ଭୀମ ମଣ୍ଡଳୀକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଓ ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉ।

ରେଢାଖୋଲରେ ସାଂସଦ ସୁରେଶ ପୂଜାରୀଙ୍କ ଦଳୀୟ କର୍ମୀଙ୍କ ସହ ଆଲୋଚନା। ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ବରଗଡ ସାଂସଦ ସୁରେଶ ପୂଜାରୀ ସମ୍ବଲପୁର  ଜିଲା ରେଢାଖୋଲ ଅଞ୍ଚଳ  ଗସ୍ତରେ ଆସି ଦଳୀୟ କର୍ମୀଙ୍କ ସହିତ ବିଭିନ୍ନ ସମସ୍ୟା ପ୍ରସଙ୍ଗ ଉପରେ ବୈଠକ କରି ଆଲୋଚନା କରି ଥିଲେ। ସେ ପ୍ରଥମେ ଭୀମ…

ପରଲୋକରେ ଶୂନ୍ୟ ସ୍ଵରୁପ ବିଶ୍ୱାସୀ ରାଘବ ସାହୁ 

ପଦ୍ମପୁର -ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକ ଅନ୍ତର୍ଗତ  ତାଲିପାଲି ଗ୍ରାମର ଜଣାଶୁଣା ଧର୍ମପ୍ରାଣ ବ୍ୟକ୍ତି  ରାଘବ ସାହୁ (୮୫ବର୍ଷ)ଙ୍କର  ମଙ୍ଗଳବାର ସନ୍ଧ୍ୟାରେ ପରଲୋକ ଘଟିଛି ।   ଜଣେ ଆଧ୍ୟାତ୍ମିକ, ସରଳ ତଥା ଆମାୟିକ ବ୍ୟକ୍ତି ଭାବେ ଏ ଅଂଚଳରେ ଜଣାଶୁଣା  ଶ୍ରୀଯୁକ୍ତ ସାହୁ ବିଗ୍ରହ ପୂଜାକୁ…

ଚିରନିଦ୍ରାରେ ରେଢାଖୋଲ ରାଜଉଆସର ଦାସୀ

( ରେଢାଖୋଲ ଉପଖଣ୍ଡ ସ୍ୱତନ୍ତ୍ର ପ୍ରତିନିଧି ଶ୍ରୀୟାସ୍ମିତା ସାମଲ ): ଚିର ନିଦ୍ରାରେ ରେଢାଖୋଲ ରାଜ ଉଆସର ଦାସୀ ଶଙ୍କରା ବାଇ। ବୟସର ଅପରାହ୍ନରେ କେବଳ ଦୁଖ କଷ୍ଟରେ ଜୀବନ ବିତାଉଥିଲେ ଏହି ଶତାୟୁ ଦାସୀ। ଜୀବନର ଶେଷ ସମୟରେ ପର ଲୋକଙ୍କ ହାତ ଟେକାରେ ଜୀବନ ବିତାଇ, ଶେଷରେ ରାଜ ଉଆସରୁ ଶ୍ମଶାନରେ…

ଡ୍ରାଇଭର ସଂଘ ପକ୍ଷରୁ ଆୟୋଜିତ ହେଲା ରକ୍ତଦାନ ଶିବିର 

ପଦ୍ମପୁର  - ଡ୍ରାଇଭର ହେଲେ ବି ମଣିଷତ୍ୱର ପରିଚୟ ସୃଷ୍ଟି କରିଛନ୍ତି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ଗାଇସିଲେଟ ମାଁ ବହଳତଳିଏନ ଡ୍ରାଇଭର ସଂଘ । ଡ୍ରାଇଭର ସଂଘ ର ସଭାପତି ରାମଚନ୍ଦ୍ର ବାଗଙ୍କ ନିଆରା ଚିନ୍ତା ଧାରା ରେ ସମସ୍ତ ଡ୍ରାଇଭର ମାନେ ଅନୁପ୍ରାଣିତ ହୋଇ ୫୦ ୟୁନିଟ ରକ୍ତଦାତା ରକ୍ତଦାନ…

କୃଷି ଆଇନକୁ କୃଷକଙ୍କ ଦେଶ ବ୍ୟାପି ବିରୋଧ, ରେଢାଖୋଲରେ ରାସ୍ତା ରୋକ ବନ୍ଦ ସଫଳ

( ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମିତା ସାମଲ /  ଅନିଲ କୁମାର ପୃଷ୍ଟି  ):କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ବିରୋଧ କରି ସାରା ଦେଶରେ ଭାରତ ବନ୍ଦ ପରିପ୍ରେକ୍ଷୀରେ  ସମ୍ବଲପୁର ଜିଲ୍ଲା ରେଢାଖୋଲରେ ରାସ୍ତା ରୋକ ସହିତ ବନ୍ଦ ପ୍ରଭାବ ସଫଳ ହୋଇଛି। ଏଥିରେ ସନ୍ଥ ଭୀମ ଭୋଇ କୃଷକ ସଂଘର୍ଷ…

