ଡିଏଭି ପବ୍ଲିକ ସ୍କୁଲ ପରିସରରେ ପ୍ରବେଶ ଉତ୍ସବ ପାଳିତ

ଝାରସୁଗୁଡ଼ା, ୦୩/୦୪/୨୦୨୬: ଝାରସୁଗୁଡ଼ା ଡିଏଭି ପବ୍ଲିକ ସ୍କୁଲ ପରିସରରେ ବର୍ଣ୍ଣାଢ଼୍ୟ ପରିବେଶରେ ପ୍ରବେଶ ଉତ୍ସବ ପାଳିତ ହୋଇଯାଇଛି । ନର୍ସରୀ, ଏଲ.କେ.ଜି ଓ ପ୍ରଥମ ଶ୍ରେଣୀରେ ନବ ପଞ୍ଜୀକୃତ ହୋଇଥିବା ସର୍ବମୋଟ ୧୬୦ ଜଣ କୁନି କୁନି ଶିଶୁ ବିଦ୍ୟାରମ୍ଭ ଉପଲକ୍ଷେ ଆଗ୍ରହ ସହକାରେ ପ୍ରବେଶ…

ଓଡ଼ିଆ ରେ ନାମ ଫଳକ ଲେଖା ଅଭିଯାନ

ଜଗତସିଂହପୁର,ତା-୦୪.୦୪.୨୦୨୬/ସୁମନ୍ତକୁମାରଦାସ: ଏପ୍ରିଲ ୧ ତାରିଖ ଓଡ଼ିଶା ଦିବସ ଠାରୁ ଏପ୍ରିଲ ୧୪ ତାରିଖ ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ପାଳନ ହେଉଛି ଓଡ଼ିଆ ପକ୍ଷ । ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଆଇନ, ୧୯୫୬ ଅନୁଯାୟୀ ପ୍ରତିଷ୍ଠାନର ନାମଫଳକ ଓଡ଼ିଆ ଭାଷାରେ ସ୍ପଷ୍ଟ…

ଗୁଣୁପୁର ଗୋଷ୍ଠି ଶିକ୍ଷା ବିଭାଗ ର ପ୍ରବେଶ ଉତ୍ସବ ତଥା ଖଡ଼ିଛୁଆଁ ଅନୁଷ୍ଠିତ

(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଆଜି ୪/୪/୨୭ ତାରିଖ ଗୁଣୁପୁର ଗୋଷ୍ଠୀ ଶିକ୍ଷାଧିକାରୀ ଆନୁକୂଲ୍ୟରେ ସ୍ଥାନୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମରାଠୀଗୁଡା ଠାରେ ଗୁଣୁପୁର ଗୋଷ୍ଠୀସ୍ତରୀୟ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ପ୍ରବେଶ ଉତ୍ସବ ତଥା ଖଡ଼ିଛୁଆଁ ଉତ୍ସବ ମହା ଆଡମ୍ବର ସହକାରେ…

ବର୍ତ୍ତମାନ ସମାଜରେ ଟଙ୍କାର ଆବଶ୍ୟକତା ନାହିଁ ଆବଶ୍ୟକତା ଅଛି କଲ୍ଲୋଳର : ମୁଖ୍ୟ ଅତିଥି

ଜିଲ୍ଲା ମହୋତ୍ସବ କଲ୍ଲୋଳ ୨୦୨୬ ର ଚତୁର୍ଥ ସଂଧ୍ୟା ଜଗତସିଂହପୁର,ତା-୦୪.୦୪.୨୦୨୬/ସୁମନ୍ତକୁମାରଦାସ: ଜିଲ୍ଲା ମହୋତ୍ସବ କଲ୍ଲୋଳ ର ଆଜି ଥିଲା ଚତୁର୍ଥ ସଂଧ୍ୟା। ଏହି ଉପଲକ୍ଷେ ଅତିରିକ୍ତ ଜିଲ୍ଲାପାଳ, ପାରାଦ୍ଵୀପ, ଶ୍ରୀ ନିରଞ୍ଜନ ବେହେରା ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି…

