ଶିଶୁ ଦିବସ ଅବ୍ୟବହିତ ପୂର୍ବରୁ ଓଡ଼ିଶା ମୋ ପରିବାର ତରଫରୁ ରକ୍ତଦାନ ଶିବିର ଆୟୋଜନ  

ଭୁବନେଶ୍ୱର (ଶାସକ ପ୍ରଶାସକ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ  ଶିଶୁ ଦିବସ ପାଳନ ଅବ୍ୟବହିତ ପୂର୍ବରୁ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ମନୋଜ କୁମାର ସାହୁ ଓ ପୂର୍ବତନ କର୍ପୋରେଟର ମୋନାଲିସା ସାହୁ ଙ୍କ ସହଯୋଗରେ "  ଆଜି  ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ…

ଭାଲୁ ଆକ୍ରମଣରେ ଜଣେ ଗୁରୁତର ଆହତ ।

ପଦ୍ମପୁର : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଅନ୍ତର୍ଗତ ଝିଟକି ଗ୍ରାମରେ ଭାଲୁ ଆକ୍ରମଣ ଯୋଗୁଁ ସେହି ଗ୍ରାମର ସଭାପତି ଧରୁଆ ଗୁରୁତର ଆହତ ହୋଇଛନ୍ତି।  ସକାଳୁ ଧାନ ଖଳାରେ ଧାଳ ଅମଳ କରୁଥିବା ସମୟରେ ଭାଲୁ ଆକ୍ରମଣ କରିଥିଲା ଫଲରେ ସଭାପତି ଧରୁଆଙ୍କ ମୁଣ୍ଡରେ ଓ ପିଠିରେ ଗଭୀର କ୍ଷତ ସୄଷ୍ଟି…

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ: ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ ବନ୍ଦେ ଉତ୍କଳ ଜନନୀ 

ଭୁବନେଶ୍ୱର( ଶାସକ ପ୍ରଶାସକ): ସାଢେ ଚାରି କୋଟି ଓଡିଆଙ୍କ ହୃଦୟର ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ଏଣିକି ମାଧ୍ୟମିକ ସ୍ତରରେ ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ। ନବମ ଓ ଦଶମ ଶ୍ରେଣୀରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ଏହି କାଳଜୟୀ କୃତୀ ପଢିବାର…

ୟୁଟୁବରୁ ଶିଖି ତିଆରି କରୁଛନ୍ତି ଇକୋ ପ୍ରେଣ୍ଡଲୀ ଦେଶୀ ଗୋବର ଦୀପ

ସମ୍ବଲପୁର/ରମାକାନ୍ତ ବିଶ୍ବାଳ- ସମ୍ବଲପୁର ଗୋଟିଏ ପରିବାର ତିଆରି କରୁଛନ୍ତି ସମ୍ପୂର୍ଣ୍ଣ ଦେଶୀ ଗୋବରରେ ଗୋବର ଦୀପ । ଇକୋ ଫ୍ରେଣ୍ଡଲି ସାଙ୍ଗକୁ ଦୁଇ ପଇସା ରୋଜଗାରର ମାଧ୍ଯମ ଦେଲା ୟୁଟୁବ  ଆଗକୁ ଦୀପାବଳି ଥିବାରୁ ବଢୁଛି ଚାହିଦା । ସମ୍ବଲପୁର ମୁଦିପଡା ରେ ରହୁଥିବା ସରସ୍ବତୀ ଦେବୀ ଙ୍କ…

ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରୁ ପୋଲିସକୁ ମିଳିଲା ବିପୁଳ ବିସ୍ଫୋରକ ସାମଗ୍ରୀ

ମାଲକାନଗିରି(B Srinibas Patra) :  ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ଓଡ଼ିଶା ପୁଲିସ୍‌ ଓ ବିଏସଏଫର ଏସଓଜି ଓ ଡିଭିଏଫ୍‌ ପକ୍ଷରୁ ମିଳିତ ଅପରେସନ୍ କରାଯାଇଥିଲା | ଯାଫଳରେ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି ମାଓବାଦୀ ସଂଗଠନ । ଯବାନ ଓ ବିଏସଏଫର ଜୋରଦାର କମ୍ବିଂ ଓ ସମାଜର…

ଅଞ୍ଚଳରେ ଚାଲୁ ରହିଥିବା ବିଭିନ୍ନ ପ୍ରକଳ୍ପ ଓ ଅନେକ ନୂତନ ପ୍ରକଳ୍ପକୁ ନେଇ ବରଗଡ଼ ସାଂସଦଙ୍କ ଆଲୋଚନା

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ)-ଅବିଭକ୍ତ ସମ୍ବଲପୁର ଜିଲ୍ଲା ରେ ଦିନକୁ ଦିନ ଗଢି ଉଠୁଥିବା ବୃହତ ଶିଳ୍ପାନୁଷ୍ଠାନ ଓ ଖଣି ଖନନ ପାଇଁ  ଜନସଂଖ୍ୟା ବୃଦ୍ଧି ସଙ୍ଗେ ସଙ୍ଗେ ହୁହୁ ହୋଇ ବଢି ଚାଲିଛି ଯାନବାହାନ ସଂଖ୍ୟା । ବିଶେଷ କରି ମାଲ ପରିବହନ ପାଇଁ ଭାରି ଯାନବାହନ ର ଚଳାଚଳ ପାଇଁ ଆବଶ୍ୟକୀୟ…

