ବଦାଙ୍ଗି ଠାରେ ହାତୀ ଆକ୍ରମଣରେ ଜଣେ ମୃତ  ଜଣେ ଗୁରୁତର 

ଭଞ୍ଜନଗର ( ନିଲୁ ବିଷୋୟୀ ) - ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଗାଲେରି ନିକଟସ୍ଥ ବଦାଙ୍ଗି ନୂଆଁପଲ୍ଲୀ ରେ ହାତୀଆକ୍ରମଣରେ ଜଣେ ମୃତ ଓ ଜଣେ ଗୁରୁତର ଭାବେ ଥିବା ଖବର ମିଳିଛି । ୨୨ ଟିକିଆ ହାତୀପଲ ସେହି ଅଞ୍ଚଳରେ ଗତକିଛିଦିନ ଧରି ଉପଦ୍ରବ ଚଳାଇଆସୁଥିଲେ । ଆଜି ହାତୀ ପଲକୁ ଘଉଡାଉଥିବା ବେଳେ ହାତୀ…

କୋଭିଡ ସଚେତନତା ରଥ କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କଲେ ଭଞ୍ଜନଗର ବିଡ଼ିଓ 

ଭଞ୍ଜନଗର ( ନିଲୁ ବିଷୋୟୀ ) - କରୋନା ଟୀକା ନଆସିବା ପର୍ଯ୍ୟନ୍ତ ସମସ୍ତେ ସତର୍କତା ଅବଲମ୍ବନ କରିବା ଜରୁରୀ ହୋଇପଡିଥିବା ବେଳେ ରାଜ୍ୟ ସଂସ୍କୃତି ବିଭାଗ ଓ ୟୁନିସେଫର ମିଳିତ ଆନୁକୂଲ୍ୟରେ ଏକ ସଚେତନତା ରଥ ଭଞ୍ଜନଗର ଠାରେ ପହଞ୍ଚିଥିଲା। ଏହାକୁ ଆଜି ସକାଳେ ଭଞ୍ଜନଗର ବିଡ଼ିଓ ଅନୀଲ କୁମାର ସେଠି…

୧୩ କେଜି ଗଞ୍ଜେଇ ସହ ଜଣେ ଗିରଫ

ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) : ଆଜି ସଂଧ୍ୟା ୭ଟାରେ ସମ୍ବଲପୁର ଜିଲ୍ଲା ରେଢାଖୋଲ ପୋଲିସ୍ ବଡବାହାଳ ଛକଠାରୁ ବୌଦ୍ଧରୁ ଆସୁଥିବା ଏକ ବାଇକରୁ ୧୩ କେଜି ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରିବାରେ ସକ୍ଷମ ହୋଇଛି। ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ଆଜି ସଂଧ୍ୟାରେ ରେଢାଖୋଲ ପୋଲିସ୍ ବଡ…

ପଥରଚେପା ଠାରେ ବ୍ଲକସ୍ତରୀୟ ଯାଦବ ସମ୍ମିଳନୀ

ବଲାଙ୍ଗୀର(ନିରୋଜ ମିଶ୍ର) :  ବଲାଙ୍ଗିର ପଥରଚେପା ଠାରେ ଅନୁଷ୍ଠିତ ହୋଇଯାଇଥିବା ବ୍ଲକସ୍ତରୀୟ ଯାଦବ ସମ୍ମିଳନୀ ମୁଖ୍ୟ ଅତିଥି ଜିଲ୍ଲା ଯାଦବ ସମାଜ ସଭାପତି ପରମାନନ୍ଦ ହାତୀଙ୍କ ସହ ମଞ୍ଚାସୀନ ଅତିଥି ଜିଲ୍ଲା ସହ-ସଂପାଦକ ମନୋଜ ହାତୀ, ଜିଲ୍ଲା ଯୁବ ଯାଦବ ସଭାପତି ଦିଲିପ ରାଜପଳିଆ, ପୌରାଞ୍ଚଳ…

ବୁଠିପଦର ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ : ୪ ବଖରା ସହ ଲକ୍ଷାଧିକ ତାଙ୍କର ସମ୍ପତ୍ତି ଭସ୍ମୀଭୂତ ।

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ଖଣ୍ଡହତା ପଞ୍ଚାୟତ ଅନ୍ତର୍ଗତ ବୁଠିପଦର ଗ୍ରାମରେ କୌଣସି କାରଣରୁ ଦୁଇଟି ପରିବାରର ୪ ବଖରା ଘର ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଛି । ଗ୍ରାମର ଶ୍ୟାମସୁନ୍ଦର ପଧାନ ଓ ଦୁର୍ଯ୍ୟୋଧନ…

