ଓଡ଼ିଆ ପକ୍ଷ ଅବସରରେ କେନ୍ଦୁଝର ଜିଲ୍ଲାରେ ସ୍ୱଚ୍ଛତା ଅଭିଯାନ।

କେନ୍ଦୁଝର,୦୭.୦୪: 'ଓଡ଼ିଆ ପକ୍ଷ’ର ଷଷ୍ଠ ଦିବସ ଅବସରରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ଏକ ବିଶାଳ ସ୍ୱଚ୍ଛତା ଅଭିଯାନ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ,…

ମଲ୍ଲିପଶୀ ଠାରେ ଘୂର୍ଣ୍ଣିଝଡ଼ ସହିତ କୁଆପଥର ବୃଷ୍ଟି, କ୍ଷତିପୂରଣ ଦାବିରେ ରାଜପଥ ଅବରୋଧ

କେନ୍ଦୁଝର,ତା୭/୩- କେନ୍ଦୁଝର ଜିଲ୍ଲା ସ୍ଵାମପାଟଣା ବ୍ଲକର ମୂଷାଖୋରୀ ପଞ୍ଚାୟତ ଅନ୍ତର୍ଗତ ଗ୍ରାମ ଗୁଡିକରେ ଘୂର୍ଣ୍ଣିଝଡ଼ ଓ କୁଆପଥର ବୃଷ୍ଟି ଯୋଗୁଁ ଅନେକ ଲୋକଙ୍କର କ୍ଷୟକ୍ଷତି ହୋଇଛି। ଆଜି ଠିକ୍ ଦିନ ୨ଟା ବେଳେ ପବନ ବର୍ଷା ସହିତ କୁଆପଥର ବୃଷ୍ଟିପାତ ହୋଇଥିଲା। ଉକ୍ତ ପଞ୍ଚାୟତ ଅନ୍ତର୍ଗତ…

ଜିଲ୍ଲା ସଦର କାର୍ଯ୍ୟାଳୟରେ ବିଜେପି ସ୍ଥାପନା ଦିବସ ପାଳିତ ।

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ୭/୪ ମାଲକାନଗିରି ବିଜେପି କାର୍ଯ୍ୟାଳୟରେ 47 ତମ ବିଜେପି ସ୍ଥାପନା ଦିବସ ପାଳିତ ହୋଇଯାଇଛି । ଏହି ଅବସର ରେ ଦଳର ବରିଷ୍ଠ କର୍ମୀ ତଥା ପୂର୍ବତନ ସଭାପତି ଗୁରୁଚରଣ ମହାନ୍ତି କାର୍ଯ୍ୟଳୟ ପରିସର ମଧ୍ୟରେ ଦଳୀୟ ପତାକା ଉତ୍ତୋଳନ କରିଥିଲେ…

ନବୀନ ପଟ୍ଟନାୟକ ଙ୍କୁ ଭେଟିଲେ ବିଜେଡି ର ଯାଜପୁର ବିଧାୟକ ଓ ନେତୃବୃନ୍ଦ।

ଭୁବନେଶ୍ୱର. ତା 7/4/26 ରିଖ: ଯାଜପୁର ଜିଲ୍ଲା ବିଜୁ ଜନତା ଦଳ ର ବିଧାୟକ ଗଣ ତଥା ନେତୃବୃନ୍ଦ ଆଜି ସକାଳେ ନବୀନ ନିବାସ ରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ଭେଟି ଜିଲ୍ଲା ର ରାଜନୈତିକ ପରିସ୍ଥିତି ଓ ବିକାଶ କାମ ସମ୍ପର୍କରେ ଆଲୋଚନା କରିଥିଲେ। ନୂଆ…

ନବୀନ ପଟ୍ଟନାୟକ ଙ୍କୁ ଭେଟିଲେ ବିଜେଡି ର ଯାଜପୁର ବିଧାୟକ ଓ ନେତୃବୃନ୍ଦ।

ଭୁବନେଶ୍ୱର. ତା 7/4/26 ରିଖ: ଯାଜପୁର ଜିଲ୍ଲା ବିଜୁ ଜନତା ଦଳ ର ବିଧାୟକ ଗଣ ତଥା ନେତୃବୃନ୍ଦ ଆଜି ସକାଳେ ନବୀନ ନିବାସ ରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ଭେଟି ଜିଲ୍ଲା ର ରାଜନୈତିକ ପରିସ୍ଥିତି ଓ ବିକାଶ କାମ ସମ୍ପର୍କରେ ଆଲୋଚନା କରିଥିଲେ। ନୂଆ…

ଦୃଢ଼ ସଂକଳ୍ପ ଆଗରେ ହାର ମାନିଛି ପ୍ରତିବନ୍ଧକ, ନିମାପଡାର ଅନିତା ସାହୁଙ୍କ ସ୍ୱପ୍ନକୁ ଶକ୍ତି ଦେଇଛି ଜିଓ

