କେଡେ ଅମଣିଷ ଏମାନେ : କରୋନା କାଳରେ ବି ଏତେ ଅଵିଵେକୀ ଆଉ ବିଶୃଙ୍ଖଳ !!!
ବିବାହ ପ୍ରସେସନ ବନ୍ଦ କରିବାକୁ ଯାଇଥିବା ତହସିଲଦାରଙ୍କୁ ବର୍ବରୋଚିତ ଆକ୍ରମଣ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଆର୍.ଉଦୟଗିରି ଥାନା ଛେଳିଗଡ ଗ୍ରାମ ଖ୍ରିଷ୍ଟିୟାନ ସାହିରେ ଅଭାବନୀୟ ଘଟଣା । କୋଭିଡ୍ ନିୟମ ଭାଙ୍ଗି ଗାଁରେ ଏକାଧିକ ବାହାଘର ପ୍ରୋସେସନ ଚାଲିଥିବା…