କରୋନା ଜନିତ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ଜିଲ୍ଲାପ୍ରଶାସନର ପଦକ୍ଷେପ 

http://www.youtube.com/watch?v=OYfXoG_YAoc ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦୁର୍ବଳ ଓ ବରିଷ୍ଠ ନାଗରିକଙ୍କୁ ଔଷଧ କୀଟ ବଣ୍ଟନ ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସହରରେ କରୋନା ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ…

ବିଏମସି ଏରିଆରେ ୧୯୦, କେଉଁ କେଉଁ ଅଂଚଳରୁ ଚିହ୍ନଟ ହୋଇଛନ୍ତି ଲୋକାଲ କଣ୍ଟାକ୍ଟ ଦେଖନ୍ତୁ

ଭୁବନେଶ୍ୱର : ଆଜି ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଚିହ୍ନଟ ହୋଇଛନ୍ତି  ୧୯୦ଜଣ କରୋନା ପଜିଟିଭ | ସେମାନଙ୍କ ମଧ୍ୟରୁ  କବାରେଣ୍ଟାଇନ ସେଣ୍ଟରରୁ ୧୩୮ଜଣ | ସାଧାରଣ ଅଂଚଳରୁ ଚିହ୍ନଟ ହୋଇଛନ୍ତି  ୫୨ଜଣ | ବିଏମସି ଏରିଆରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୭୬୩ ଜଣରେ ପହଁଚିଥିବା ବେଳେ…

ଲୋକ କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ସହାୟତା ପ୍ରଦାନ 

ବଲାଙ୍ଗିର-(ସନ୍ତୋଷ କୁମାର ଠାକୁର) :  ବଲାଙ୍ଗିର ଜିଲ୍ଲା ଦେଓଗାଁ ନିକଟସ୍ଥ ଚନ୍ଦ୍ରପୁର ଗ୍ରାମର ଶାନ୍ତି ନାଗ ଓ ବିନୋଦିନୀ ନାଗଙ୍କ ପରିବାରଙ୍କୁ ଲୋକ କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ସହାୟତା ପ୍ରଦାନ କରାଯାଇଥିଲା । ଟ୍ରଷ୍ଟ ପକ୍ଷରୁ ଏକ ମାସର ରାସନ ସାମଗ୍ରୀ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ…

ଲଘୁଚାପ ଜନିତ ବର୍ଷା ଚାଷୀଙ୍କ ମୁହଁରେ ହସ ଫୁଟାଇଲା

ବାରିପଦା(ଦିଲ୍ଲୀପ ମହାନ୍ତି )  ଦୁଇ ଦିନ ପୂର୍ବେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁ ଚାପ ଫଳରେ ମୟୂରଭଞ୍ଜ ଜିଲ୍ଲାର ପ୍ରାୟ ସମସ୍ତ ବ୍ଲକଗୁଡ଼ିକରେ ହୋଇଥିବା ଅଳ୍ପ ବହୁତ ବର୍ଷା ଚାଷୀଙ୍କ ମୁହଁରେ ହସ ଫୁଟାଇଛି । ଫଳରେ କୃଷକମାନେ ଅନ୍ୟ ସମସ୍ତ କାର୍ଯ୍ୟକୁ ପଛରେ ପକାଇ ବିଲରେ ବେଉଷଣ…

ସୁରେଶ ପୂଜାରୀଙ୍କୁ କରୋନା ପଜିଟିଭ 

ଭୁବନେଶ୍ୱର : ସାଂସଦ ସୁରେଶ ପୂଜାରୀଙ୍କୁ କରୋନା ପଜିଟିଭ  | ସେ ନିଜେ ଏ ବିଷୟ ସୂଚନା ଦଇଛନ୍ତି | ସେ ତାଙ୍କ ଟୁଇଟର ହାଣ୍ଡଲରେ ଉଲ୍ଲେଖ କରଛନ୍ତି ହେ " କୋଭିଡର ଲକ୍ଷଣ ନ ଥାଇ ମଧ୍ୟ ମୁଁ ଗତକାଲି ପରୀକ୍ଷା କରିଥିଲି ଇ ଆଜି ରିପୋର୍ଟ ପଜିଟିଭ୍ ଆସିଛି ବୋଲି ବରଗଡ଼ ଜିଲ୍ଲାପାଳ ମୋତେ ସୁଚନା…

