ଦେଶର 173ଟି ସୀମାନ୍ତ ଓ ତଟବର୍ତ୍ତୀ ଜିଲ୍ଲାକୁ ଏନ୍‌ସିସି ସଂପ୍ରସାରିତ ହେବ

ନୂଆଦିଲ୍ଲୀ : ଦେଶର ସମସ୍ତ ସୀମାନ୍ତବର୍ତ୍ତୀ ଓ ତଟବର୍ତ୍ତୀ ଜିଲ୍ଲାଗୁଡିକର ଯୁବସମାଜର ଆକାଂକ୍ଷା ପୂରଣ ପାଇଁ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ବା ଏନ୍‌ସିସିର ଏକ ବୃହତ୍‌ ସଂପ୍ରସାରଣ ଯୋଜନାକୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଅନୁମୋଦନ କରିଛନ୍ତି । ଅଗଷ୍ଟ 15…

କ୍ରୁଶବିଦ୍ଧ କୃଷି ସଂସ୍କୃତି

ମାୟାଧର ନାୟକ କୃଷି ହିଁ କୃଷ୍ଟି । ଇତିହାସ ଇସାରା କରିଥାଏ ଯେ କାସ୍ପିୟାନ ହ୍ରଦକୂଳରୁ ହିମାଦ୍ରି-ବିନ୍ଧ୍ୟାଦ୍ରି-ସହ୍ୟାଦ୍ରି-ଶେଷାଦ୍ରିର ପୁଣ୍ୟଭୂମି ଭାରତକୁ ଆସିଥିଲେ ଆର୍ଯ୍ୟମାନେ । ଏଇଠି ହିଁ ସେମାନେ ଆଦିମ ଅଧିବାସୀ, ବନବାସୀ ଓ ଦ୍ରାବିଡମାନଙ୍କ ସହିତ ସାମିଲ ହୋଇଗଲେ ଏକ ମହାଭାରତୀୟ…

ସ୍ବାଧୀନତା ଦିବସ ଉପଲକ୍ଷେ ଅନଲାଇନ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ।  

ଝାରସୁଗୁଡ଼ା :(ସୁଭାଷ ସହାରେ): ଚଳିତ ବର୍ଷ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ଉପଲକ୍ଷେ କନିଷ୍ଠ ଓ ବରିଷ୍ଠ ବର୍ଗରେ  ଅନଲାଇନ ପ୍ରବନ୍ଧ ପ୍ରତିଯୋଗିତା (ଓଡ଼ିଆ ଓ ଇଂରାଜୀ) ଅନୁଷ୍ଠିତ ହୋଇଥିଲା ।  କନିଷ୍ଠ କନିଷ୍ଠ ବର୍ଗ ( ଓଡ଼ିଆ)ରେ ପଲକ ବେହେରା , କେ ବି ଜେ ଉଚ୍ଚ ବିଦ୍ୟାଳୟ, ଲଇକେରା ପ୍ରଥମ…

ଝାରସୁଗୁଡ଼ାରେ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳିତ । 

ଝାରସୁଗୁଡ଼ା :(ସୁଭାଷ ସହାରେ)/ ଝାରସୁଗୁଡ଼ାରେ ୭୪ତମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ମନମୋହନ ସ୍କୁଲ ପଡ଼ିଆ ଠାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଜିଲ୍ଲାପାଳ ସରୋଜ କୁମାର ସାମଲ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ପୁଲିସ ବାହିନୀର ଅଭିବାଦନ ଗ୍ରହଣ କରିଥିଲେ । ଚଳିତ…

କରୋନା ଲଢେଇରେ ଉତ୍ସର୍ଗୀତ ମହିଳା ପୋଲିସ ଅଧିକାରୀ 

ଝାରବନ୍ଧ-ମନୋହର ଦାଶ: ମହାମାରୀ କରୋନା ର କରାଳ ଛାୟା ରେ ବିଶ୍ୱବାସୀ ଆଜି ଆଚ୍ଛାଦିତ ହୋଇଯାଇଛନ୍ତି।ଏହି ଅଜଣା ରୋଗରେ ବ୍ୟାପକ ଜୀବନ ନଷ୍ଟ ହେଉଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହି ରୋଗକୁ ନିୟନ୍ତ୍ରଣ କରିବାକୁ ପ୍ରୟାସ…

