କେନ୍ଦୁଝର ସହରରେଅସ୍ୱାଭାବିକ ଗ୍ୟାସ ସିଲିଣ୍ଡର ଯୋଗାଣ ବ୍ୟବସ୍ଥା : ୭ଦିନ ଭିତରେ ସ୍ୱାଭାବିକ ହେବ।
କେନ୍ଦୁଝର ନାଗରିକ ମଞ୍ଚ ସହ ଆଲୋଚନା ପରେ ପ୍ରଶାସନର ପ୍ରତିଶୃତି।
କେନ୍ଦୁଝର,ତା ୩୧/୩- କେନ୍ଦୁଝର ସହରରେ କିଛି ଦିନ ହେବ ଘରୋଇ ଗ୍ୟାସ ସିଲିଣ୍ଡର ଯୋଗାଣ ନେଇ ଘୋର ଅବ୍ୟବସ୍ଥା ସୃଷ୍ଟି ହୋଇଛି,ତେଣୁ ଲୋକେ ଦୁଇ ଦୁଇ ଥର ରାସ୍ତାରୋକ କଲେଣି ଯାହା ଘୋର ଚିନ୍ତାର ବିଷୟ। ମୁଖ୍ୟମନ୍ତ୍ରୀଙ୍କ…