ଭଞ୍ଜନଗର ଉପଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଉପଖଣ୍ଡ ସ୍ତରୀୟ ମଲ୍ଟି ଡିସିପ୍ଲିନାରୀ ବୈଠକ
ଚୋରା ମଦ କାରବାର ଓ ବେଆଇନ ଔଷଧ ଦୋକାନ, କ୍ଵାକ ମାନଙ୍କ ଉପରେ ତୀକ୍ଷଣ ନଜର ରଖିବାକୁ ନିର୍ଦ୍ଦେଶ
ଭଞ୍ଜନଗର ( ନିଲୁ ବିଷୋୟୀ ) - ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜଙ୍କ ଅଧ୍ୟକ୍ଷତାରେ ବୁଧବାର ସ୍ଥାନୀୟ ସମ୍ମିଳନୀ କକ୍ଷ ଠାରେ ଉପଖଣ୍ଡ ସ୍ତରୀୟ ମଲ୍ଟିଡିସିପ୍ଲିନାରୀ ବୈଠକ…