କାରରୁ ୪୭ କେଜି ଗଞ୍ଜେଇ ଜବତ : ଡ଼୍ରାଇଭର ଫେରାର
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ଥାନା ପୁଲିସ ଲୁହାଗୁଡି ଛକରେ ଏକ କାରରୁ ୪୭ କେଜି ଗଞ୍ଜେଇ ଜବତ କରିଛି। ଘଟଣା ସ୍ଥଳରୁ ଅଭିଯୁକ୍ତ ଡ୍ରାଇଭର କାରଟି ରଖିଦେଇ କେଉଁଆଡେ ଫେରାର ହୋଇଯାଇଛି। ବୁଧବାର ଠାରୁ ଏକ ଅଜଣା କାରଟି ଢ଼ାବା ଛକରେ ରଖାଯାଇଥିବା ଦେଖି…