ଓଡ଼ିଆ ପକ୍ଷ – ୨୦୨୬ ଅବସରରେ ବାଲେଶ୍ଵର ଜିଲ୍ଲାସ୍ତରୀୟ “ବନ୍ଦନୀୟ ବରପୁତ୍ର” କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲେଶ୍ଵର : ୧୨.୦୪.୨୦୨୬: ଆଜି ହେଉଛି ଓଡ଼ିଆ ପକ୍ଷ ର ଦ୍ଵାଦଶ ଦିନ । ଓଡ଼ିଶାର ସଂସ୍କୃତି ଓ ସାହିତ୍ୟର ଗୌରବମୟ ଐତିହ୍ୟକୁ ସମ୍ମାନ ଜଣାଇ ରାଜ୍ୟର ବରପୁତ୍ରଙ୍କ ଅବଦାନକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ, ବାଲେଶ୍ଵର ଓ ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ଵରର ମିଳିତ…

ଓଡ଼ଗାଁ ଅଣ୍ଡର–୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ–୨୦୨୬: ରଘୁନାଥ ଆଥଲେଟିକ୍ ଆସୋସିଏସନ ଫାଇନାଲରେ ପ୍ରବେଶ

ଓଡ଼ଗାଁ, ୧୨।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ସ୍ଥିତ ମିନି ଷ୍ଟାଡିୟମରେ ରଘୁନାଥ ଆଥଲେଟିକ୍ ଆସୋସିଏସନ (ଆରଏଏ) ପକ୍ଷରୁ ଆୟୋଜିତ ପ୍ରଥମ ଅଣ୍ଡର–୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିନରେ ରବିବାର ଖେଳାଯାଇଥିବା ମ୍ୟାଚରେ ଓଡ଼ଗାଁ (ଆରଏଏ) ଦଳ ବାଙ୍କତରାକୁ ପରାସ୍ତ…

ବାଲୁଙ୍କେଶ୍ବର ମାଁ ଶ୍ୟାମା ଦଣ୍ଡକାଳୀ ଯାତ୍ରା

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ଠାରେ ଏପ୍ରିଲ ୨ ତାରିଖ ଠାରୁ ଆରମ୍ଭ ହୋଇ ଥିବା ଧର୍ମୀୟ ଭାବନାର ବିଶ୍ୱାସ ସହିତ ସଙ୍ଗୀତ , ନୃତ୍ୟ, ସାଧନା ଓ ଆରାଧନା ସମ୍ୱନ୍ଧରେ ମାଁ ଶ୍ୟାମାକାଳୀଙ୍କ ଦଣ୍ଡନାଚ ପର୍ବ। ଏହି ଦଣ୍ଡ ନାଚ ପର୍ବ ସହିତ ଲୋକଙ୍କ ଧର୍ମୀୟ ଭାବାବେଗ ସହିତ…

ଅଳକା ଆଶ୍ରମରେ ଓଡ଼ିଆ ପକ୍ଷ ପାଳନ,ଐତିହାସିକ ଅଳକା ପତ୍ରିକାର ପୁନଃ ପ୍ରକାଶନ

ଜଗତସିଂହପୁର,ତା-୧୨.୦୪.୨୦୨୬/ସୁମନ୍ତକୁମାରଦାସ: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ସହଯୋଗରେ ଅଳକା ଆଶ୍ରମ ପରିସରରେ ଓଡ଼ିଆ ପକ୍ଷର ଦ୍ଵାଦଶ ଦିବସରେ ବନ୍ଦନୀୟ ବରପୁତ୍ର କର୍ଯ୍ୟକ୍ରମ ଐତିହାସିକ ଅଳକା ଆଶ୍ରମ ପରିସରରେ ଅତ୍ୟନ୍ତ ଶ୍ରଦ୍ଧା,…

ୱିନର୍ ବ୍ରାଇଟ ଫ୍ୟୁଚର ସ୍କୁଲ୍ ରେ କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ।

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ୱିନର୍ ବ୍ରାଇଟ ଫ୍ୟୁଚର ସ୍କୁଲ୍ ର ଖୁଣ୍ଟପାଲି ପରିସର ରେ ବିଦ୍ୟାଳୟ ତରଫ ରୁ ଦଶମ ଶ୍ରେଣୀ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଅବସରରେ ସମ୍ବଲପୁର ର ପ୍ରସିଦ୍ଧ ପ୍ରଶିକ୍ଷକ ତଥା…

