ସ୍କୁଲ ଫିସ ଛାଡ ପାଇଁ ଦାବି ।
ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: କରୋନା ମହାମାରୀ ସମୟରେ ବେସରକାରୀ ସ୍କୁଲ ଗୁଡିକୁ ଫି ଛାଡ଼ କରିବା ପ୍ରସଙ୍ଗରେ ଉଚ୍ଚ ନ୍ୟାୟାଳୟଙ୍କ ରାୟ ଓ ନିର୍ଦ୍ଦେଶକୁ ସଠିକ କାର୍ଯ୍ୟକାରିତା ପାଇଁ ଓଡଶା ଅଭିଭାବକ ମହାସଂଘ ତରଫରୁ ଦାବି କରାଯାଇଛି । ସମ୍ବଲପୁର ଠାରେ ମହାସଂଘର ଅଧ୍ୟକ୍ଷ ବାସୁଦେବ …