ଛାତ୍ର ବିଜେଡ଼ିର କର୍ମକର୍ତ୍ତାଙ୍କୁ ହୀରାକୁଦ ବିଜେଡ଼ି ପକ୍ଷରୁ ସ୍ବମ୍ବର୍ଦ୍ଧନା 

ସମ୍ବଲପୁର(ରମାକାନ୍ତ ବିଶ୍ବାଳ)- ନବନିୟୁକ୍ତ ସମ୍ବଲପୁର ଜିଲ୍ଲା ବିଜୁ ଛାତ୍ର ଜନତାଦଲର କର୍ମକର୍ତ୍ତା ଙ୍କୁ ଆଜି ହୀରାକୁଦ ବିଜେଡି ପକ୍ଷରୁ ସ୍ଥାନୀୟ ବରିଷ୍ଠ ନାଗରିକ କମ୍ୟୁନିଟି ସେଣ୍ଟର ଠାରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି ! ଏହି ସଭାରେ ସମ୍ମାନୀତ ଅତିଥିମାନେ ପୂର୍ବତନ…

ଏଲ୍‌ଏଣ୍ଡ୍‌ଏସ୍‌ କ୍ଲବର ଉନ୍ନତି ପାଇଁ ୫୦ଲକ୍ଷ ଟଙ୍କା ମଞ୍ଜୁର 

କ୍ଲବର ଐତିହ୍ୟ ଓ ପରଂପରାର ସୁରକ୍ଷା ପାଇଁ ଖର୍ଚ୍ଚ ହେବ ଅନୁଦାନ- ନରସିଂହ ବଲାଙ୍ଗୀର/ନିରୋଜ ମିଶ୍ର : ବଲାଙ୍ଗିର ସହରର ସର୍ବ ପୁରାତନ କ୍ଲବ ଘର, ଯାହାକି ଲିଟେରେରୀ ଏଣ୍ଡ୍‌ ସୋସିଏଲ କ୍ଲବ ନାମରେ ପରିଚିତ । ତାର ଐତିହ୍ୟ, ପରଂପରା ଓ ସଂସ୍କୃତି ସୁରକ୍ଷିତ ରଖି ଆଗାମୀ ପିଢି ପାଇଁ ଯେପରି ଏହିି…

ଷ୍ଟ୍ରିଟ ଲାଇଟ ଅଚଳ। ବ୍ରଜରାଜନଗର ପୌରାଞ୍ଚଳର ୬ ଟି ୱାର୍ଡ଼ ଅନ୍ଧାରରେ।

ଝାରସୁଗୁଡ଼ା :(ସୁଭାଷ ସହାରେ) : ବ୍ରଜରାଜନଗର ପୌରାଞ୍ଚଳର ଅନେକ ୱାର୍ଡ଼ର ରାସ୍ତା ଅନ୍ଧାରରେ। ଗତ ୨୦୧୭ ମସିହାରେ ବିଦ୍ୟୁତ ଖର୍ଚ୍ଚ କମ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୩୪୮୭ଟି ଏଲଇଡି ବଲବ ଲଗାଯାଇଥିଲା। ବଲବ ଲଗାଇବା ଦାୟୀତ୍ୱ ଇଇସିଏଲ ନାମକ ଏକ କମ୍ପାନୀ ନେଇଥିବା…

କୋଭିଡ କଟକଣାକୁ କୋହଳ କରିବାକୁ ଦାବିପତ୍ର। 

ଝାରସୁଗୁଡ଼ା :(ସୁଭାଷ ସହାରେ)  :କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ଜିଲ୍ଲା ପ୍ରଶାସନ ତରଫରୁ ଲଗାଯାଇଥିବା କଟକଣା କୋହଳ କରିବାକୁ ଅନୁରୋଧ କରି କୋଭିଡ ମାଜିଷ୍ଟ୍ରେଟ ତଥା ଉପ ଜିଲ୍ଲାପାଳ ଶ୍ରୀ ଶିବ ଟପ୍ପୋଙ୍କୁ ଭେଟି ଦାଵୀ ଜଣାଇଥିଲେ ଝାରସୁଗୁଡ଼ା ସହରର ମାନ୍ୟଗଣ୍ୟ ବ୍ୟକ୍ତି। ହିନ୍ଦୁ ଧର୍ମ…

ଏନଟିପିସି ତାପଜ ବିଦ୍ୟୁତ କେନ୍ଦ୍ରର ପାଉଁଶ ଓ ମହାନଦୀ ପ୍ରସଙ୍ଗ, ଉଦବେଗ ପ୍ରକାଶ କଲେ ବିଧାୟକ। 

ଝାରସୁଗୁଡ଼ା :(ସୁଭାଷ ସହାରେ ): ଝାରସୁଗୁଡ଼ା ଜିଲ୍ଲାର ସୀମାନ୍ତରେ ଥିବା ଛତିଶଗଡ଼ର ଲରାଠାରେ ସ୍ଥାପିତ ହୋଇଥିବା ତାପଜ ବିଦ୍ୟୁତ କେନ୍ଦ୍ରରୁ ନିର୍ଗତ ହୋଇଥିବା ପାଉଁଶ ମହାନଦୀ ପାଣିରେ ମିଶିବା ଘଟଣାକୁ ନେଇ ଗୃହରେ ଉଦବେଗ ପ୍ରକାଶ କରିଥିଲେ ବ୍ରଜରାଜନଗର ବିଧାୟକ ଶ୍ରୀ କିଶୋର କୁମାର ମହାନ୍ତି।…

