ତ୍ୱରାନ୍ୱିତ ହେଲା ମହାନଦୀ ବନ୍ଦର ପ୍ରକଳ୍ପ କାର୍ଯ୍ୟ 

ଚାରିହଜାର କୋଟିରୁ ଅଧିକ ଟଙ୍କା ବିନିଯୋଗ, ଛଅ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ । ଭୁବନେଶ୍ୱର(ଶାସକ ପ୍ରଶାସକ):ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀଙ୍କ ନେତୃତ୍ୱରେ 5T ସଚିବ ଶ୍ରୀ ଭି.କେ ପାଣ୍ଡିଆନ ଏବଂ ବାଣିଜ୍ୟ ଓ…

ଅସଜଡ଼ା ପର୍ଯ୍ୟଟନ ସ୍ଥଳ ଦେବଝରଣ

(ରେଢାଖୋଲ ସ୍ୱତନ୍ତ୍ର ଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମିତା ସାମଲ ) : ପ୍ରାକୃତିକ ସୌନ୍ଦର୍ଯ୍ୟର ଅନନ୍ୟ ଭଣ୍ଡାର ହେଉଛି ପଶ୍ଚିମ ଓଡ଼ିଶା। ଯାହା ରାଜ୍ୟ ସହିତ ରାଜ୍ୟ ବାହାରର ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ସେଥିମଧ୍ୟରୁ ସମ୍ବଲପୁର ଜିଲ୍ଲା ଅନ୍ୟତମ। ଏଠାରେ ପାହାଡ଼, ଝରଣା ଓ ନଦୀ କୂଳର…

ନୂଆପଡ଼ା ଅତିରିକ୍ତ ତହସିଲଦାର ମନମୁଖି କାର୍ଯ୍ୟ

ତହସିଲ ଅଫିସ ଘେରିଲେ ଟ୍ରାକ୍ଟର ମାଲିକ, ଠିକାଦାର ସଂଘ ନୂଆପଡ଼ା,(ଅମିତ ପୁରୋହିତ): ନୂଆପଡ଼ା ଅତିରିକ୍ତ ତହସିଲଦାରଙ୍କ ମନମୁଖି କାର୍ଯ୍ୟକୁ ବିରୋଧ କରି ସ୍ଥାନୀୟ ଟ୍ରାକ୍ଟର ମାଲିକ ସଂଘ ଓ ଠିକାଦାର ସଂଘ ତରଫରୁ ଘେରାଉ କରି ହୋହାଲ୍ଲା କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।        ସଦର…

କେବଡାଜୋର ନାଲା ବ୍ରିଜ ସମ୍ପୁର୍ଣ୍ଣ, ଅନିୟମିତାର ତଦନ୍ତ ଦାବୀ

ଜିଲ୍ଲାପାଳ ଅଫିସ ସମ୍ମୁଖରେ ଧାରଣାରେ ବସିଲେ ଗ୍ରାମବାସୀ ନୂଆପଡ଼ା(ଅମିତ ପୁରୋହିତ) : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଦର୍ଲିପଡା ପଞ୍ଚାୟତ ହାତିସରା ଗାଁ ନିକଟ କେବଡାଜୋର ନାଲା ବ୍ରିଜ ତୁରନ୍ତ କାମ ଅମ୍ପୁର୍ଣ୍ଣ କରିବା ସହ ନିର୍ମାଣ କାମରେ ଅନିୟମିତାର ନିରପେକ୍ଷ ତଦନ୍ତ କରି କାର୍ଯାନୁଠାନ …

ଧାନ ସଂଗ୍ରହରେ ଚାଷୀଙ୍କୁ ମିଲର୍ସଙ୍କ ଶୋଷଣକୁ ବିରୋଧ

ଜିଲ୍ଲାପାଳ ଅଫିସ ଘେରିଲା ଗରିବ ସେନା ସଂଗଠନ ନୂଆପଡ଼ା,(ଶାସକ ପ୍ରଶାସକ) : ନୂଆପଡ଼ା ଜିଲ୍ଲାରେ ଖରିପ ଧାନ ସଂଗ୍ରହରେ ଚାଷୀଙ୍କୁ ମିଲର୍ସଙ୍କ ଶୋଷଣକୁ ବିରୋଧ କରି ଗରିବ ସେନା ସଂଗଠନ ତରଫରୁ ଜିଲ୍ଲାପାଳ ଅଫିସ ଘେରାଉ କରିଥିଲେ । ଏନେଇ ଜିଲ୍ଲାପାଳ ସ୍ୱଧାଦେବ ସିଂଙ୍କ ଉଦ୍ଦେଶ୍ୟରେ  ଜିଲ୍ଲା…

