ପାତାଳୀ ଶ୍ରୀକ୍ଷେତ୍ରର ଉନ୍ନୟନ କାମର ସମୀକ୍ଷା କଲେ ଆରଡିସି
ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲାଇ ପାତାଳୀ ଶ୍ରୀକ୍ଷେତ୍ରକୁ ଆଜି ଉତ୍ତରାଞ୍ଚଳ ଆର୍ ଡିସି ନିରଞ୍ଜନ ସାହୁ ପରିଦର୍ଶନ କରିଥିଲେ । ଶ୍ରୀଯୁକ୍ତ ସାହୁ ପହଞ୍ଚିଲା ପରେ ପାତାଳୀ ଟ୍ରଷ୍ଟ ଓ ପାତାଳୀ ସେନା ପକ୍ଷରୁ ସ୍ଵାଗତ…