ପରୀ ହତ୍ୟାକାଣ୍ଡ ଘଟଣା କୁ ନେଇ ତାତିଲେ ବିଜେପି ସମ୍ବଲପୁର ମହିଳା ମୋର୍ଚ୍ଚା

ସମ୍ବଲପୁର/ରମାକାନ୍ତ ବିଶ୍ବାଳ -  ନୟାଗଡ ପରୀ ହତ୍ୟାକାଣ୍ଡ କୁ ନେଇ ଗର୍ଜିଲା ବିଜେପି ସମ୍ବଲପୁର ମହିଳା ମୋର୍ଚ୍ଚା । ପରୀ ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀ  ଅରୁଣ ସାହୁ ଙ୍କ ସମ୍ପୄକ୍ତି ଘଟଣା ଲୋକଲୋଚନକୁ ଆସିବା ପରେ ମନ୍ତ୍ରୀ ଅରୁଣ ସାହୁ ଙ୍କ କୁଶପୁତ୍ତଳିକା ଦାହ କରିଛି ବିଜେପି ମହିଳା…

ଧାନସଂଗ୍ରହ ରେ ଥିବା ଅବ୍ୟବସ୍ଥା ଦୁର ନହେଲେ ୫ ଡିସେମ୍ବର ରୁ ରାଜରାସ୍ତାରେ ଓଲ୍ଲାଇବେ ଚାଷି।

  ସମ୍ବଲପୁର/ରମାକାନ୍ତ ବିଶ୍ବାଳ - ଚଳିତ ବର୍ଷ ଧାନ ସଂଗ୍ରହ ସମୟରେ ଅଚଳାବସ୍ଥା ପାଇଁ ସଂପୂର୍ଣ୍ଣ ଭାବରେ ରାଜ୍ୟ ସରକାର ଦାୟୀ । ରାଜ୍ୟ ସରକାରଙ୍କ ଭୁଲ ନିତି ଯୋଗୁ ଧାନ କିଣାବିକା ରେ ଅଚଳାବସ୍ଥା ସୄଷ୍ଟି ହେବା ସହ ଚାଷି ଧାନ ବିକ୍ରି କରିପାରୁ ନଥିବା ଅଭିଯୋଗ କରିଛି ପଶ୍ଚିମ ଓଡିଶା କୄଷକ…

କଳିଙ୍ଗା ଘାଟିରେ ସିମେଣ୍ଟ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ ; ଚାଳକ ଆହତ 

ଭଞ୍ଜନଗର ( ନିଲୁ ବିଷୋୟୀ ) - ଗଂଜାମ କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟିରେ ଆଜି ସଂନ୍ଧ୍ୟା ସମୟରେ ଏକ ସିମେଣ୍ଟ୍ ବୋଝୋଇ ଟ୍ରକ୍ ଓଲଟି ପଡି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଫଳରେ  ଚାଳକ ଗୁରୁତର ଆହାତ ହୋଇଥିବା ବେଳେ ଟ୍ରକ୍ ରେ   ଥିବା ସିମେଣ୍ଟ ଗୁଡିକ ରାସ୍ତା ଉପରେ ବିଛେଇ ହୋଇ ପଡିଛି।…

ପରୀ ମୃତ୍ୟୁ  ଘଟଣାକୁ ସିବିଆଇ ଦ୍ୱାରା ତଦନ୍ତ କରାଯାଉ : ବିଜେପି ବିଧାୟକ ଦଳ

 ମନ୍ତ୍ରୀ ଅରୁଣ ସାହୁଙ୍କୁ ମନ୍ତ୍ରୀମଣ୍ଡଳରୁ ତୁରନ୍ତ ବହିଷ୍କାର କରାଯାଉ କଂଗ୍ରେସ ଦଳ ବିଜେଡିର ସୁରକ୍ଷା କବଚ ସାଜି ପରୀ ନ୍ୟାୟ ଲଢେଇକୁ ଧୋକା ଦେଇଛି : ପ୍ରଦୀପ୍ତ ନାଏକ  ରାଜ୍ୟର ଅଛନ୍ତି ୫୩୨୩ ପରୀ (ଶିଶୁ) ଅନ୍ତର୍ଦ୍ଧାନ,  ସରକାର ସମ୍ବେଦନହୀନ : ଜୟନାରାୟଣ  ଭୂବନେଶ୍ୱର…

ଅନ୍ତରାଷ୍ଟ୍ରୀୟ ମାନବାଧିକାର ପରିଷଦ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର। 

ମାଲକାନଗିରି/ବି.ଶ୍ରୀନିବାସ ପାତ୍ର : ସମ୍ପ୍ରତି ମାଲକାନଗିରି ଜିଲ୍ଲାର ଶିକ୍ଷକ ଶିକ୍ଷୟିତ୍ରୀ ପଦୋନ୍ନତି ତାଲିକା ପ୍ରକାଶ ପାଇଲା ପରେ ଉକ୍ତ ପଦୋନ୍ନତି ପ୍ରକ୍ରିୟାରେ ଅନୁସୂଚିତ ଜନଜାତି ଓ ଜନଜାତି ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଥିଲା।ଏ ସଂକ୍ରାନ୍ତରେ…