ରାଜ୍ୟ ସିଏମ ଟ୍ରଫି ଦ୍ୱିତୀୟ ଦିବସ

ତାରିଣୀ ଫୁଟବଲ ଏକାଡେମୀ ୯-୦ଏବଂ ଟିଏସଏଫ, ଯୋଡ଼ା ୭-୦ ଗୋଲରେ ବିଜୟୀ କେନ୍ଦୁଝର,ତା୧୨/୪- ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ, ଫୁଟବଲ ଆସୋସିଏସନ ଅଫ ଓଡିଶା ଏବଂ କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥା ମିଳିତ ସହଯୋଗରେ ଶଙ୍କରପୁରସ୍ଥିତ ଧରଣୀଧର ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ସିଏମ ଫୁଟବଲ…

ହିମନ୍ତ ବିଶ୍ୱଶର୍ମାଙ୍କ କୁଶପୁତ୍ତଳିକା ଦାହ।

ଆସାମ ନିର୍ବାଚନ ଫଳ ବାହାରିବା ପରେ ଜେଲରେ ଘଣା ପେଲିବେ ହିମନ୍ତ କହିଲେ କଂଗ୍ରେସ ନେତା। କେନ୍ଦୁଝର : ଅଖିଳ ଭାରତୀୟ କଂଗ୍ରେସ କମିଟିର ସଭାପତି ତଥା ରାଜ୍ୟସଭା ବିରୋଧୀଦଳ ନେତା ମାଲିକାର୍ଜୁନ ଖଡ଼ଗେଙ୍କୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଆଶାଳୀନ ମନ୍ତବ୍ୟ ଦେଇଥିବାରୁ ସାରା…

ପିଏମ ଶ୍ରୀ କୁଶଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲିରେ ମୁଖ୍ୟମନ୍ତ୍ରୀଙ୍କ ଯୋଗଦାନ

ବିଦ୍ୟାଳୟର ୭୫ ବର୍ଷର ସଫଳ ଯାତ୍ରାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ପିଏମ ଶ୍ରୀ ଯୋଜନାରେ ଆଧୁନିକ ସୁବିଧା ସହ ମଡେଲ୍ ସ୍କୁଲ ଭାବେ ଗଢ଼ି ଉଠିବ ବିଦ୍ୟାଳୟ ଯାତାୟାତର ସୁବିଧା ପାଇଁ ୬ କୋଟି ୩୪ ଲକ୍ଷ ଟଙ୍କା ବିନିଯୋଗରେ ସରେଇ-ହାତିଶିଳା ରାସ୍ତା କାମ ଆଗେଇ ଚାଲିଛି…

ଓଡିଆ ପକ୍ଷ ପାଳନ ଅବସରରେ ବନ୍ଦନୀୟ ବରପୁତ୍ର ଦିବସ ପାଳିତ ।

କେନ୍ଦ୍ରାପଡ଼ା:୧୨.୦୪(ପ୍ରଫୁଲ୍ଲ କୁମାର ମଲ୍ଲ) ଓଡିଆ ପକ୍ଷ–୨୦୨୬ ପାଳନ ଅବସରରେ ଆଜି ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ଠାରେ “ବନ୍ଦନୀୟ ବରପୁତ୍ର ଦିବସ” ଉତ୍ସାହର ସହିତ ପାଳିତ ହୋଇଯାଇଛି।ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର…

“ବିପ୍ର ତତ୍ତ୍ୱ ମଞ୍ଜରୀ” ପୁସ୍ତକ ଲୋକାର୍ପିତ,ସନାତନ ଧର୍ମଧାରା ବାବଦରେ ମାର୍ଗଦର୍ଶିକା

ଖୋର୍ଦ୍ଧା:(ସେକ୍ କୌସର):ବିଶିଷ୍ଟ ସାହିତ୍ୟିକ ତଥା ଆଧ୍ୟାତ୍ମବାଦୀ ମଣିଷ ଲଡ଼ୁକିଶୋର ଦାଶଙ୍କ ରଚିତ ‘ବିପ୍ର ତତ୍ତ୍ବମଞ୍ଜରୀ’ ପୁସ୍ତକର ଲୋକାର୍ପଣ ଖୋର୍ଦ୍ଧା ବିଡିଏ କଲୋନୀ ଗାୟତ୍ରୀ ମନ୍ଦିର ପରିସରରେ ଐତିହାସିକ ସତ୍ୟବାଦୀ ବଳିଆରସିଂହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ତ୍ରିନାଥ ଚରଣ…