ଅଖିଳେଶ୍ୱରଙ୍କ ପାଇଁ ପୁରୀ ଦୁଇଫାଳ
ପୁରୀ/ସ୍ୱତନ୍ତ୍ର ପ୍ରତିନିଧି : ବଦଳିଛନ୍ତି ଏସ୍ ପି । ହେଲେ ଥମିନି ହାଜତ ମୃତ୍ୟୁ ତାତି । କିଏ କହୁଛି ବିଦାୟୀ ଏସ୍ ପି ଅଖିଳେଶ୍ୱର ସିଂ ଫେରିବା ଦରକାର ତ କେତେକ କହୁଛନ୍ତି ବିବାଦୀୟ ଏସ୍ ପି ହଟିଲେ ମଧ୍ୟ ମୃତ ରମେଶଙ୍କ ପରିବାରକୁ ନ୍ୟାୟ ଦେବାପାଇଁ ପାଇଁ ଏ ଲଢେଇ ଜାରି ରହିବ । କିଛି…