ମାନସିକ ନିର୍ଯାତନା ଅଭିଯୋଗ ନେଇ ଡିଆରଡିଏ ସମ୍ମିଳନୀ କକ୍ଷରେ ଫେରାଦ ଓ ନ୍ୟାୟ ଦାବି ।
କେନ୍ଦ୍ରାପଡା:୦୮,୦୬(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡା ଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟରତ ଶିକ୍ଷୟିତ୍ରୀ ଅର୍ଣ୍ଣପୂର୍ଣ୍ଣା ପଣ୍ଡାଙ୍କ ପ୍ରତି ହୋଇଥିବା କଥିତ ମାନସିକ ନିର୍ଯାତନା ଓ କାର୍ଯ୍ୟାଳୟ ହଇରାଣ ଘଟଣାକୁ ନେଇ ତାଙ୍କ ସ୍ୱାମୀ ସୁକାନ୍ତ ଦିବେଦୀ ଆଜି କେନ୍ଦ୍ରାପଡା ଡିଆରଡିଏ…