ବିଜେଡିର ଯୁବ-ଛାତ୍ର ନେତାଙ୍କୁ ଖିଣ୍ଡାଛକରେ ସ୍ୱାଗତ ସମ୍ବର୍ଦ୍ଧନା।
ସମ୍ବଲପୁର,(ରମାକାନ୍ତ ବିଶ୍ବାଳ): ସମ୍ବଲପୁର ଠାରେ ସୋମବାର ଆୟୋଜିତ ହେଉଥିବା ବିଜୁ ଜନତା ଦଳ ଯୁବ-ଛାତ୍ର ସମ୍ମିଳନୀରେ ଯୋଗ ଦେବାକୁ ଆସିଥିବା ବିଜେଡି ରାଜ୍ୟ ଯୁବ ସଭାପତି ବ୍ୟୋମକେଶ ରାୟ, ଯୁବବ୍ୟାପାର ସାଧାରଣ ସମ୍ପାଦକ ପ୍ରଣବ ବଳବନ୍ତ ରାୟ ଏବଂ ବିଜେଡି ରାଜ୍ୟ ଛାତ୍ର ସଭାପତି ଦେବୀରଞ୍ଜନ…