ଅଘରିଆ ସମାଜର ବାର୍ଷିକ ସମ୍ମିଳନୀ ପାଳିତ। 

ଝାରସୁଗୁଡ଼:( ସୁଭାଷ ସହାରେ) :ଅଖିଳ ଭାରତୀୟ ଅଘରିଆ ସମାଜ ଓଡ଼ିଶା ପ୍ରଦେଶ ଦ୍ବାରା ଝାରସୁଗୁଡ଼ାର ଦେବାଡିହି ଆଇଟିସିଠାରେ ବାର୍ଷିକ ସମ୍ମିଳନୀ ପାଳିତ ହୋଇଯାଇଛି। ଏହି ସଭାରେ ଅଘରିଆ ସମାଜର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯିବା ସହ ଆସନ୍ତା ବର୍ଷ ଏହାର ଶତବାର୍ଷିକୀ ପାଳନ ନିମନ୍ତେ ପ୍ରସ୍ତୁତି…

ନିରାଡ଼ମ୍ବର ଭାବେ ଓ କୋଭିଡ ନିୟମାବଳୀ ରକ୍ଷାକରି ପାଳିତ ହେଲା ଏ ବର୍ଷର ବଡ଼ଦିନ। 

  ଝାରସୁଗୁଡ଼ା :(ସୁଭାଷ ସହାରେ) : ଚଳିତ ବର୍ଷ ଦେଖିବାକୁ ମିଳି ନାହିଁ ବଡ଼ଦିନର ଧୂମଧାମ୍। ଅନ୍ୟ ସମସ୍ତ ପର୍ବପର୍ବାଣୀ ଭଳି ଏହି ପର୍ବ ପାଳନରେ ମଧ୍ୟ ବାଧା ଉପୁଜିଲା କୋରୋନା ମହାମାରୀ। ଝାରସୁଗୁଡ଼ାର ବିଭିନ୍ନ ଚର୍ଚ୍ଚରେ ମଧ୍ୟ କୋଭିଡ ନିୟମାବଳୀ ପାଳନପୂର୍ବକ ଏଥରର ବଡ଼ଦିନ ପର୍ବ ଅତ୍ୟନ୍ତ…

ଚାଷୀଙ୍କୁ ଲଗାମ, ହେଲେ ଦଲାଲଙ୍କୁ ଛାଡ଼। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଦଶ ଏକରରୁ ଅଧିକ ଜମିକୁ ସମବାୟ ସମିତିରେ ପଞ୍ଜିକୃତ କରିଛନ୍ତି କି?  ଯଦି କରିଛନ୍ତି, ତେବେ ଚାଷୀମାନେ ସାବଧାନ ହୋଇ ଯାଆନ୍ତୁ। କାରଣ ଦର୍ଶାଇଥିବା ଅଧିକ ପରିମାଣର ଜମିରେ ଆପଣ ଚାଷ କରିଛନ୍ତି କି ନାହିଁ, ତାହା ଦେଖିବାକୁ ପହଞ୍ଚିଯିବେ ସରକାରୀ ତଦନ୍ତ ଦଳ। …

ମିଶନ ଆଶ୍ରା ଅଫ୍ ପିପୁଲ୍ସ ଫୋରମ’ ଦ୍ବାରା ରକ୍ତଦାନ ଶିବିର। 

ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ାର ଏଚ୍. କଟାପାଲିସ୍ଥିତ "ମିଶନ ଆଶ୍ରାର" ୩୦ତମ ପ୍ରତିଷ୍ଠା ଦିବସରେ ଆଜି ଏକ ବଡ଼ଧରଣର ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସାମଲ।  ସୂଚନା ଅନୁଯାୟୀ,ଆଜିର…

ବନ୍ଧୁକ ଲାଇସେନ୍ସ ପାଇବାକୁ ମିଛ ଅଭିଯୋଗ ନାଟକ 

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଥାନାରେ ତଦନ୍ତ ପରେ ଅଭିଯୋଗ କାରୀଙ୍କ ଅଭିଯୋଗ ମିଥ୍ୟା ବୋଲି ଧରା ଧରାପଡ଼ିଲା । ଫଳରେ ଅଭିଯୋଗକାରୀ ହଟହଟା ହେବା ସହିତ ପୋଲିସକୁ ଏନେଇ ଅଯୋଥା ସମୟ ଦେବାକୁ ପଡ଼ିଥିଲା । ଭବିଷ୍ୟତରେ ଆଉ ଏଭଳି କରିବି ନାହିଁ ବୋଲି ଲିଖିତ ପ୍ରତିଶ୍ରୁତି  ଦେବା…