କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣର ନିନ୍ଦା କଲା ଝାରସୁଗୁଡ଼ା ପ୍ରେସ କ୍ଲବ। 

ଝାରସୁଗୁଡ଼ା :(ସୁଭାଷ ସହାରେ): ଗତ ୨୪ ତାରିଖରେ ନୟାଗଡ଼ ଜିଲ୍ଲା ଯଦୁପୁରରେ ଏକ ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ନନ୍ଦିଘୋଷ ଚ୍ୟାନେଲର ସମ୍ବାଦଦାତା ଓ କ୍ୟାମେରାମେନଙ୍କୁ ଆକ୍ରମଣକୁ ଝାରସୁଗୁଡ଼ା ପ୍ରେସ କ୍ଲବ ତରଫରୁ ନିନ୍ଦା କରାଯାଇଛି। ଏହି ପରିପ୍ରେକ୍ଷୀରେ ଦୋଷୀମାନଙ୍କୁ ଗିରଫ କରିବା ପାଇଁ…

ଗୁମ୍ମା ବ୍ଲକ୍ ରେ କଂଗ୍ରେସର ଜନସମ୍ପର୍କ ଯାତ୍ରା ଓ ବନ୍ଧୁ ମିଳନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପବିତ୍ର ବଡଦିନରେ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ୍ ରେ ବରିଷ୍ଠ କଂଗ୍ରେସ ନେତା ତଥା ବ୍ରହ୍ମପୁର ଲୋକସଭା ପ୍ରାଥି ଭି.ଚନ୍ଦ୍ରଶେଖର ନାଇଡୁ ଜନସମ୍ପର୍କ  ଯାତ୍ରା ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରିଛନ୍ତି। ଟି.ଉକୁରା ଚର୍ଚ୍ଚରେ ପ୍ରଥମେ କେକ କାଟି…

ବିଜେପି ପକ୍ଷରୁ  ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ୯୬ ତମ ଜନ୍ମ ଜୟନ୍ତୀ ଓ ସୁ-ଶାସନ ଦିବସ…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଭାଜପା  ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଜିଲ୍ଲା ବିଜେପି ପକ୍ଷରୁ ଆଜି  ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ୯୬ ତମ ଜନ୍ମ-ଜୟନ୍ତୀ ଓ ସୁଶାସନ ଦିବସ…

ଓଜେୟୁ ବରଗଡ଼ ଜିଲ୍ଲା ଶାଖାର ନୁତନ କର୍ମକର୍ତ୍ତା ଚୟନ ଓ ଦ୍ୱିବାର୍ଷିକ ବୈଠକ

ପଦ୍ମପୁର(ଶାସକପ୍ରଶାସକ)-ବରଗଡ଼ ଜିଲ୍ଲା ଗାଇସେଲେଟ ଅଙ୍ଗ ଡ଼େମ ଖୋଲା ପଡ଼ିଆରେ ଓଡ଼ିଶା ଜର୍ଣ୍ଣାଲିଷ୍ଟ ୟୁନିଅନ ବରଗଡ଼ ଜିଲ୍ଲା ଶାଖାର ନୁତନ କର୍ମକର୍ତ୍ତା ଚୟନ ଓ ଦ୍ୱିବାର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଭାପତି ରବିନାରାୟଣ ପଣ୍ଡାଙ୍କ ଅଧ୍ୟକ୍ଷତାରରେ ସଭାକାର୍ଯ୍ୟ ପରିଚାଳିତ…

ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳନ ପାଇଁ ପ୍ରସ୍ତୁତି। 

ଝାରସୁଗୁଡ଼ା :(ସୁଭାଷ ସହାରେ) : ଆସନ୍ତା ୨୬ ତାରିଖରେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯିବାକୁ ଦଳ ତରଫରୁ ସମସ୍ତ ଯୋଜନା ହୋଇଯାଇଥିବା ବେଳେ ଝାରସୁଗୁଡ଼ା ପୌରାଞ୍ଚଳରେ ମଧ୍ୟ ଏହା ପାଳିତ ହେବାର ସୂଚନା ମିଳିଛି। …

