ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର 34 ତମ ବାର୍ଷିକ ଉତ୍ସବ

ବାଣପୁର:(ସେକ୍ କୌସର):ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର 34 ତମ ବାର୍ଷିକ ଉତ୍ସବ ଅଧ୍ୟକ୍ଷ ସର୍ବେଶ୍ଵର ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ମହା ସମାରୋହରେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଆଇନ ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ କରି…

ବିଶ୍ୱସ୍ତରରେ ପ୍ରଥମ ଥର ପାଇଁ, ଏୟାରଟେଲ 36 କୋଟି ଭାରତୀୟଙ୍କୁ ଆଡୋବି ଏକ୍ସପ୍ରେସ୍ ପ୍ରିମିୟମ୍ ର ନିଶୁଳ୍କ ଅଭିଗମ୍ୟତା…

ଆଡୋବି ର ଏଆଇ ସଂଚାଳିତ ଟୁଲ୍ (ମୂଲ୍ୟ ପ୍ରାୟ ₹4,000*) ମାଧ୍ୟମରେ ସହଜ ଓ ସ୍ଵଳ୍ପ ପ୍ରୟାସରେ ଡିଜାଇନ ସୃଷ୍ଟିକୁ ସମ୍ଭବ କରାଉଛି, ଯାହା ସମସ୍ତ ଏୟାରଟେଲ ଗ୍ରାହକଙ୍କ ପାଇଁ କୌଣସି ଖର୍ଚ୍ଚ ବିନା ଉପଲବ୍ଧ* ନୂଆ ଦିଲ୍ଲୀ, ଜାନୁଆରୀ 29, 2026: ଭାରତର ସର୍ବବୃହତ୍ ଦୂରସଂଚାର ସେବା ପ୍ରଦାନକାରୀ…

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, କେନ୍ଦୁଝରଗଡର ତୃତୀୟ ଶ୍ରେଣୀ ସରକାରୀ ବୃତ୍ତି ପରୀକ୍ଷାରେ ସର୍ବାଧିକ କୃତିତ୍ୱ

କେନ୍ଦୁଝର,ତା୩୦/୧- ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, କେଳରୋଡ, କେନ୍ଦୁଝରଗଡର ଛାତ୍ରୀ ସ୍ମରଣିକା ସାମନ୍ତରା, ସିଦ୍ଧିଶ୍ରୀ ଦାଶ, ଆଲିସା ବାରିକ ଓ ଅଂଶିକା ବିଶ୍ଵାଳ ପ୍ରମୁଖ ତୃତୀୟ ଶ୍ରେଣୀ ସରକାରୀ ବୃତ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।…

ସୋଆ ଏବଂ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମଧ୍ୟରେ ମିଳିତ ଗବେଷଣା ନିମନ୍ତେ ବୁଝାମଣା ସ୍ୱାକ୍ଷରିତ

ଭୁବନେଶ୍ୱର, ଜାନୁଆରୀ ୨୯: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଏବଂ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟ, ମଧ୍ୟରେ କୃଷି ବିଜ୍ଞାନ କ୍ଷେତ୍ରରେ ଶୈକ୍ଷିକ, ଗବେଷଣାତ୍ମକ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସହଭାଗିତାକୁ ନେଇ ଏଠାରେ ବୁଧବାର ଏକ ବୁଝାମଣା…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାପା–ପୁଅ ମୃତ, ଜଣେ ଗୁରୁତର,

ଓଡ଼ଗାଁ, ୨୯।୧ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଞ୍ଚଳ ବାହାଡ଼ାଝୋଲା ପୁର୍ତ୍ତ ବିଭାଗ ରାସ୍ତାର କୈବଲ୍ୟପୁର ଛକ ନିକଟରେ ଗୁରୁବାର ରାତି ପ୍ରାୟ ୮ଟା ୩୦ ମିନିଟ୍ ସମୟରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସମଗ୍ର ଅଞ୍ଚଳକୁ ଶୋକସାନ୍ତପ୍ତ କରିଛି। ଏହି…

ଜିଲ୍ଲା ସ୍ତରୀୟ ପି ଏମ ଶ୍ରୀ ଉତ୍ସବ ଅନୁଷ୍ଠିତ

ଜଗତସିଂହପୁର, ତା ୨୯/୨୬:ସୁମନ୍ତ କୁମାର ଦାସ: ଆଜି ପୂର୍ବାହ୍ନ ରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ପି ଏମ ଶ୍ରୀ ଉତ୍ସବ ଅନୁଷ୍ଠିତ ଉଦ୍ଘାଟିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ପିଲାମାନେ କେବଳ ନିଜ…

