“ନୟାଗଡ଼ରୁ ପୁରୀ ଏବଂ ଭୁବନେଶ୍ୱର ଟ୍ରେନ ଚଳାଚଳ ପୁନଃବାହାଲ ହେଉ “

ପୂର୍ବତଟ ରେଳପଥ ଜେନେରାଲ ମ୍ୟାନେଜରଙ୍କୁ ପତ୍ର ଲେଖିଲେ  ମନ୍ତ୍ରୀ ଡ଼ ଅରୁଣ ସାହୁ | ଭୁବନେଶ୍ୱର (ଶାସକ ପ୍ରଶାସକ) ନୟାଗଡ଼ରୁ ପୁରୀ ଏବଂ ଭୁବନେଶ୍ୱର (ସେବା ଏକ୍ସପ୍ରେସ)ର ପୁନଃ ଚଳାଚଳ କରିବା ପାଇଁ ପୂର୍ବତଟ ରେଳପଥର ଜେନେରାଲ ମ୍ୟାନେଜରଙ୍କୁ ପତ୍ର ଲେଖିଛନ୍ତି କୃଷି କୃଷକ ସଶକ୍ତିକରଣ,…

ମାଲକାନଗିରି ଜିଲ୍ଲା ସୀମାନ୍ତରେ ଏନକାଉଣ୍ଟର : ଜଣେ ମାଓବାଦୀ ମୃତ, ମାଓ ସାମଗ୍ରୀ ଜବତ ।

ମାଲକାନଗିରି  (ବି ଶ୍ରୀନିବାସ ପାତ୍ର): ଜିଲ୍ଲା ସୀମାନ୍ତ ଛତିଶଗଡ ବିଜାପୁର ଜିଲ୍ଲା କୁଟରୁ ଥାନା ଅନ୍ତର୍ଗତ କେତୁଲନାର ସୀମା ଜଙ୍ଗଲ ମଧ୍ୟରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା ଏହି ଗୁଳିବିନିମୟ ରେ ମାଓବାଦୀ ସଂଗଠନ ର ଫରସେଗଡ଼ ଆକ୍ସନଟିମ ର ଡେପୁଟି କମାଣ୍ଡର ସାୟବୋ…

ଅଜଣା ବ୍ୟକ୍ତିଙ୍କ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା ।

ମାଲକାନଗିରି/ବି ଶ୍ରୀନିବାସ ପାତ୍ର :  ସଦର ମହକୁମା ନିକଟସ୍ଥ କାଦବାହାଲ ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗ୍ରାମ ନିକଟସ୍ଥ ପାହାଡ଼ ଉପରେ ଜଣେ ବ୍ୟକ୍ତି ଙ୍କ ଲାଶ ଗାମୁଛା ରେ ଓହଳି ରହିଥିବା ଦେଖିବାକୁ ମିଳିଥିଲା ।  ପାହାଡ ଉପରେ ଥିବା ସାଗୁଆନ ଗଛରେ ଗାମୁଛା…

ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ବିରୋଧରେ ଧର୍ମଗଡ଼ ଥାନାରେ ଏତଲା : କୋଭିଡ ନିୟମ ଉଲଂଘନ ଅଭିଯୋଗ

କଳାହାଣ୍ଡିରୁ ତୁଳମଣି ନାଗ: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଓ ଏନଏନସିର ଭାରତୀୟ ଜାତୀୟ କଂଗ୍ରେସ କର୍ମକର୍ତ୍ତା ମାନେ ଓଡ଼ିଶା ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ,ବିଧାୟକ ଓ କର୍ମକର୍ତ୍ତା ଙ୍କ ବିରୋଧରେ ଧର୍ମଗଡ଼ ଥାନା ଏକ ଲିଖିତ ଅଭିଯୋଗ କରିଛନ୍ତି।ସୂଚନା ଅନୁଯାୟୀ ଗତ ୧୪ତାରିଖ ଦିନ ଜୟପାଟଣା…

ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇ ଶୋଭାଯାତ୍ରା :  “ଆୱାର ସି ଏମ ଆୱାର ହିରୋ”

ପାଇକମାଲ :- କିଛିଦିନ ପୂର୍ବରୁ ସି ଭୋଟର୍ସ ଓ ରାଷ୍ଟ୍ରୀୟ ଗଣମାଧ୍ୟମ ଏଭିପି ନିଉଜର ଏକ ସର୍ଭେ ରିପୋର୍ଟ ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବରେ ବିବେଚିତ କରାଯାଇଥିଲା । ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହୋଇଥିବାରୁ…

  କୋଣାର୍କ ଐତିହ୍ୟ ଅଞ୍ଚଳ ବିକାଶର ଚିଠା ଯୋଜନା  ପ୍ରସ୍ତୁତ :   ଜନସାଧାରଣଙ୍କ ମତାମତ ପାଇଁ ୨୧ ଦିନ ସମୟ  

