ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ମାନଙ୍କ ସୁବିଧା ପାଇଁ ୫-ଟି ଅଧିନରେ୧୧ ପ୍ରକାର ସେବା ଅନ୍‌ଲାଇନରେ ମିଳିବ 

ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ବିକାଶ ପାଇଁ ସରକାର ପ୍ରତିଶ୍ରୃତିବଦ୍ଧ -  ମୁଖ୍ୟମନ୍ତ୍ରୀ ଭୁବନେଶ୍ବର : ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ବିକାଶ ପାଇଁ ସରକାର ପ୍ରତିଶୃତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଏହି କ୍ଷେତ୍ରର ଉଦ୍ୟୋଗୀମାନଙ୍କ ସୁବିଧା ପାଇଁ…

ଲୋକନାଥ ଭବନ ଚୋରି ଘଟଣାରେ ୪ ଅଭିଯୁକ୍ତ ଗିରଫ 

ଭଞ୍ଜନଗର ( ନିଲୁ ବିଷୋୟୀ ) - ଗଂଜାମ ଜିଲ୍ଲା ଭଞ୍ଜନଗର ଥାନା ବେଲଗୁଣ୍ଠା ଫାଣ୍ଡି ଅଧିନ ସହରର ଜଣାଶୁଣା ବ୍ୟବସାୟୀ କାଳୁ ଚରଣ ପଣ୍ଡାଙ୍କ ଘରୁ(ଲୋକନାଥ ଭବନ)  ଗତମାସ ୧୫ ତାରିଖ ଦିନ ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଘରେ ପଶି ୮୨ ହଜାର ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନା ରୂପା ଚୋରି କରି…

ଶିକ୍ଷା ଓ ନୂତନ ଚିନ୍ତାଧାରା ହିଁ ଏକ ନୂତନ ବିଶ୍ୱ ଗଠନ କରିପାରିବ: ପ୍ରଫେସର ୟୁନୁସ୍‍

କିଟ୍‍ ବିଶ୍ୱବିଦ୍ୟାଳୟର ୧୬ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ଭୁବନେଶ୍ୱର: କିଟ୍‍ ବିଶ୍ବବିଦ୍ୟାଳୟର ୧୬ତମ ସମାବର୍ତ୍ତନ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। କରୋନା ମହାମାରୀ ଦୃଷ୍ଟିରୁ ସମାବର୍ତ୍ତନ ଉତ୍ସବ ଭର୍ଚୁଆଲ୍‍ ମୋଡ୍‍ ରେ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ…

“ବର୍ଷସାରା ନିରୋଗ ଓ ଉନ୍ନତ ଯାଆଁଳ ଯୋଗାଇଦେବାକୁ ପଦକ୍ଷେପ ଗ୍ରହଣ କରାଯାଇଛି’: ମନ୍ତ୍ରୀ ଡ. ସାହୁ

ରାଜ୍ୟସ୍ତରୀୟ ବିଶ୍ୱ ମତ୍ସ୍ୟ ଦିବସ ପାଳିତ  "ମତ୍ସ୍ୟ ରପ୍ତାନୀକୁ ୨୦ ହଜାର କୋଟି ଟଙ୍କାରେ ପହଞ୍ଚାଇବାକୁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି'  "ମାଛ ଚାଷ ନିମନ୍ତେ ପର୍ଯ୍ୟାପ୍ତ ସୁଯୋଗ ରହିଛି' ଭୁବନେଶ୍ୱର(ଶାସକ ପ୍ରଶାସକ) :  ମାଛ ସହଜରେ ଉପଲବ୍ଧ ଏକ ସ୍ୱାଦଯୁକ୍ତ ଓ…

ପ୍ରସିଦ୍ଧ ଗୌରୀଆମ୍ମା ଯାତ୍ରା ସ୍ଥଗିତ, କେବଳ ମାଆଙ୍କ ବେଢା ଭ୍ରମଣୀରେ ସୀମିତ ରହିବ

ପୋଲସରା (ଡ଼ଃ. କୁମୁଦ ଚନ୍ଦ୍ର ବେହେରା) ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରାରେ ଅନୁଷ୍ଠିତ ହେଉଥିବା ପ୍ରସିଦ୍ଧ ଗୌରୀଆମ୍ମା ଯାତ୍ରା ଚଳିତ ବର୍ଷ କୋଭିଡ କଟକଣା ପାଇଁ ସ୍ଥଗିତ ରହିବା ସହ ମାଆଙ୍କୁ କେବଳ ବେଢା ଭ୍ରମଣୀରେ ସୀମିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଯାତ୍ରା କମିଟି ସମ୍ପାଦକ ଡ଼ଃ…