ବଲାଙ୍ଗୀର : କୃଷକ ମାନଙ୍କ ଅଧିକାର ହାସଲ ପାଇଁ ଭାରତ ବନ୍ଦ

ବନ୍ଦକୁ ସମର୍ଥନ କଲେ ଏଆଇଡିଏସ୍‌ଓ, ଆମ ଆଦମୀ ପାର୍ଟି ଓ କୋସଲ ରାଜ୍ୟ ସମନ୍ୱୟ ସମିତି ଓ କଂଗ୍ରେସ ପାର୍ଟି । ବଲାଙ୍ଗୀର(ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର)- ଆଜି କୃଷକ ମାନଙ୍କ ଅଧିକାର ହାସଲ ପାଇଁ ତଥା କେନ୍ଦ୍ର ନେତୃତ୍ୱାଧୀନ ବିଜେପି ସରକାରରର ଚାଷୀ ବିରୋଧୀ ନୀତି ବିରୁଦ୍ଧରେ…

ଭଞ୍ଜନଗର ରେ ଭାରତ ବନ୍ଦ ସଫଳ 

ଭଞ୍ଜନଗର ( ନିଲୁ ବିଷୋୟୀ ) କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ମଙ୍ଗଳବାର କୃଷକ ସଂଗଠନ ଓ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଭାରତ ଡାକରା ଦିଆଯାଇଥିଲା। ସେହିପରି ଭଞ୍ଜନଗରରେ ମଧ୍ୟ ଭାରତ ବନ୍ଦକୁ ବିପୁଳ ସଫଳତା ଦେଖିବାକୁ ମିଳିଛି । ଏହି ବନ୍ଦ ଡାକରାରେ ୧୮ଟି ରାଜନୈତିକ ଦଳ…

ମାଲକାନଗିରିରେ ଚାଷୀ ମୂଲିଆ ଓ ଆଦିବାସୀ ସଙ୍ଘ ସହ କଂଗ୍ରେସ ଓ ସିପିଆଇଏମଙ୍କ ଦ୍ଵାରା ବନ୍ଦ ଡାକରା।

ମାଲକାନଗିରି (ବି ଶ୍ରୀନିବାସ ପାତ୍ର) : ଆଜି କୃଷକ ମହାସଂଘ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହାର ବେଶ ପ୍ରଭାବ ମାଲକାନଗିରି ଜିଲ୍ଲାରେ ଦେଖିବକୁ ମିଳିଛି । ଜିଲ୍ଲାରେ ସିପିଆଇଏମ , କଂଗ୍ରେସ, ବି ଏସ ପି ଏବଂ ଚାଷୀ ସଙ୍ଗଠନ ଓ କିଷାନ ମଜଦୁର ମହାସଂଘ ପକ୍ଷରୁ ଏହି ବନ୍ଦ ଡାକରା…

ଶାସକ ଦଳ ନେତାଙ୍କ ଛାତ୍ରଛାୟା ତଳେ ରତ୍ନ ପଥର ଚୋରା କାରବାର ! 

ଗୁଣୁପୁର(ମାଧବ ବିଡ଼ିକା) : ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଖୋଦ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଙ୍କ ଛାତ୍ରଛାୟା ରେ ଚାଲିଥିଲା କୋଟି କୋଟି ଟଙ୍କାର ରତ୍ନ ପଥର ଚୋରାଚାଲାଣ। ଦିନେ ନୁହେଁ କି ମାସ ନୁହେଁ ବର୍ଷ ବର୍ଷ ଧରି ବିଜୁ ଜନତା ଦଳର ନେତାମାନଙ୍କ ସହିତ ମିଶି ଚାଲିଥିଲା ଚୋରା ରାକେଟ। ଏ କଥା…

ରାଜବୋଡାସମ୍ବର କୄଷକ ସଙ୍ଗଠନ ଆହ୍ବାନରେ ପଦ୍ମପୁରରେ ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ।

ପଦ୍ମପୁର-କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ତିନିଗୋଟି ବିଲର ପ୍ରତିବାଦ କରି ଆଜି ଚାଷୀ ସମାଜ ରାଜରାସ୍ତାରେ । ଏହି ତ୍ରୁଟିପୂର୍ଣ୍ଣ କୃଷିବିଲକୁ ଫେରେଇ ନେବା ପାଇଁ ଗତ ଏଗାର ଦିନ ହେଲା ବିଭିନ୍ନ କୃଷକ ସଙ୍ଗଠନ ର ହଜାର ହଜାର ଚାଷୀ ଦେଶର ରାଜଧାନୀକୁ ଘେରି ବସିଛନ୍ତି । ବାରମ୍ବାର ସରକାରଙ୍କ…