ବେଦାନ୍ତ ଆଲୁମିନିୟମର ମିଶନ ଅଭିପ୍ସା ଝାରସୁଗୁଡାରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିଛି
ଝାରସୁଗୁଡା, ଓଡିଶା, ୯ ଜୁନ ୨୦୨୬: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ସାମସିଙ୍ଘ କେଜି ବାଳିକା ଉଚ୍ଚ ବିଦ୍ୟାଳୟରେ ମିଶନ ଅଭିପ୍ସା ଅଧୀନରେ ଏକ ବ୍ଲକସ୍ତରୀୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜନ କରିଥିଲା, ଯେଉଁଥିରେ ଜିଲ୍ଲା ସାରା ସରକାରୀ ବିଦ୍ୟାଳୟର ୧୫୭ ଜଣ…