 “ଚାଇଲ୍ଡଲାଇନ୍ ସହ ବନ୍ଧୁତା” କାର୍ଯ୍ୟକ୍ରମ ସମାପନ

http://www.youtube.com/watch?v=KSuurgb6Up0  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଚାଇଲ୍ଡଲାଇନ୍ ତରଫରୁ ପାରଳାଖେମୁଣ୍ଡି ସ୍ଥିତ ନବଜୀବନ  ଟ୍ରଷ୍ଟ ଠାରେ "ଚାଇଲ୍ଡଲାଇନ୍ ସହ ବନ୍ଧୁତା ( ଚାଇଲ୍ଡଲାଇନ୍ ସେ ଦୋସ୍ତି )କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି।  …

ଆଇପିୟୁର ବାହ୍ୟ ଅଡିଟର ଭାବେ ନିର୍ବାଚିତ ହେଲେ ସିଏଜି ଗିରିଶ ମୁର୍ମୁ 

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣାଇଲେ ଅଭିନନ୍ଦନ  ନୂଆଦିଲ୍ଲୀ/ଭୁବନେଶ୍ୱର(ଶାସକ ପ୍ରଶାସକ) :  ଭାରତର କମ୍ପ୍ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ ତଥା ପୂର୍ବତନ ଆଇଏଏସ୍ ଅଧିକାରୀ ଗିରିଶ ଚନ୍ଦ୍ର ମୁର୍ମୁ, ଇଣ୍ଟର-ପାର୍ଲାମେଣ୍ଟାରୀ ୟୁନିଅନ୍ (ଆଇପିୟୁ), ଜେନିଭାର ବାହ୍ୟ ଅଡିଟର ଭାବରେ…

ସୁନ୍ଦରଗଡ଼ ଜିଲ୍ଲା ଖୁଣ୍ଟଗାଁରେ ହେବ ‘ଟସର ସିଲକ ପାର୍କ’

 ‘ସୁନ୍ଦରଗଡ଼ ଟସର’ର ବ୍ରାଣ୍ଡିଂ ଉପରେ ଗୁରୁତ୍ୱ ଦିଆଯିବ ସୁନ୍ଦରଗଡ଼(ଶାସକ ପ୍ରଶାସକ ): ସୁନ୍ଦରଗଡ ଜିଲ୍ଲାରୁ ଉତ୍ପାଦିତ ହେଉଛି ରାଜ୍ୟର ୧ ନମ୍ବର ଟସର ଖୋସା। ତେବେ ଖୋସାରୁ ସୂତା ବହାର କରି ସେଥିରୁ ମୂଲ୍ୟଯୁକ୍ତ ସାମଗ୍ରୀ ପ୍ରସ୍ତୁତ ହୋଇପାରିଲେ ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ…

 ଷ୍ଟେଟ ବ୍ୟାଙ୍କ ଶାଖାର ଗ୍ରାହକ ସେବା କେନ୍ଦ୍ର ଉଦଘାଟିତ

ମେଲଛାମୁଣ୍ଡା,(ମନୋଜ ଭୋଇ)-ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଦିପ୍ତିପୁର ଛକରେ ଷ୍ଟେଟ ବ୍ୟାଙ୍କ ଶାଖାର ଏକ ଗ୍ରାହକ ସେବା କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ଆମନ୍ତ୍ରୀତ ଅତିଥି ଭାବେ ବରଗଡ ଡିଏସଏଚ ଚିଫ ମ୍ୟାନେଜର ଚିତ୍ତରଂଜନ ପାତ୍ର, ଡିଏସଏଚ ଆସିଷ୍ଟାଣ୍ଟ ମ୍ୟାନେଜର ସହଦେବ…

 ‘ଆହାର’ ଯୋଗାଉଥିବା କର୍ମଚାରୀଙ୍କୁ ଆହାର ଯୋଗାଇବ କିଏ? 

ବକେୟା ଦରମା ପୁନଃନିଯୁକ୍ତି ପାଇଁ ଅନଶନରେ ବସିଲେ ଆହାର କେନ୍ଦ୍ରର କର୍ମଚାରୀ।  ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ଆହାର କେନ୍ଦ୍ରର କର୍ମଚାରୀମାନେ ବର୍ତ୍ତମାନ ଧାରଣାରେ ବସିଛନ୍ତି। ଲକଡାଉନ ସମୟରୁ ସେମାନଙ୍କ କାମ ଯାଇଛି, କଟା ଘା'ରେ ଚୂନ ଲଗାଇବା ଭଳି ଗତ ସାତ…