 ମହାତ୍ମା ଗାନ୍ଧୀ କହିଥିଲେ, "ଶକ୍ତି ଶାରୀରିକ କ୍ଷମତାରୁ ଆସିନଥାଏ, ଏହା ଏକ ଅଦମ୍ୟ ଇଚ୍ଛାଶକ୍ତିରୁ ଆସିଥାଏ"। ଓଡିଶାର ପୁରୀ ଜିଲ୍ଲାର ନିମାପଡା ବ୍ଲକର ଅମୁନିଆପାଟଣା ଗାଁର ଦିବ୍ୟାଙ୍ଗ ଯୁବତୀ ଅନିତା ସାହୁଙ୍କ ପାଇଁ, ଏହି ଉକ୍ତି ସମସ୍ତ ବାଧାବିଘ୍ନ ଓ ପ୍ରତିବନ୍ଧକକୁ ପଛରେ ପକାଇ ତାଙ୍କର…

କୋଲ ଗ୍ୟାସିଫିକେସନ ଦ୍ୱାରା ଶକ୍ତି ସ୍ୱାବଲମ୍ବନ ଓ ପରିବେଶ ଅନୁକୂଳ ଇସ୍ପାତ ନିର୍ମାଣର ସାଜିଲା ମାର୍ଗଦର୍ଶକ

ନୂଆଦିଲ୍ଲୀ, ଏପ୍ରିଲ୍ ୬, ୨୦୨୬: ଜିନ୍ଦଲ ଷ୍ଟିଲ୍ ଉନ୍ନତ କୋଇଲା ଗ୍ୟାସିଫିକେସନ୍ ମାଧ୍ୟମରେ ସ୍ୱଦେଶୀ କୋଇଲା ବ୍ୟବହାରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି, ଯାହା ଭାରତର ଶକ୍ତି ସୁରକ୍ଷାକୁ ଉଲ୍ଲେଖନୀୟ ଭାବରେ ସୁଦୃଢ଼ କରିବା ସହିତ କମ୍-କାର୍ବନ ଇସ୍ପାତ ଉତ୍ପାଦନକୁ ସକ୍ଷମ କରିଛି । ବିଶ୍ୱର…

ସଫେଇ ସଚେତନତା ନେଇ ଗ୍ରାମାଂଚଳରେ ସପ୍ତାହ ବ୍ୟାପୀ ଶିବିର ପରିଚାଳନା କଲେ ସୋଆ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ

ଭୁବନେଶ୍ୱର, ଏପ୍ରିଲ୍ ୬ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ଓ ଇନଷ୍ଟିଟ୍ୟୁଟ ଅଫ୍ ବିଜିନେସ ଆଣ୍ଡ କମ୍ପୁ୍ୟଟର ଷ୍ଟଡିଜ୍(ଆଇବିସିଏସ୍)ର ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ ବିଭିନ୍ନ ସଚେତନତା ବାର୍ତା ନେଇ ଭୁବନେଶ୍ୱର…

କବି ସ୍ୱୟଂପ୍ରଭା ରଥଙ୍କ ପୁସ୍ତକର ଆନ୍ତର୍ଜାତୀୟ ପୁସ୍ତକାର୍ପଣ

  ଡେନଭର, ଆମେରିକା/ ୦୬.୦୪.୨୦୨୬ :  ଜଣାଶୁଣା  କବି ଏବଂ ଲେଖିକା ଶ୍ରୀମତୀ ସ୍ୱୟଂପ୍ରଭା ରଥଙ୍କ କବିତା ପୁସ୍ତକ ', ଶବ୍ଦ ଫୁଲର ତର୍ପଣ' ଆମେରିକାର ଡେନଭରରେ ଥିବା ଆନ୍ତର୍ଜାତୀୟ ମଞ୍ଚରେ ଓଡ଼ିଶା ସୋସାଇଟି ଅଫ୍ ଦି ଆମେରିକାର ରକି ମାଉଣ୍ଟେନ୍ ଚାପ୍ଟର ଦ୍ୱାରା ଆୟୋଜିତ “ଓଡ଼ିଆ…

ଶ୍ରୀ ଗରୁଡ଼େଶ୍ୱର ଉଚ୍ଚ ବିଦ୍ୟାଳୟରେ ପ୍ରବେଶ ଉତ୍ସବ

ବେଲଗୁଣ୍ଠା,୦୬/୦୪,(ଶିବରାମ ଚୌଧୁରୀ )-ଗାଙ୍ଗପୁର ଥାନା ଅନ୍ତର୍ଗତ ଝାଡ଼ବନ୍ଧ ସ୍ଥିତ ଶ୍ରୀ ଗରୁଡ଼େଶ୍ୱର ଉଚ୍ଚ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ରୂପେ ବିଦ୍ୟାଳୟ…