ଓପିଏସଇରେ ସଫଳତା ପାଇ ଗୌରବ ଆଣିଲେ ସପ୍ତେଶ୍ୱର ନାଏକ
ଆଦିତ୍ୟ ଆଲୁମିନା ରିଫାଇନେରୀର ୟୁନିଟ ହେଡ ଡ଼. ମଜହେର ବେଗଙ୍କ ପକ୍ଷରୁ ସମ୍ବର୍ଦ୍ଧନା
କାଶୀପୁର ରୁ ବୈକୁଣ୍ଠ ଦୁରିଆ : ଓଡ଼ିଶା ପବ୍ଲିକ ସର୍ଭିସ ଏକ୍ଜାମିନେସନ୍ ରେ ସଫଳତା ହାସଲ କରି ଅଞ୍ଚଳ ପାଇଁ ଗୌରବ ଆଣିଥିବା ଯୁବ ପ୍ରତିଭା ସପ୍ତେଶ୍ୱର ନାଏକଙ୍କୁ ଆଦିତ୍ୟ ଆଲୁମିନା ରିଫାଇନେରୀ,…