ଲକଡାଉନରେ ଲଣ୍ଡନ : କୋଭିଡ -19 ର ନୂତନ ସ୍ୱରୂପ ବିସ୍ତାର କରୁଛି କାୟା 

  ଖ୍ରୀଷ୍ଟମାସ ପାଳନ ଅନୁମତି ବାତିଲ ଲଣ୍ଡନ : ଲଣ୍ଡନ ଏବଂ ନିକଟବର୍ତ୍ତୀ ଅଞ୍ଚଳରେ କୋଭିଡ -19 ର ଏକ ନୂତନ ଲକ୍ଷଣଯୁକ୍ତ ସ୍ୱରୂପର କ୍ଷୀପ୍ର ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ଶନିବାର ଦିନ ରାଜଧାନୀକୁ ଲକ ଡାଉନ ଘୋଷଣା କରିଛନ୍ତି | ନଭେମ୍ବରରେ ଜାତୀୟ…

କେମିତି ଲାଗୁ ଯେଉଁଛି ନିୟମ ତାହା ସରକାରଙ୍କୁ ଜଣା

ଲୋଇସିଂହା ବ୍ଲକ ଓ ଆଗଲପୁର ବ୍ଲକରେ ଭତ୍ତା ଯୋଜନା ହୋଇଛି ବାଟବଣା ଲୋଇସିଂହା (ଶାସକ ପ୍ରଶାସକ) : ସରକାର ଗରିବ ଲୋକମାନଙ୍କ ପାଇଁ ବହୁ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ଏହା ପ୍ରକୃତ ପକ୍ଷେ ସେମାନଙ୍କ ପାଇଁ ଏକ ସ୍ବପ୍ନ ପାଲିଟିଯାଇଛି |ତାହାର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ବଲାଙ୍ଗୀର…

ଜିଲ୍ଲାସ୍ତରୀୟ କଳା ଉତ୍ସବ ୨୦୨୦-୨୧

http://www.youtube.com/watch?v=H6lHbaQfOCs  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ନାଟକ ପ୍ରେକ୍ଷାଳୟରେ ଗଜପତି ଜିଲ୍ଲା ସ୍ତରୀୟ କଳା ଉତ୍ସବ ୨୦୨୦-୨୧ ଓଡିଶା ସ୍କୁଲ ଶିକ୍ଷା…

ପରୀ ହତ୍ୟାର ସିବିଆଇ ତଦନ୍ତ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବି ନେଇ ରେଢ଼ାଖୋଲ ବିଜେପି ପକ୍ଷରୁ ପଦଯାତ୍ରା ।

  ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ):  ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀର ରେଢ଼ାଖୋଲରେ ରାଜ୍ୟ କାର୍ଯ୍ୟ କରେନି ସଦସ୍ୟ ତଥା ରେଢ଼ାଖୋଲ ର ପୂର୍ବତନ ବିଧାୟକ ପର୍ଥୀ ଦେବେନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ ପରୀକୁ ନ୍ୟାୟ ଦାବିରେ ରେଢ଼ାଖୋଲରେ ଏକ ପଦଯାତ୍ରା କରାଯାଇଥିଲା । ଏହି ପଦଯାତ୍ରାଟି…

ତେଲେଙ୍ଗାନାରେ ବନ୍ଧକ ପଢିଛନ୍ତି ମହିଳା,ଶିଶୁଙ୍କ ସମେତ ୧୫ଜଣ ଦଳିତ ଶ୍ରମିକ 

ପଦ୍ମପୁର: ବରଗଡ଼ ଜିଲ୍ଲା ଅନ୍ତର୍ଗତ ଜଗଦଳପୁର ଥାନା ଅଧିନସ୍ଥ ଲହଙ୍ଗେର ଗ୍ରାମର ମହିଳା,ଛୋଟ ଛୁଆଙ୍କ ସମେତ ୧୫ଜଣେ ଦଳିତ ଶ୍ରମିକ ଦେଢ ବର୍ଷ ହେଲା ବନ୍ଧକ ପଢିଛନ୍ତି ତେଲେଙ୍ଗାନା ରାଜ୍ୟର ଇଟା ଭାଟିରେ  । କରୋନା ମହାମାରୀ ବେଳେ ଓଡିଶା କୁ ଫେରିବା ପାଇଁ ଚାହୁଁଥିଲେ ମଧ୍ୟ ଇଟା ଭାଟି ମାଲିକ ଧମକ…