କୋଣାର୍କ ଅଞ୍ଚଳର ଭିତ୍ତିଭୂମିକୁ ଆନ୍ତର୍ଜାତୀୟ ମାନର କରାଯିବ : ମୁଖ୍ୟମନ୍ତ୍ରୀ  ଭୁବନେଶ୍ୱର (ଶାସକ ପ୍ରଶାସକ): ପୁରୀକୁ ବିଶ୍ବ ଐତିହ୍ୟ ନଗରୀ ଭାବରେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ପରେ ଏ ଦିଗରେ କାମ ଚାଲିଛି। ଏହି କାର୍ଯ୍ୟକ୍ରମର ଅଂଶ ଭାବରେ…

ରାମ ମନ୍ଦିର ନିର୍ମାଣ ପାଇଁ  ନିଧିସଂଗ୍ରହ ଓ ବୈଠକ

ହାଟଡିହି/ଆନନ୍ଦପୁର -ମକରଧ୍ବଜ ଜେନା :  ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମ ଙ୍କ ଭବ୍ୟ ମନ୍ଦିର ନିର୍ମାଣାର୍ଥେ  ନିଧିସଂଗ୍ରହ ଅଭିଯାନ କୁ ବ୍ୟାପକ ତଥା ସର୍ବସ୍ପର୍ଶୀ କରିବା ର ଲକ୍ଷ୍ୟ ନେଇ ବିଶ୍ୱହିନ୍ଦୁ ପରିଷଦ ର ଆହ୍ୱାନ କ୍ରମେ ନିଧି ସମର୍ପଣ ସମିତି ହାଟଡ଼ିହି ଖଣ୍ଡର ଆବାହକତ୍ୱ ରେ ରଷ୍ଟ୍ରୀୟ…

ୟୁଏଆଇଏଲ୍ ପକ୍ଷରୁ ରାୟଗଡ଼ା ଜିଲ୍ଲା ପ୍ରଶାସନକୁ ଆମ୍ବୁଲାନ୍ସ ପ୍ରଦାନ

ରାୟଗଡ଼ା(ସରୋଜ କୁମାର ସାହୁ) : ସିଏସ୍ଆର୍ କାର୍ଯ୍ୟକ୍ରମର ଅଂଶ ସ୍ୱରୂପ ସର୍ବୋପରି କୋଭିଡ୍ ୧୯ ମହାମାରୀ ପରିପ୍ରେକ୍ଷୀରେ ରାୟଗଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ସେବାକୁ ସହାୟତା ପ୍ରଦାନ କରିବା ଲକ୍ଷ୍ୟ ନେଇ ଆଦିତ୍ୟ ବିର୍ଲା ଗ୍ରୁପ୍ ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜର  ଏକ ୟୁନିଟ୍ ଉତ୍କଳ ଆଲୁମିନା…

 ଅନଲାଇନ ଆଇଡ଼ିଆ କଂପିଟିସନ : ନୋତର ଆଦର୍ଶ ବିଦ୍ୟାଳୟ ପ୍ରଥମ, ଅଭିନନ୍ଦନ ଜଣାଇଲେ ମନ୍ତ୍ରୀ ସମୀର ଦାଶ

Bhubaneswar/Shasak Prashasak :  ସଡକ ନିରାପତ୍ତା ସପ୍ତାହ 2020 ଅବସରରେ ଅନୁଷ୍ଠିତ  ଅନଲାଇନ ଆଇଡ଼ିଆ କଂପିଟିସନରେ ନୟାଗଡ଼ ଜିଲ୍ଲା ନୋତର ଆଦର୍ଶ ବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରିଥିବା ଯୋଗୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଖୁସି ବ୍ୟକ୍ତ କରିଛନ୍ତି । ଲୋକଙ୍କ ଭିତରେ  ସଡକ…

ଟାଟା ଧାନ୍ୟା ସିଡସ ପକ୍ଷରୁ କୄଷକ ସମାବେଶ ତଥା ଟମାଟୋ ଚାଷ କ୍ଷେତ୍ର ପରିଦର୍ଶନ

ପଦ୍ମପୁର - ପଦ୍ମପୁର ଉପଖଣ୍ଡ ବାଦିକଟା ଗ୍ରାମରେ ଟାଟା ଧାନ୍ୟା ସିଡସ ପକ୍ଷରୁ କୄଷକ ସମାବେଶ ତଥା ଟମାଟୋ ଚାଷ କ୍ଷେତ୍ର ପରିଦର୍ଶନ ଅନୁଷ୍ଠିତ ହୋଇଥିଲା। ଏହି ସମାବେଶରେ ଟାଟା ଧାନ୍ୟା ସିଡସ କମ୍ପାନୀ ତରଫରୁ ସାଗର ମିଶ୍ର, ବ୍ୟାସଦେବ ଭୋଇ ଓ ରଞ୍ଜନ ସ୍ବାଇଁ ଯୋଗଦେଇ ମନୋହର ପ୍ରଜାତିର ଟମାଟୋ…