ଗୌରବ ବଢ଼ାଇଲା ଓଡିଶା ଆଦର୍ଶ ବିଦ୍ୟାଳୟ  ବଲାଙ୍ଗୀର 

ବଲାଙ୍ଗୀର / ନିରୋଜ ମିଶ୍ର :  ବଲାଙ୍ଗୀର ଆଦର୍ଶ ବିଦ୍ୟାଳୟ ଓଡିଶା ବଲାଙ୍ଗୀର ପାଇଁ ଆଣିଦେଇଛି ଗର୍ବ । ଏହି ବିଦ୍ୟାଳୟ ଦେଶର ଶ୍ରେଷ୍ଠ ବିଦ୍ୟାଳୟ ମଧ୍ୟରେ ପଞ୍ଚମ ସ୍ଥାନରେ ନିଜକୁ ତାଲିକା ଭୁକ୍ତ କରିପାରିଛି ।ବିଦ୍ୟାଳୟ ବଲାଙ୍ଗୀର ବିଦ୍ୟାଳୟର ସର୍ବାଙ୍ଗୀନ କାର୍ଯ୍ୟଦକ୍ଷତା ଓ ପ୍ରଦର୍ଶନ…

ଶିକ୍ଷକ ପଦୋନ୍ନତି କୁ ଶିଘ୍ର ଶେଷ କରିବା ପାଇଁ ସାଂସଦ ଓ ବିଧାୟକଙ୍କ ହସ୍ତକ୍ଷେପ ଲୋଡିଲା ଶିକ୍ଷକ ପ୍ରତିନିଧି ଦଳ

ବାରିପଦା/ଦିଲ୍ଲୀପ ମହାନ୍ତି  - ସାରା ରାଜ୍ୟରେ ଶିକ୍ଷକ ପଦୋନ୍ନତ୍ତି ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି | ଏପର୍ଯ୍ୟନ୍ତ ୨୬ଟି ଜିଲ୍ଲାରେ ଏହା ଶେଷ ହୋଇଥିବାବେଳେ ସବୁଠାରୁ ବଡ ଜିଲ୍ଲା ମୟୂରଭଞ୍ଜ ଏଦିଗରେ ପଛରେ ପଡିଯାଇଛି | ବିଭିନ୍ନ ସମୟରେ ଶିକ୍ଷକ ସଂଘ ତରଫରୁ ବିଭାଗୀୟ…

କୁନି ଛୁଆର ଶ୍ୱାସ ନଳୀରେ ଫସି ରହିଥିଲା ଆତ ମଞ୍ଜି 

ସମ୍ ଅଲ୍ଟିମେଟ୍ ମେଡିକେୟାର ବିଶେଷଜ୍ଞଙ୍କ ସଫଳ ଅସ୍ତ୍ରୋପଚାର ପରେ ବାହାରିଲା  ଭୁବନେଶ୍ୱର(ଶାସକ ପ୍ରଶାସକ): ସମ୍ ଅଲ୍ଟିମେଟ୍ ମେଡିକେୟାର ସର୍ଜନଙ୍କ ଦ୍ୱାରା ପୁଣି ସଫଳତାର ସହ ସମ୍ପାଦିତ ହୋଇଛି ଏକ ଜଟିଳ ଅସ୍ତ୍ରୋପଚାର ।  ଏକ ୧୨ ମାସର ଶିଶୁର ଶ୍ୱାସନଳୀରୁ ଏଣ୍ଡୋସ୍କୋପିକ୍ ପଦ୍ଧତିରେ…

ଜିଏସଷ୍ଟି ଠକେଇ ମାମଲା : ମା-ପୁଅଙ୍କ  ପରେ ଆଜି ପୁଣି ଜଣେ  ଗିରଫ 

ବଲାଙ୍ଗୀର/ ନିରୋଜ ମିଶ୍ର : ବହୁ ଚର୍ଚ୍ଚିତ ବଲାଙ୍ଗୀର ଜିଏସଷ୍ଟି ଠକେଇ ମାମଲାରେ ଅଭିଯୁକ୍ତ ମା-ପୁଅ ଗିରଫ ହେବା ପରେ ଆଜି ପୁଣି ଜଣଙ୍କୁ ଗିରଫ କରିଛି ବଲାଙ୍ଗୀର ପୋଲିସ । ମିଶନ ଶକ୍ତି ଯୋଜନାରେ ଋଣ କରିଦେବା ନାଁରେ କୋଟି କୋଟି ଟଙ୍କାର ଠକେଇ କରୁଥିଲେ ଅଭିଯୁକ୍ତ ମହିଳା ଗାୟତ୍ରୀ ଜୟଶ୍ବାଲ ଓ…