ଜିଲ୍ଲାରେ ଆରମ୍ଭ ହେଲା “ଶିଶୁ ସମ୍ପର୍କ ଯାତ୍ରା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ନିକଟସ୍ଥ ବ୍ରାହ୍ମଣ ସୀତାପୁର ଠାରେ ଜିଲ୍ଲା ଶିଶୁ କଲ୍ୟାଣ ସମିତି ତରଫରୁ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ "ଶିଶୁ ସମ୍ପର୍କ ଯାତ୍ରା"ର ଆୟୋଜନ କରାଯାଇଥିଲା। ଏହି ଯାତ୍ରାରେ କିଶୋର ନ୍ୟାୟ ବୋଡ଼ର୍ର ସଦସ୍ୟା…