ଷା ପାଇଁ ସେଗୁଡିକୁ ପରିବର୍ତ୍ତନ…

କରୋନା ପ୍ରଭାବ ସତ୍ତ୍ୱେ  ଚାଷୀ ଓ ଚାଷକୁ ସ୍ୱାଭାବିକ କରିବାକୁ ପଦକ୍ଷେପ ନିଆଯାଇଛି : କୃଷି ମନ୍ତ୍ରୀ ଡ଼ ସାହୁ

ଚାଷୀଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ 200 କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ ଏହି ପ୍ୟାକେଜର ଲାଭ ଉଠାଇ ପାରିବେ  25 ଲକ୍ଷ ଚାଷୀ  ଭୁବନେଶ୍ୱର (ଶାସକ ପ୍ରଶାସକ) : ସମଗ୍ର ବିଶ୍ୱକୁ ଥରାଇ ଦେଇଛି କରୋନା | ପ୍ରଭାବିତ କରିଛି ବିଶ୍ୱ ଅର୍ଥନୀତି | ଦୋହଲାଇ ଦେଇଛି ପ୍ରତିଟି ମଣିଷର ଆର୍ଥିକ…

ଶିକ୍ଷା ଓ  ଅନୁସନ୍ଧାନ: ବିଶ୍ୱ କଲ୍ୟାଣ ନିମନ୍ତେ ନାଗରିକ ସୃଷ୍ଟି କରିବା ହିଁ ମୂଳ ଲକ୍ଷ୍ୟ

ଭୁବନେଶ୍ୱର : ଦୁଇ ଦଶନ୍ଧି ପୂର୍ବେ ଭୁବନେଶ୍ୱରରେ ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟର ଏକ ନମ୍ର ଅୟମାରମ୍ଭ ହୋଇଥିଲା । ଏହି ସମୟ ମଧ୍ୟରେ ସୋଆ ନାମରେ ବେଶ ପରିଚିତ ହୋଇଥିବା ଏହି ଡିମ୍ଡ ବିଶ୍ୱବିଦ୍ୟାଳୟ ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ନିଜର ଉତ୍କର୍ଷ  ନିମନ୍ତେ ଏକ…

ଝାରସୁଗୁଡା ଜିଲ୍ଲାରେ ମେଲେରିଆ ରୋଗ କାୟା ବିସ୍ତାର ସମସ୍ୟା ସମାଧାନ ନିମନ୍ତେ ଦାବିପତ୍ର 

ଝାରସୁଗୁଡା / ସୁବାଷ ସାହାରେ :ଝାରସୁଗୁଡା ଜିଲ୍ଲା ବିଜେପି ତରଫରୁ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧିକାରୀ ଜଗଦୀଶ ଚନ୍ଦ୍ର ବାରିକଙ୍କୁ ଇମେଲ ମାଧ୍ୟମରେ  ଦିଆଯାଇଥିଲା |  ଝାରସୁଗୁଡା ଜିଲ୍ଲା ଅନ୍ତର୍ଗତ ଲାଖନପୁର ବ୍ଲକ ର ବିଭିନ୍ନ ଗ୍ରାମ ପଞ୍ଚାୟତ ପାଣ୍ଡରୀ, କୁଡ଼ାଲୋଇ,ରେମଣ୍ଡା…

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ଚନ୍ଦ୍ର ନାୟକଙ୍କର ପରଲୋକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ଚନ୍ଦ୍ର ନାୟକଙ୍କର ପରଲୋକ ହୋଇଯାଇଛି । ସେ କଟକ ସ୍ଥିତ ଅଶ୍ଵିନୀ ହସ୍ପିଟାଲରେ ଚିକିତ୍ସିତ ଥିବା ଅବସ୍ଥାରେ ବୁଧବାର ରାତ୍ରରେ ପରଲୋକ ହୋଇଥିବା ସୂଚନା ମିଳିଛି । ତାଙ୍କ ମୃତ୍ୟୁରେ ଗଜପତି…

ବୁଗୁଡା ବ୍ଲକରେ ୬ ଜଣ କରୋନା ଯୋଦ୍ଧାଙ୍କ ନମୁନା ପଜିଟିଭ, ସଂଖ୍ୟା ୪୯ କୁ ବୃଦ୍ଧି

ବୁଗୁଡ଼ା/ଡ଼ଃ କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ବ୍ଲକରେ ଆଜି ୬ ଜଣ କରୋନା ଯୋଦ୍ଧାଙ୍କ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି। ସେମାନେ ହେଲେ ବୁଗୁଡାକୁ ଆସି ବୁଗୁଡା ଥାନା ଅଧୀନରେ କାର୍ଯ୍ୟରତ ୪ ପୋଲିସ ଫୋର୍ସ, ବୁଗୁଡା ପୋଲିସ ବିଭାଗରୁ ଜଣେ ଓ ମାଣିତରା ମେଡ଼ିକାଲର ଜଣେ ଡାକ୍ତର। ଏହି…

ବାଲିପଦରକୁ ସାନିଟାଇଜ କଲେ ଯୁବକ ସଂଘ

ବୁଗୁଡା(ଡ଼ଃ କୁମୁଦ ଚନ୍ଦ୍ର ବେହେରା):  ବୁଗୁଡା ବ୍ଲକ ବାଲିପଦର ଗ୍ରାମରେ କରନା ପଜିଟିଭ ସଂଖ୍ୟା ଯଥେଷ୍ଟ ବଢିବା ସହ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଯୁବକ ସଂଘ  କରୋନା ହଟାଇବା ପାଇଁ ଅଣ୍ଟା ଭିଡିଥିବା ଦେଖା ଦେଇଛି। ଗୁରୁବାର ଦିନ ହାଦୁବନ୍ଧୁ ପ୍ରଧାନଙ୍କ ନେତୃତ୍ୱରେ ଯୁବକ ସଙ୍ଘ ପକ୍ଷରୁ…

ବାଲିପଦରକୁ ସାନିଟାଇଜ କଲେ ଯୁବକ ସଂଘ

ବୁଗୁଡା(ଡ଼ଃ କୁମୁଦ ଚନ୍ଦ୍ର ବେହେରା):  ବୁଗୁଡା ବ୍ଲକ ବାଲିପଦର ଗ୍ରାମରେ କରନା ପଜିଟିଭ ସଂଖ୍ୟା ଯଥେଷ୍ଟ ବଢିବା ସହ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଯୁବକ ସଂଘ  କରୋନା ହଟାଇବା ପାଇଁ ଅଣ୍ଟା ଭିଡିଥିବା ଦେଖା ଦେଇଛି। ଗୁରୁବାର ଦିନ ହାଦୁବନ୍ଧୁ ପ୍ରଧାନଙ୍କ ନେତୃତ୍ୱରେ ଯୁବକ ସଙ୍ଘ ପକ୍ଷରୁ…