ମାସ୍କ ବଣ୍ଟନ କଲେ ଯୁବ  ସମାଜସେବୀ

0 2

ବରଗଡ଼:- ବରଗଡ଼ ଜିଲ୍ଲାର ପଦ୍ମପୁର ବ୍ଲକ ଅନ୍ତର୍ଗତ ସର୍ଗିବାହାଲ ପଞ୍ଚାୟତ ଅଧିନରେ ଥିଵ ଢୋଲଵନ୍ଦଗ୍ରାମ ରେ ଯୁଵ ସମାଜ ସେବୀମାନେ ,ଲୋକଙ୍କୁ ସତପଥଗାମୀ ହେବା ସହିତ ବର୍ତ୍ତମାନ ସମୟରେ ମହାମାରୀ କରୋନା ଦାଉ ରୁ ନିଜ ଜୀବନକୁ ବଂଚାଇବା ସହିତ ମାନବ ଜାତିକୁ ବଂଚାଇବାକୁ ଭିନ୍ନ ଭିନ୍ନ ଶୈଳୀରେ ଲୋକଙ୍କୁ ସଚେତନ କରାଇଚାଲିଛନ୍ତି  l ଏହି କ୍ରମରେ ଆଜି ନିଜ ଗ୍ରାମରେ ଲଲତି ସାହୁ,ମାଧଵ ସେଟ୍, ମହେନ୍ଦ୍ର ସାହୁ, ଘନଶ୍ୟାମ ସାହୁ, ଗଣେଶ ସାହୁ ସଚେତନତା ସୃଷ୍ଟି କରିବା ସହ ଜନସାଧାରଣ ଙ୍କୁ ମାସ୍କ ବଣ୍ଟନ କରିବା ସହିତ ମାସ୍କ ବ୍ୟବହାର ର ଉପକାରିତା ବିଷୟରେ ବୁଝାଉଥିବା ଦେଖିବାକୁ ମିଳିଛି । ଯୁବ ସମାଜସେବୀ ମାନଙ୍କର ଏହି ଉଦ୍ୟମକୁ ଗ୍ରାମବାସୀ ପ୍ରଶଂସା କରିଛନ୍ତି ।

 

Leave A Reply

Your email address will not be published.