ଅନ୍ତରୀକ୍ଷ ଯାତ୍ରା କରିବେ ବଲାଙ୍ଗୀର ମାଟିର ସୁଯୋଗ୍ୟ ସନ୍ତାନ 

ବଲାଙ୍ଗୀର(ନିରୋଜ ମିଶ୍ର)  :   ଭାରତର ପ୍ରଥମ ମାନବ ଅନ୍ତରୀକ୍ଷ ଯାତ୍ରା କାର୍ଯ୍ୟକ୍ରମ ମିଶନ୍‌ ‘ଗଗନଯାନ’ ପାଇଁ ବଲାଙ୍ଗୀରର ସୁପୁତ୍ର ଓ୍ବିଙ୍ଗସ୍‌ କମାଣ୍ଡର ନିଖିଲ ରଥ ମନୋନୀତ ହୋଇଥିବା ଜଣାପଡ଼ିଛି। ଏହି ମିଶନ୍‌ ପାଇଁ ତାଙ୍କ ନାମ ଶର୍ଟଲିଷ୍ଟ ହୋଇଥିବା ଜାଣିବା ପରେ ଓଡ଼ିଶାର ରାଜ୍ୟପାଳ…

 ଆଦିବାସୀ ଓ ହରିଜନ ଉନ୍ନୟନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକାଙ୍କ ଦିନିକିଆ ଗଜପତି ଗସ୍ତ 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଦିବାସୀ , ହରିଜନ ଏବଂ ସଂଖ୍ୟାଲଘୁ ଓ ପଛୁଆବର୍ଗଙ୍କ ଉନ୍ନୟନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଆସି ପାରଳାଖେମୁଣ୍ଡି ଠାରେ ପହଞ୍ଚିଥିଲେ । ତାଙ୍କ ସାଙ୍ଗରେ  ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ  ମଧ୍ୟ…

ସାର ଗୋଦାମରେ କୃଷି ବିଭାଗର ଚଢ଼ାଉ

ବରଗଡ଼ (ଶାସକ ପ୍ରଶାସକ)  : ବର୍ତ୍ତମାନ ଚାଷର ସମୟ । ଏହି ସମୟରେ ଆମ ରାଜ୍ୟର ଅଧିକାଂଶ ଚାଷୀ ଚାଷ କରିବା ପାଇଁ ବିଭିନ୍ନ ବେଙ୍କ , ସମବାୟ ସଂସ୍ଥା , ମହାଜନ ମାନଙ୍କ ପାଖରୁ ଋଣ କରି ନିଜର ଚାଷ କାମ କରିଥାନ୍ତି । ଅନେକ ପରିଶ୍ରମ ସହିତ ଅନେକ ବାଧା ବିଘ୍ନ ସହି ଚାଷୀ କୁଳ ଆମ ପାଇଁ ମୁଠାଏ…

ମହାନଦୀର କରଡ଼ି ଘାଟରେ କୁମ୍ଭୀର ଆତଙ୍କ

ବୌଦ୍ଧ (ଶାସକ ପ୍ରଶାସକ )– ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ବୀରନରସିଂହପୁର ଗ୍ରାମ ପଞ୍ଚାୟତ କରଡ଼ି ଗ୍ରାମର ମହାନଦୀ ଘାଟରେ ଗତ ଦୁଇ ଦିନ ହେଲା ଗୋଟିଏ କୁମ୍ଭୀର ଆସି ରହିଥିବା ଦେଖିବାକୁ ମିଳିଛି l ସ୍ଥାନୀୟ ଲୋକେ କୁମ୍ଭୀର କୁ ଦେଖିବା ପରେ ଗାଧୋଇବା ପାଇଁ ନଦୀକୁ ଯିବାକୁ ଭୟ କରୁଛନ୍ତି |…

ରାସ୍ତାର ଡାହାଣ ପଟେ ଚାଲିବା : ବହିରେ ଛପା ହୋଇଛି, ମାଷ୍ଟ୍ରେ ବି ପଢ଼ାଉଛନ୍ତି

 ନିରୀହ ଛାତ୍ର ଛାତ୍ରୀ ଦ୍ବନ୍ଦ୍ବରେ , ଅଭିଭାବକ ବି ଅସହାୟ  ଏହା ଠିକ କି ଭୁଲ ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ସ୍ପଷ୍ଟ କଲେ  ଭୁବନେଶ୍ୱର(ଶାସକ ପ୍ରଶାସକ) : ସଡକ ନିୟମ ଆମକୁ ପିଲାଦିନୁ ପଢା ହୋଇଛି | ରାସ୍ତାର ବାମ ପଟେ ଚାଲିବ | ରାସ୍ତା ଅତିକ୍ରମ କଲାବେଳେ…