ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ସୋଆ ଗବେଷକ ପ୍ରଫେସର ଶୁକ୍ଳା

ଭୁବନେଶ୍ୱର,(ଶାସକ ପ୍ରଶାସକ) : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ଗବେଷକ ପ୍ରଫେସର ଲାଲା ବିହାରୀ ଶୁକ୍ଲାଙ୍କ ନାମ ଆମେରିକାର ଷ୍ଟାନ୍ଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ବିଶ୍ୱର ଶ୍ରେଷ୍ଠ ଦୁଇ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସ୍ଥାନ ପାଇଛି ।  ଷ୍ଟାନ୍ଫୋର୍ଡ ବିଶ୍ୱବିଦ୍ୟାଳୟ…

ଉପଜିଲ୍ଲାପାଳଙ୍କୁ ପାଞ୍ଚ ଦଫା ଦାବୀପତ୍ର ପ୍ରଦାନ କଲେ ଗ୍ରାମବାସୀ। 

ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡ଼ା ଜିଲ୍ଲାର ବଡ଼ମାଲ ଥାନା ଅନ୍ତର୍ଗତ ବଡ଼ମାଲ ଓ ହିର୍ମା ଗ୍ରାମବାସୀ ଅଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ଆଜି ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରିଥିଲେ। ଏହି ଅବସରରେ ସେମାନେ ଉପଜିଲ୍ଲାପାଳଙ୍କୁ ପାଞ୍ଚ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଥିଲେ। …

ପୁଣି ଉଠିଲା ବେଲପାହାଡ଼ ମ୍ୟୁନିସିପାଲ ହସ୍ପିଟାଲ ପ୍ରତି ଅବହେଳା ପ୍ରସଙ୍ଗ: ଏଥର ବିଜେପି। 

ଝାରସୁଗୁଡ଼ା :(ସୁଭାଷ ସହାରେ)-ପୁଣି ଉଠିଲା ବେଲପାହାଡ଼ ମ୍ୟୁନିସିପାଲ ହସ୍ପିଟାଲ ପ୍ରତି ଅବହେଳା ପ୍ରସଙ୍ଗ। ବେଲପାହାଡ଼ ପୌର ପରିଷଦ ଅଞ୍ଚଳ ତଥା  ନିକଟବର୍ତ୍ତୀ ଲଖନପୁର ବ୍ଲକର ଅନେକ ଗ୍ରାମର ଏକମାତ୍ର ନିର୍ଭରଶୀଳ ସ୍ବାସ୍ଥ୍ୟକେନ୍ଦ୍ର ହେଉଛି ଏହି ଡାକ୍ତରଖାନା। ମାତ୍ର ଏଠାରେ ଚିକିତ୍ସା ପାଇଁ…

ନିଜର ବିବାହରେ ରକ୍ତ ଦାନ କରି ଉଦାହରଣ ସୃଷ୍ଟି କଲେ ନିଲେଶ

ବରଗଡ :-ମାରୱାଡି ଯୁବା ମଞ୍ଚ ର ରାଜ୍ୟ କନଭେନର ( ରକ୍ତଦାନ) ଶ୍ରୀ ନିଲେଶ କୁମାର ଅଗ୍ରୱାଲ ଙ୍କର ଆଜି ବାହାଘର। ନିଲେଶ ନିଜର ବିବାହ ବେଦୀକୁ ଯିବା ପୂର୍ବରୁ ବର ବେଶରେ ସଜ୍ଜିତ ହୋଇ ରକ୍ତଦାନ କରିବା ସହିତ ତାଙ୍କର ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଆସୁଥିବା ଅତିଥି ମାନଙ୍କୁ ରକ୍ତଦାନ କରିବା…

“ସରକାରୀ ସ୍କୁଲ ବନ୍ଦ ନିଷ୍ପତି ସ୍ଥଗିତ ରଖ, ସର୍ବ ଦଳୀୟ ବୈଠକ ନିଷ୍ପତିକୁ ତୁରନ୍ତ ମାନି ନିଅନ୍ତୁ ସରକାର …

 ବେସରକାରୀ ବେଆଇନ/ନକଲି ସ୍କୁଲ ବନ୍ଦ କରିବା ପାଇଁ ହେଉ କଠୋର କାର୍ଯ୍ୟାନୁଷ୍ଠାନ  ଜିଲ୍ଲା ସ୍କୁଲ ମିଶ୍ରଣ କମିଟିରେ ଲୋକ ପ୍ରତିନିଧି, ଅଭିଭାବକ ମହାସଂଘ ଓ ଗ୍ରାମ୍ୟ କମିଟିଙ୍କୁ ନେଇ ଆଲୋଚନା କରାଯାଉ  ବଲାଙ୍ଗୀର(ନିରୋଜ ମିଶ୍ର) : ସର୍ବଦଳୀୟ ବୈଠକ ପରେ ବିଦ୍ୟାଳୟ ଓ…

ବୁଣାକାରମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ତାଲିମ କାର୍ଯ୍ୟକ୍ରମ 

ଅଭିନବ ଉତ୍ପାଦ ପାଇଁ ହସ୍ତତନ୍ତ ବୁଣାକାରମାନଙ୍କର ତିନିଦିନିଆ ଡିଜାଇନ୍ ବିକାଶ ତାଲିମ  ଭୁବନେଶ୍ୱର(ଶାସକ ପ୍ରଶାସକ) : ପରିବେଶ ଅନୁକୂଳ ଜୈବିକ ରଙ୍ଗ ଏବଂ  ଉତ୍ପାଦଗୁଡ଼ିକର ବ୍ୟବସାୟୀକରଣ ସହିତ ଘର ସାଜସଜ୍ଜା, ପୋଷାକ, ଶାଢ଼ି, ଦୁପଟ୍ଟା, ସାଲ୍ ଇତ୍ୟାଦି ପାଇଁ ଉପଯୁକ୍ତ କପଡ଼ା ଉତ୍ପାଦନ…

ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ କଲେ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ 

ଭଟଲି (ସୁଧୀର ତ୍ରିପାଠୀ) : ଆଜି ଭଟଲି ନିର୍ବାଚନ ମଣ୍ଡଳୀର ଅମ୍ବାଭୋନା ବ୍ଲକ ଅନ୍ତର୍ଗତ କଣ୍ଠିପାଲି ଗ୍ରାମରେ କୁଳୀତା ସମାଜ ଶ୍ରୀ ଶ୍ରୀ ରଣେଶ୍ୱର ରାମଚଣ୍ଡୀ ମନ୍ଦିରର ନିର୍ମାଣ ସକାଶେ ଆୟୋଜିତ ଉତ୍ସବରେ ରାଜ୍ୟ ସରକାର ଙ୍କର ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ…

ମନ୍ଦିର ଓ କଲ୍ୟାଣ ମଣ୍ଡପ ପାଇଁ ଆବଶ୍ୟକ ଭୂମି ଦାନ କଲେ ବିଧାୟକ ବିଜୟରଞ୍ଜନ

ପଦ୍ମପୁର : ପଦ୍ମପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବିଜୟ ରଞ୍ଜନ ସିଂହ ବରିହା ମନ୍ଦିର ଓ କଲ୍ୟାଣ ମଣ୍ଡପ ପାଇଁ ଆବଶ୍ୟକୀୟ ଭୂମି ଦାନ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଏହି ସମାଜର କର୍ମକର୍ତ୍ତା ମାନେ ଅନେକ ଦିନରୁ ମନ୍ଦିର ଓ କଲ୍ୟାଣ ମଣ୍ଡପ ପାଇଁ ଜମି ଆବଶ୍ୟକ ମନେ କରୁଥିଲେ । ମାନ୍ୟବର…

ନବନିଯୁକ୍ତ କୁଳପତି ମାନଙ୍କ ସହିତ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବୈଠକ

http://www.youtube.com/watch?v=ozqweZ7bGF0  ୫-ଟି କୁ ଅନୁପାଳନ ପୂର୍ବକ  ବିଶ୍ୱବିଦ୍ୟାଳୟକୁ ଉତ୍କର୍ଷ ଶିକ୍ଷାକେନ୍ଦ୍ରରେ ପରିଣତ କରିବା ପାଇଁ ମନ୍ତ୍ରୀଙ୍କ ଗୁରୁତ୍ୱ  ବିଶ୍ୱବିଦ୍ୟାଳୟରେ ଗବେଷଣା କାର୍ଯ୍ୟକୁ ପ୍ରାଥମିକତା ପ୍ରଦାନ କରିବାକୁ ରଖିଲେ ମତ  ଭୁବନେଶ୍ୱର (ଶାସକ…

ଚାଷୀଙ୍କ ପ୍ରତି ଦରଦ ଥିଲେ ମୁଖ୍ୟମନ୍ତ୍ରୀ କୈାଣସି ଏକ ମଣ୍ଡିକୁ ଯାଇ ବାସ୍ତବ ସ୍ଥିତି ପରଖନ୍ତୁ : ପ୍ରଦୀପ ପୁରୋହିତ

ରାଜ୍ୟ ସରକାରଙ୍କ କ୍ୟାବିନେଟ ସଂକଳ୍ପ ଓଡିଶା ଚାଷୀଙ୍କ ପ୍ରତି ଆଉ ଏକ ଭାଣ୍ଡାମୀ ପ୍ରଧାନମନ୍ତ୍ରୀ କିଷାନ ନିଧି ସମ୍ମାନ ଯୋଜନା ହିତାଧିକାରୀ ତାଲିକା ରାଜ୍ୟ ସରକାର କାହିଁକି ଓ କାହା ସ୍ୱାର୍ଥରେ କେନ୍ଦ୍ର ସରକାରଙ୍କୁ ଦେଉନାହାନ୍ତି ? ଚଳିତ ବର୍ଷ ଓଡିଶାରୁ ୧ ଲକ୍ଷ ମେଟ୍ରିକ ଟନ ଧାନ…