୧୯୯୮-୨୦୦୦ ଶିକ୍ଷାବର୍ଷର ଗୁରୁଛାତ୍ର (ସିଟି ଟ୍ରେନିଂ ) ବ୍ୟାଚର ବନ୍ଧୁ ମିଳନ ଅନୁଷ୍ଠିତ 

ଭଞ୍ଜନଗର ( ନିଲୁ ବିଷୋୟୀ ) - ଭଞ୍ଜନଗର ସ୍ଥିତ ଶିକ୍ଷକ ତାଲିମ ବିଦ୍ୟାଳୟର ୧୯୯୮-୨୦୦୦ ଶିକ୍ଷା ବର୍ଷ ବ୍ୟାଚର ଗୁରୁଛାତ୍ର ( ବର୍ତ୍ତମାନର ଶିକ୍ଷକ)ମାନଙ୍କର ଏକ ବନ୍ଧୁ ମିଳନ କାଯ୍ୟକ୍ରମ ଭଞ୍ଜନଗରର ପ୍ରସିଦ୍ଧ ମା ସୋରାଦେବୀ ପୀଠରେ ଶୁକ୍ରବାର ଦିନ ତୃତୀୟ ଥର ପାଇଁ ଅନୁଷ୍ଠିତ ହୋଇଯାଇଛି।…

 ଭଞ୍ଜନଗର ବିଜେପି କାଯ୍ୟାଳୟ ରେ ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ଙ୍କ ଜନ୍ମ ଜୟନ୍ତୀ ପାଳନ 

ଭଞ୍ଜନଗର ( ନିଲୁ ବିଷୋୟୀ ) - ମହାନ ରାଷ୍ଟ୍ର ନାୟକ ଭାରତରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ଭଞ୍ଜନଗର ଭାରତୀୟ ଜନତା ପାର୍ଟି ତରଫରୁ ବିଜେପି କାଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ବିଜେପି ନେତା ସନ୍ତୋଷ କୁମାର ପାଳ ସ୍ୱର୍ଗତ ବାଜପେୟୀଙ୍କ…

ଯଶସ୍ବୀ ଫିଲ୍ମସର ଦ୍ୱିଭାଷୀ ଚିତ୍ର ‘ନବ ମାସ’ର ଶୁଭ ମହୁରତ 

ଭୁବନେଶ୍ୱର (ଶାସକ ପ୍ରଶାସକ): ପ୍ରଯୋଜନା କ୍ଷେତ୍ରରେ ପ୍ରଥମ କରି ପାଦ ରଖିଛି ଯଶସ୍ବୀ ଫିଲ୍ମସ | ବିଡିଏ ସ୍ଥିତ ସାଇ ମନ୍ଦିର ପ୍ରାଙ୍ଗଣରେ ଯଶସ୍ବୀ ଫିଲ୍ମସର ପ୍ରଥମ ଅବଦାନ 'ନବ ମାସ'ର ଟାଇଟଲ ଘୋଷଣା ସହିତ ମହୁରତ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି | ମୌଳିକ କାହାଣୀକୁ ନେଇ ନିର୍ମିତ ଏହି…

ସୁନ୍ଦରଗଡ଼ର ଖୁଣ୍ଟଗାଁଠାରେ ହେବ ଅତ୍ୟାଧୁନିକ ଟସର ସିଲକ୍ ପାର୍କ

ଭୁବନେଶ୍ୱର(ଶାସକ ପ୍ରଶାସକ): ସୁନ୍ଦରଗଡ଼ ଜିଲ୍ଲା ଟସର ଚାଷ ପାଇଁ ସାରା ରାଜ୍ୟରେ ପ୍ରସିଦ୍ଧି ଲାଭ କରିଛିା ଟସର ଚାଷୀ ଓ ଗ୍ରାମୀଣ ଉଦ୍ୟୋଗୀଙ୍କ ବ୍ୟତୀତ ଏହା ଉପରେ ଅନେକ ହିତାଧିକାରୀ ନିର୍ଭର କରୁଥିବାରୁ ସରକାର ଟସର ଚାଷର ପ୍ରସାର ପାଇଁ ବହୁ ପଦକ୍ଷେପ ଗ୍ରହଣ କରୁଛନ୍ତିା ସୁନ୍ଦରଗଡ଼ର ବଣେଇ,…

ବାଳ ମୁକୁନ୍ଦ କେନ୍ଦ୍ର ଠାରେ ଜାତୀୟ ଗ୍ରାହକ ଦିବସ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗ୍ରାହକ ଅଧିକାର ସୁରକ୍ଷା କମିଟି ପକ୍ଷରୁ ବାଳ ମୁକୁନ୍ଦ ପରିବାର ଉପସ୍ଥାପନ କରିଥିବା "ଖାଉଟି ସଚେତନତା କାର୍ଯ୍ୟକ୍ରମରେ ବାଳ ମୁକୁନ୍ଦ କେନ୍ଦ୍ରର ଉପଦେଷ୍ଟା ଭାଗବତ ପାଢ଼ୀ ଅଧ୍ୟକ୍ଷତାରେ ବିଶିଷ୍ଟ ଶିକ୍ଷାବିତ ଲିଙ୍ଗରାଜ ପ୍ରସାଦ ଦାଶ ମୁଖ୍ୟ…