ପୁରୀ ଜିଲ୍ଲାସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ ଦିବସ ପାଳିତ

ପୁରୀ, ୪/୪, (ଅନିମେଶ ପଟ୍ଟନାୟକ): ପୁରୀ ଜିଲ୍ଲା ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡି ଛୁଆଁ ଦିବସ ଶନିବାର ପୂର୍ବାହ୍ନରେ ଜିଲ୍ଲା ସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଏଥିରେ ଯୋଗ ଦେଇ ସମସ୍ତ ପିଲା ପଢନ୍ତୁ ଓ ସମସ୍ତ ପିଲାଙ୍କ ର ସାମଗ୍ରିକ ବିକାଶ ଘଟିଲେ ସମାଜ…

ଜନ ଗଣନାରେ ସମସ୍ତଙ୍କ ସହଯୋଗ କାମନା କଲେ ଜିଲ୍ଲାପାଳ

ପୁରୀ ୪/୪ (ଅନୀମେଶ ପଟ୍ଟନାୟକ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଅଧିନସ୍ଥ ଜନଗଣନା ନିର୍ଦ୍ଦେଶାଳୟ ଏବଂ ଓଡ଼ିଶା ରାଜ୍ୟ ସରକାରଙ୍କ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ମିଳିତ ସମନ୍ୱୟରେ ସମଗ୍ର ଓଡ଼ିଶାର ୩୦ ଟି ଜିଲ୍ଲାରେ ଜନଗଣନାର ପ୍ରଥମ ପର୍ଯ୍ୟାୟରେ ଗୃହଗଣନା ଏବଂ ଗୃହତାଲିକା…

ପୁରୀ ବାସିନ୍ଦାଙ୍କ ଶ୍ରୀମନ୍ଦିର ପ୍ରବେଶ ପାଇଁ ସଚେତନତା ଯାତ୍ରା

ପୁରୀ,୪/୪ (ଅନିମେଶ ପଟ୍ଟନାୟକ): ପୁରୀ ମହାନଗର ବାସିନ୍ଦାମାନେ କିପରି ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା ଦାବି ନେଇ ସଚେତନତା ଯାତ୍ରାର ଚତୁର୍ଥ ଦିନ ପୂର୍ବ ନିଷ୍ପତି ମତେ ବଳଗଣ୍ଡି ଭକ୍ତ ସାଲବେଗ ପୀଠ ରୁ ଆରମ୍ଭ ହୋଇ ଶ୍ରୀମନ୍ଦିର ନିକଟରେ ଶେଷ ହୋଇଚି।…

ରୋମାନିଆରେ କିସ୍‍ ଛାତ୍ରଛାତ୍ରୀ

ପ୍ରଥମ ଥର ପାଇଁ ବିଦେଶୀ ମାଟିରେ ପରିବେଷଣ ହେଲା ଓଡ଼ିଶାର ଆଦିବାସୀ ସାନ୍ତାଳି ନୃତ୍ୟ ଭୁବନେଶ୍ୱର, ୦୪ ।୦୪: କିସ୍‍ର ଦଶ ଜଣ ଛାତ୍ରଛାତ୍ରୀ ଏକ ଆନ୍ତର୍ଜାତୀୟ ସାଂସ୍କୃତିକ ମହୋତ୍ସବରେ ଅଂଶଗ୍ରହଣ କରିବା ପାଇଁ ରୋମାନିଆ ଗସ୍ତରେ ଅଛନ୍ତି । ସେଠାରେ ସେମାନେ ଓଡ଼ିଶାର ଆଦିବାସୀ ଭାଷାରେ…

କିଟ୍‍ ଇଣ୍ଟରନ୍ୟାସନାଲ୍‍ ସ୍କୁଲ୍ ରେ ବିଶ୍ୱ ଅଟିଜିମ୍‍ ସଚେତନତା ଦିବସ ପାଳିତ

ଭୁବନେଶ୍ୱର,୪ ।୪: କିଟ୍‍ ଇଣ୍ଟରନ୍ୟାସନାଲ୍‍ ସ୍କୁଲ୍‍- ‘ସେନ୍‍ ଗ୍ଲୋବ’ ପକ୍ଷରୁ ଆଜି ବିଶ୍ୱ ଅଟିଜିମ୍‍ ସଚେତନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ବିକାଶ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ…