କୋଭିଡ ମୁକାବିଲାରେ ଭାରତକୁ ଆଉ ଏକ ସଫଳତା
ଭୁବନେଶ୍ୱର (ଶାସକ ପ୍ରଶାସକ) : କୋଭିଡ ମୁକାବିଲାରେ ଭାରତକୁ ଆଉ ଏକ ସଫଳତା । ସକ୍ରିୟଙ୍କ ସଂଖ୍ୟା ଗତ ଦେଢ଼ ମାସ ମଧ୍ୟରେ ପ୍ରଥମ ଥର ପାଇଁ ୮ ଲକ୍ଷ ତଳକୁ ଖସିଛି । ସୂଚନାଯୋଗ୍ୟ ଯେ , ଗତ ୨୪ ଘଣ୍ଟା ମଧ୍ୟରେ ୬୨,୨୧୨ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୮୩୭ ଜଣଙ୍କର ମୃତ୍ୟୁ ହୋଇଥିବା…