ଆତ୍ମ ନିଯୁକ୍ତି ହିଁ ସଶକ୍ତ ଓଡିଶାର ସ୍ୱପ୍ନ ।
ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: ଆତ୍ମ ନିଯୁକ୍ତି ବଳରେହିଁ ଓଡିଶା ସଶକ୍ତ ହୋଇ ପାରିବ । ବେରୋଜଗାର ଯୁବକ,ଯୁବତୀ ସ୍ୱାବଲମ୍ଭି ହୋଇପାରିଲେ ଏକ ନୂଆଁ ସୂର୍ଯ୍ୟର କିରଣରେ ଦେଶ ଓ ଜାତି ଆଲୋକିତ ହେବ । ଏଭଳି ଉତ୍ସାହର ବାତାବରଣ ସୃଷ୍ଟି ହୋଇଛି ଉଦ୍ଦ୍ୟୋକ ଭିତ୍ତିକ ତାଲିମ ଶିବିରରେ ।
…