କିଟରେ ୬୯ତମ ବରିଷ୍ଠ ଜାତୀୟ ଭଲିବଲ୍ ଚାମ୍ପିଅନ୍ସିପ୍ ଉଦ୍ଯାପିତ
ପୁ୍ରୁଷବର୍ଗରେ ହରିଆନା ଓ ମହିଳାବର୍ଗରେ କେରଳ ଚାମ୍ପିଅନ୍
ଭୁବନେଶ୍ୱର : କିଟ୍ର ବିଜୁ ପଟ୍ଟନାୟକ ଇନ୍ଡୋର ଷ୍ଟାଡିଅମ୍ଠାରେ ଚାଲିଥିବା ୬୯ତମ ବରିଷ୍ଠ ଜାତୀୟ ଭଲିବଲ୍ (ପୁରୁଷ ଓ ମହିଳା) ଚାମ୍ପିଅନ୍ସିପ୍ ୨୦୨୦-୨୧ଗୁରୁବାର ଉଦ୍ଯାପିତ ହୋଇଛି । ଆଜି ଖେଳାଯାଇଥିବା ଫାଇନାଲ୍ …