ଶ୍ରୀ ଶ୍ରୀ ଲଡୁକେଶ ମହେଶ ବିଜେ ଶରଣକୁଳ, ମହାଶିବରାତ୍ରୀ ଯାତ୍ରା–୨୦୨୬ ପାଳନ ପାଇଁ ପ୍ରସ୍ତୁତି ବୈଠକ,

ଓଡ଼ଗାଁ, ୨୯।୧ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଶ୍ରୀ ଶ୍ରୀ ଲଡୁକେଶ ମହେଶ ବିଜେ ଶରଣକୁଳଙ୍କ ମହାଶିବରାତ୍ରୀ ଯାତ୍ରା–୨୦୨୬ କୁ ଶୃଙ୍ଖଳାବଦ୍ଧ ଓ ସୁଚାରୁ ଭାବେ ପାଳନ କରିବା ନିମନ୍ତେ ଆଜି ଡାକବଙ୍ଗଳା, ଶରଣକୁଳ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି…

ଧାନ ବୋଝାଇ ଟ୍ରକର ଧକ୍କାରେ ବାସଗୃହ ନଷ୍ଟ,

ବିଜେପୁର :-ବରଗଡ଼ ଜ଼ିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଲାଉମୁଣ୍ଡା ଗ୍ରାମର ଘରମାଲିକ ସନ୍ତୋଷ ସାହୁଙ୍କ ବାସଗୃହ ଉପରେ ଗତ ୨୬ଜାନୁୟାରୀରେ ଏକ ଧାନ ବୋଝାଇ ଟ୍ରକ OR 10 H5466 ରାତ୍ରି ପ୍ରାୟ ୯ଟା ୩୦ ମିନିଟ୍ ସମୟରେ ଦ୍ରୁତ ଗତିରେ ଆସି ଚଢ଼ିଯିବାରୁ ଘରଟି ନଷ୍ଟ ହୋଇଯାଇଛି।ଘଟଣା ପରେ ଘରମାଲିକ…

ହିନ୍ଦୁ ସମ୍ମିଳନୀ ସହ ବିଶ୍ୱଶାନ୍ତି ଯଜ୍ଞ ଅନୁଷ୍ଠିତ।

କେନ୍ଦୁଝର,ତା୨୯/୧- ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ବକ୍ସିବାରିଗାଁ ଗ୍ରାମ ପଞ୍ଚାୟତ ନିକଟସ୍ଥ ଶ୍ରୀରାମ ମନ୍ଦିର ପଡିଆ ଠାରେ ଏକ ଭବ୍ଯ ହିନ୍ଦୁ ସମ୍ମିଳନୀ ଓ ବିଶ୍ବଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ସକାଳ ୮ ଘଟିକା ସମୟରେ ମାତୃଶକ୍ତି ମହିଳା ମାନଙ୍କ ଦ୍ବାରା ୧୦୮ କଳସ ଶୋଭାଯାତ୍ରା ସହିତ…

ଭୋଜିରୁ ଫେରୁଥିବା ବେଳେ ଗଛକୁ ଧକ୍କା ଦେଲା କାର୍

ଡ୍ରାଇଭର ସମେତ ୫ ଆହାତ, ପ୍ରେସ୍ କ୍ଳବ ସଦସ୍ୟ ଓ ଯୁବକଙ୍କ ଦ୍ଵାରା ଉଦ୍ଧାର ବେଲଗୁଣ୍ଠା-(ଶିବରାମ ଚୌଧୁରୀ )--ଭୁବନେଶ୍ୱରରୁ ଭୋଜି ଖାଇ ନିଜ ଗ୍ରାମ ଭଞ୍ଜନଗର ଫେରୁଥିବା ବେଳେ ବେଲଗୁଣ୍ଠା ନିକଟରେ ଏକ କାର୍(ଓଡି୦୨AW୯୧୧୬) ଏକ ଗଛକୁ ଧକ୍କା ଦେବା ଫଳରେ ଦମ୍ପତିଙ୍କ ସହ ଗାଡି ଚଳାଉଥିବା ପୁଅ…