ଜାତୀୟ ଶିକ୍ଷାନୀତି – ୨୦୨୦ ଉପରେ ମାନସ ମନ୍ଥନ 

ବିଜୁ ଜନତା ଦଳର କଳା,ସଂସ୍କୃତି ଓ ମାନବ ସମ୍ବଳ ବିକାଶ ଶାଖା ପକ୍ଷରୁ ଭର୍ଚୁଆଲ ଆଲୋଚନାଚକ୍ର ସାମିଲ ହେଲେ ବହୁ ବିଶିଷ୍ଟ ଶିକ୍ଷାବିତ, ବୁଦ୍ଧିଜୀବୀ ଓ ଅଭିଭାବକ  ଭୁବନେଶ୍ୱର(ଶାସକ ପ୍ରଶାସକ) : କେନ୍ଦ୍ର ସରକାରଙ୍କ ଦ୍ୱାରା ଜାତୀୟ ଶିକ୍ଷାନୀତି-୨୦୨୦ ଘୋଷଣା କରାଯାଇଛି । ଏହା…

ପର୍ଯ୍ୟଟନ ଶିଳ୍ପର ବିକାଶ ଓ ବେକାରୀମୁକ୍ତ ମୟୂରଭଞ୍ଜ ଗଠନକୁ ନେଇ ପର୍ଯ୍ୟଟନ ମନ୍ତ୍ରୀଙ୍କ ସହ ଆଲୋଚନା କଲା ଭଞ୍ଜସେନା

ବାରିପଦା(ଦିଲ୍ଲୀପ ମହାନ୍ତି )-  ମୟୂରଭଞ୍ଜ ଜିଲ୍ଲା ସ୍ତରୀୟ ୭୪ ତମ ସ୍ୱାଧୀନତା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିବାକୁ ଆସିବା ସମୟରେ ମନ୍ତ୍ରୀଙ୍କୁ  ବାରିପଦା ପ୍ରଦକ୍ଷଣ ଗୃହରେ ଭଞ୍ଜସେନାର ଏକ…

ଇନିଂସ ସାରି ବାହୁଡ଼ିଗଲେ ଭେଟେରାନ କ୍ରିକେଟର ଚେତନ ଚୌହାନ

ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍ ତଥା ଭେଟେରାନ୍ କ୍ରିକେଟ୍ ପ୍ରଶାସକ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ସାଂସଦ ଚେତନ ଚୌହାନଙ୍କର  73 ବର୍ଷ ବୟସରେ ଦେହାନ୍ତ ହୋଇଛି।  କୋଭିଡ -19 କାରଣରୁ ଜଟିଳତା ହେତୁ ଦେହାନ୍ତ ହୋଇଛି। ତାଙ୍କୁ 73 ବର୍ଷ ହୋଇଥିଲା। ତାଙ୍କର ଦେହାନ୍ତ ଖବର ଭାଇ ପୁଷ୍ପେନ୍ଦ୍ର…

ସୁନ୍ଦରଗଡ଼ ଜିଲ୍ଲାରେ ୭୪ ତମ ସ୍ଵାଧୀନତା ଦିବସ ପାଳନ

ସୁନ୍ଦରଗଡ଼/ ହୋରାଚାନ୍ଦ ଦେଉରିଆ :- ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ରିଜର୍ବ ପୋଲିସ ପଡ଼ିଆରେ ୭୪ତମ ସ୍ୱାଧୀନତା ଦିବସ ଉତ୍ସବ ନିରାଡ଼ମ୍ବର ଭାବରେ ପାଳିତ ହୋଇଯାଇଛି |  ମୁଖ୍ୟ ଅତିଥି ରୂପେ ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ବିଭାଗର ମନ୍ତ୍ରୀ ଟୁକୁନି ସାହୁ ସାମିଲ ହୋଇ…

ବିଏମସି ଏରିଆରେ ୧୭୦, କେଉଁ କେଉଁ ଅଂଚଳରୁ ଚିହ୍ନଟ ହୋଇଛନ୍ତି ୭୮ ଲୋକାଲ କଣ୍ଟାକ୍ଟ ଦେଖନ୍ତୁ

ଭୁବନେଶ୍ୱର : ଆଜି ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଚିହ୍ନଟ ହୋଇଛନ୍ତି ୧୭୦ ଜଣ କରୋନା ପଜିଟିଭ | ସେମାନଙ୍କ ମଧ୍ୟରୁ  କବାରେଣ୍ଟାଇନ ସେଣ୍ଟରରୁ ୯୨ ଜଣ | ସାଧାରଣ ଅଂଚଳରୁ ଚିହ୍ନଟ ହୋଇଛନ୍ତି  ୭୮ ଜଣ | ବିଏମସି ଏରିଆରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୨୮୯  ଜଣରେ ପହଁଚିଥିବା ବେଳେ…

