ଓଡିଶା ସାମ୍ବାଦିକ ସଂଘ ସମ୍ବଲପୁର ଶାଖାର ବାର୍ଷିକ ସାଧାରଣ ପରିଷଦ ଵୈଠକ।
ଦିବଂଗତ ସାମ୍ବାଦିକଙ୍କ ଵିଧବା ପତ୍ନୀଙ୍କୁ ଭତ୍ତା ପ୍ରଦାନ
ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ - ଓଡିଶା ସାମ୍ବାଦିକ ସଂଘ ସମ୍ବଲପୁର ଜିଲ୍ଲା ଶାଖାର ବାର୍ଷିକ ସାଧାରଣ ପରିଷଦ ଵୈଠକ ଓ ବାର୍ଷିକ ପାରିବାରିକ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଘର ସମ୍ବଲପୁର ଜିଲ୍ଲା ଶାଖାର ସମସ୍ତ…