କରୋନା କଟକଣା ଚୁଲିକୁ : ସଟଡାଉନ୍‌ରେ ମଧ୍ୟ ବାଲିଡିହା ଡ୍ୟାମ୍‌ରେ ଜମୁଛି ଭିଡ଼

କେବେ ଚେତା ପଶିବ, ଜିଲ୍ଲାରେ ଅଥୟ କଲାଣି କରୋନା ଶ୍ୟାମାଖୁଣ୍ଟା/ ଦିଲ୍ଲୀପ ମହାନ୍ତି :  ଜିଲ୍ଲାକୁ ଅଥୟ କଲାଣି କରୋନା। ଦିନକୁ ଦିନ ବଢ଼ିବାରେ ଲାଗିଛି ଏହି ମହାମାରୀ। ଆଜି କେବଳ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୧୩୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମାତ୍ର ଏହାର କୌଣସି ପ୍ରଭାବ…

ଲୋକାର୍ପିତ ହେଲା ନୂଆ ଟିଭି ଚ୍ୟାନେଲର ଲୋଗୋ

'ବଡ଼ ଖବର' ଲୋକଙ୍କ ଚ୍ୟାନେଲ: ଅର୍ଦ୍ଧେନ୍ଦୁ ଭୁବନେଶ୍ୱର: ଆସୁଛି ନୂଆ ଓଡ଼ିଆ ସ୍ୟାଟେଲାଇଟ୍ ନ୍ୟୁଜ୍ ଚ୍ୟାନେଲ 'ବଡ଼ ଖବର' | ସ୍ୱାଧୀନତା ଦିବସରେ ଭର୍ଚୁଆଲ କାର୍ଯ୍ୟକ୍ରମରେ ଏହାର ଲୋଗୋ ଲୋକାର୍ପିତ ହୋଇଛି | 'ବଡ଼ ଖବର' ଓଡ଼ିଶାବାସୀଙ୍କ ମୁଖପାତ୍ର ହେବ ବୋଲି ଘୋଷଣା କରିଛନ୍ତି ଏହାର ମୁଖ୍ୟ…

ଗୋଲିଆ ଗୁଳିକାଣ୍ଡ ଘଟଣା : ଏ.ଏସ.ପି.ଙ୍କ ଉପସ୍ଥିତରେ ପୋଲିସର ଫ୍ଲାଗ ମାର୍ଚ୍ଚ

  ବୁଗୁଡା/ଡ଼. କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ଥାନା ଅନ୍ତର୍ଗତ ଗୋଲିଆ ଗ୍ରାମରେ ଗତ ଅଗଷ୍ଟ ୧୪ ଶୁକ୍ରବାର ଦିନ ସନ୍ଧ୍ୟାରେ ଗୁଳିକାଣ୍ଡ ଘଟି ଦୁଇଜଣ ଆହତ ହୋଇ ବ୍ରହ୍ମପୁର ମେଡିକାଲରେ ଚିକିତ୍ସା ହେଉଥିବା ବେଳେ ସେହି ଦୁଇ ପରିବାରର ଏତଲା କ୍ରମେ ବୁଗୁଡା ଥାନାରେ ଦୁଇଟି ମାମଲା ରୁଜୁ…

ମେଲଛାମୁଣ୍ଡାରେ ଅଂଚଳରେ ଉଡିଲା ତ୍ରିରଙ୍ଗା

ମେଲଛାମୁଣ୍ଡା,(ମନୋଜ ଭୋଇ) ମେଲଛାମୁଣ୍ଡା ଅଂଚଳରେ କୋଭିଡ ନିୟମ ସବୁକୁ ଆଖି ଆଗରେ ରଖି ସମସ୍ତ ସରକାରୀ, ବେସରକାରୀ ଅନୁଷ୍ଠାନ ମାନଙ୍କରେ ୭୪ତମ ସ୍ୱାଧିନତା ଦିବସ ସନିବାର ସକାଳେ ମହାସମାରୋହରେ ପାଳିତ ହୋଇଯାଇଛି । ମେଲଛାମୁଣ୍ଡାସ୍ଥିତ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ବାଳମକୁନ୍ଦ ସାହୁ,…

ସ୍ବାଧୀନତା ଦିବସ ଅବସରରେ ବୃକ୍ଷ ରୋପଣ, ପୁସ୍ତକ ଉନ୍ମୋଚନା ଓ ସମ୍ବର୍ଦ୍ଧନା 

ପଦ୍ମପୁର,(ଶାସକ ପ୍ରଶାସକ):  ୭୪ ତମ ସ୍ବାଧୀନତା ଦିବସ ପାଳନ ଅବସରରେ ପଦ୍ମପୁର ନିକଟସ୍ଥ ଘନାମାଲ ଗ୍ରାମର ଗଙ୍ଗାଧର ମେହେର ପାଠାଗାର ଦ୍ବାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହ ପ୍ରକୃତି ପ୍ରେମୀଙ୍କୁ  ସମ୍ବର୍ଦ୍ଧନା ଦିଆଯିବା ସହ ଏକ ପୁସ୍ତକ ଉନ୍ମୋଚନ କରାଯାଇଥିଲା  । ଗଙ୍ଗାଧର ମେହେର…