ଦରବୃଦ୍ଧି ନେଇ ରାସ୍ତା ଉପରେ ଗର୍ଜ୍ଜିଲା ଯୁବ କଂଗ୍ରେସ
ପେଟ୍ରୋଲ, ଡିଜେଲ, ଗ୍ୟାସ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିର କଲା ଦୃଢ ପ୍ରତିବାଦ
ଭୁବନେଶ୍ୱର(ଶାସକ ପ୍ରଶାସକ) – ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡଃ ସ୍ମୃତିରଂଜନ ଲେଙ୍କାଙ୍କ ଆହ୍ୱାନକ୍ରମେ ଆଜି ଭୁବନେଶ୍ୱର ଓ ଖୋର୍ଦ୍ଧା ଜିଲ୍ଲା ଯୁବ କଂଗ୍ରେସ ସଭାପତି ରଂଜିତ ପାତ୍ର ଏବଂ ସ୍ୱାଗତ କରଙ୍କ…