କଲେଜ ଛାତ୍ରଛାତ୍ରୀଙ୍କ ଏ ଆର ଟି କେନ୍ଦ୍ର ପରିଦର୍ଶନ
ଭଞ୍ଜନଗର ( ନିଲୁ ବିଷୋୟୀ )- କ୍ଷତ୍ରିୟବରପୁର ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେଡ ରିବନ କ୍ଲବ ଏବଂ ଯୁବ ରେଡକ୍ରସ ଛାତ୍ର ଛାତ୍ରୀ ମାନେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଥିବା ଏ ଆର ଟି କେନ୍ଦ୍ର ପରିଦର୍ଶନ କରିଛନ୍ତି |ଏଠାରେ ଏଚଆଭି ପରୀକ୍ଷା ପ୍ରଣାଳି, ଏଚଆଇଭି ଯୁକ୍ତ ଲୋକଙ୍କ ସହ…