ଓଡ଼ିଶା ଓ ପୂର୍ବ ଭାରତର ବିକାଶ ସ୍ୱପ୍ନକୁ ସାକାର କରୁଛି ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ ମିଶନ’ – ଧର୍ମେନ୍ଦ୍ର…

• ତିନି ବର୍ଷ ପୂର୍ବେ ଲାଲକିଲ୍ଲା ଠାରୁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ‘ମିଶନ ପୂର୍ବୋଦୟ’ • ଗତ ୫ ବର୍ଷରେ ରାଜ୍ୟରେ ପେଟ୍ରୋଲିୟମ କ୍ଷେତ୍ରରେ ୪୧ ହଜାର କୋଟିର ପୁଞ୍ଜିନିବେଶ • ‘ମିଶନ ପୂର୍ବୋଦୟ’ରେ ଇସ୍ପାତ କ୍ଷେତ୍ରର ପେଣ୍ଠସ୍ଥଳୀ ହେବ ଓଡିଶା • ଓଡ଼ିଶାର ବିକାଶକୁ…

କାକାବୁଢା ଘାଟିରେ ମାଓ ବ୍ୟାନର

ଘୁ.ଉଦୟଗିରି/ଗଗନ ପ୍ରଧାନ :କନ୍ଧମାଳ ଜିଲା କ.ନୂଆଁଗା ଥାନା ଅଞ୍ଚଳର କାକାବୁଢା ଘାଟିରେ ମାଓ ବ୍ୟାନର। ବହୁଦିନର ବ୍ୟବଧାନ ପରେ ଆଜି ସକାଳୁ ସକାଳୁ କ,ନୂଆଁଗାରୁ ବାଲିଗୁଡା ଯିବା ରାସ୍ତା ଘାଟିର କଡରେ ଗଛରେ କେ,କେ,ବି,ଏନ୍ ମାଓ ସଂଗଠନ ଲେଖାଥିବା ଏକ ବ୍ୟାନର ଲାଲ କପଡାରେ ଧଳା ଅକ୍ଷରରେ…

୭୪ ତମ ସ୍ୱାଧୀନତା ଦିବସ ଅବସରରେ ‘ଉତ୍ସର୍ଗ’ ପକ୍ଷରୁ ରକ୍ତଦାନ ଶିବିର

 ୪O ଜଣ ରକ୍ତଦାତା ସ୍ବେଛାକୃତ ଭାବେ କଲେ  ରକ୍ତଦାନ l ସମ୍ବଲପୁର (ରମାକାନ୍ତ ବିଶ୍ବାଳ ):  ଆଜି ସାରା ବିଶ୍ୱ କରୋନା କୋଭିଡ଼ ୧୯  ସଂକ୍ରମଣ ରେ ଆତଙ୍କିତ ଥିବା  ପରିସ୍ଥିତି ଥିବା ବେଳେ ଭାରତ ୭୪ ତମ  ସ୍ୱାଧୀନତା ଦିବସକୁ ଅତି ସାଧାରଣ ଭାବେ, କୋଭିଡ଼ ନିୟମ ଆଧାର ରେ ପାଳନ କରିଅଛି l ଏହି…

ସମ୍ବଲପୁର ଜ଼ିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ l

ସମ୍ବଲପୁର (ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ନେଲସନ ମଣ୍ଡେଲା ଛକ ରାଜ ରାସ୍ତାରେ ୭୪ତମ ସ୍ୱାଧୀନତା ଦିବସ ଉତ୍ସବ ନିରାଡ଼ମ୍ବର ଭାବରେ ପାଳିତ  ହୋଇଯାଇଛି । ଉତ୍ତରାଂଚଳ ରାଜସ୍ୱ ଆୟୁକ୍ତ ନିରଞ୍ଜନ ସାହୁ ମୁଖ୍ୟ ଅତିଥି ରୂପେ ସାମିଲ ହୋଇ ଜାତୀୟ ପତାକା…

ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ ଆନୁକୂଲ୍ୟରେ ସପ୍ତାହବ୍ୟାପୀ  ରକ୍ତଦାନ ଶିବିର ଉଦଯାପିତ – ୬୧ ୟୁନିଟ ରକ୍ତ…

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ )-  "ଓଡିଶା - ମୋ ପରିବାର " ଜୀବନବିନ୍ଦୁ ଆନୁକୂଲ୍ୟରେ ସମ୍ବଲପୁର ଅଇଁଠାପାଲି ଛକ ନିକଟସ୍ଥ କାଇଁଶିର ରୋଡ଼ ବିଜେଡି ଜିଲ୍ଲା କାର୍ଯ୍ୟାଳୟ ଠାରେ କ୍ରାନ୍ତି ଦିବସ ଅଗଷ୍ଟ ୯ ତାରିଖ ରୁ ସ୍ୱାଧୀନତା ଦିବସ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଅନୁଷ୍ଠିତ ସପ୍ତାହବ୍ୟାପୀ…