ଆଜି ୪୨୪୧ ଜଣ କୋଭିଡି ପଜିଟିଭ
ଭୁବନେଶ୍ୱର : ଆଜି ଓଡ଼ିଶାରେ ୪୨୪୧ ଜଣ କୋଭିଡି ପଜିଟିଭ ଚିହ୍ନଟ ହୋଇଛନ୍ତି | ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୨୫୦୨ ଜଣ ସଂଗରୋଧରୁ ଓ ୧୭୩୯ ଜଣ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି | ଗତକାଲି ୪୧୨୧ ଜଣ ସୁସ୍ଥ ହୋଇଥିବା ବେଳେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୭୧୬୧ ରେ…