ମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବି ଅଫିସରଙ୍କ ଫୁ ……

ଅପାରଗ ଅଧିକାରୀଙ୍କ ପାଇଁ ଚାଷୀ ପାଣି ଟୋପାଏ ପାଇବାରୁ ବଞ୍ଚିତ ! ବରଗଡ :- ପଦ୍ମପୁର ଉପଖଣ୍ତ  ଜମରତଲା ପଂଚାୟତ ଅର୍ନ୍ତଗତ କଣ୍ଠେଶ୍ବରପୁର ରେ ଚାଷୀଙ୍କ ପାଇଁ ସରକାର କୋଟି କୋଟି ଟଙ୍କା ବିନିମରେ ୩ ଗୋଟି ସବ–କେନାଲ ର ବ୍ୟବସ୍ତା ରଖି କ୍ଷୁଦ୍ର ଜଳ ସେଚନ ବିଭାଗ ପଦ୍ମପୁର ତରଫରୁ କଣ୍ଠେଶ୍ବର…

ରାଜ୍ୟରେ ଉଦ୍ୟାନଭିତ୍ତିକ କୃଷିର ପର୍ଯ୍ୟାପ୍ତ ସୁଯୋଗ ରହିଛି: ଡ଼ଃ ଅରୁଣ ସାହୁ 

ଜିଲ୍ଲା ଉଦ୍ୟାନକୃଷି ଅଧିକାରୀଙ୍କ ସମୀକ୍ଷା ବୈଠକ ୫-"ଟି' ଓ "ମୋ ସରକାର'କୁ କଡ଼ାକଡ଼ି ଭାବେ ପାଳନ କରି ଯୋଜନାର ସୁଫଳ ଚାଷୀଙ୍କ ନିକଟରେ ପଞ୍ଚାଇବା ଉପରେ ଗୁରୁତ୍ୱ ଭୁବନେଶ୍ୱର(ଶାସକ ପ୍ରଶାସକ) ରାଜ୍ୟରେ ଉଦ୍ୟାନଭିତ୍ତିକ କୃଷିର ପର୍ଯ୍ୟାପ୍ତ ସୁଯୋଗ ରହିଛିା ଫସଲର ବିବିଧିକରଣ କରାଯାଇ…

ଦଲାଲଙ୍କ ପାଇଁ ଓକିଲାତି କରୁଛି ବିଜେପି: ବିଜେଡି

ରାଜ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟା ଜାରି, ବିଜେଡି ସାଂସଦଙ୍କ ଭଳି ଦକ୍ଷେ ନିଅନ୍ତୁ ବିଜେପି ସାଂସଦ ପ୍ରକୃତ ଚାଷୀଙ୍କ ନିକଟରେ ଥିବା ଗୋଟିଏ ଧାନକୁ ବି ସଂଗ୍ରହ କରିବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ଭୁବନେଶ୍ୱର,(ଶାସକ ପ୍ରଶାସକ) : ରାଜ୍ୟରେ ଜାରି ରହିଥିବା ଧାନ କିଣା ପ୍ରକ୍ରିୟାରେ…

ବରିଷ୍ଠ କଂଗ୍ରେସ ନେତାଙ୍କୁ ଶ୍ରଦ୍ଧାଞ୍ଜଳି

ଝାରସୁଗୁଡ଼ା :(ସୁଭାଷ ସହାରେ) : ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ତରଫରୁ କଂଗ୍ରେସ ଭବନରେ ଆଜି ବର୍ଷୀୟାନ କଂଗ୍ରେସ ନେତା ହରିବନ୍ଧୁ ତ୍ରିପାଠୀଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଭରତ ଅବସ୍ଥି ସଭାପତିତ୍ବ କରି ଶ୍ରୀ…

ବେଆଇନ ମଦ ବେପାରକୁ ନେଇ ଗଣ୍ଡଗୋଳ

ବାରିପଦା, (ଦିଲ୍ଲୀପ ମହାନ୍ତି): ବାରିପଦା ଟାଉନ ଥାନା ଅନ୍ତର୍ଗତ ବିଜୟ ରାମଚନ୍ଦ୍ରପୁର ନୁଆସାହି ଅଞ୍ଚଳରେ ଦିର୍ଘଦିନ ଧରି ଚାଲିଥିଲା ବେଆଇନ ଦେଶୀ ଏବଂ ବିଦେଶୀ ମଦ ବିକ୍ରିକୁ ନେଇ ଗଣ୍ଡଗୋଳର ସୂତ୍ରପାତ ହୋଇଛି। ଏନେଇ ସାହିର କିଛି ମହିଳାଙ୍କ ସମେତ ସ୍ଥାନୀୟ ବାସିନ୍ଦା ବାରିପଦା ଅବକାରୀ…

ପ୍ରଥମ ପର୍ଯ୍ୟାୟର ତୃତୀୟ ଦିବସରେ ଜିଲ୍ଲାର ୭ ଟି ବ୍ଲକର ୧୪ ଟି ଗୋଷ୍ଠୀ ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କୋଭିଡ୍…

http://www.youtube.com/watch?v=msNC-vA_2U4  ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ପ୍ରଥମ ପର୍ଯ୍ୟାୟର ତୃତୀୟ ଦିବସରେ  ଗଜପତି ଜିଲ୍ଲାର ୭ ଟି ବ୍ଲକର ୧୪ ଟି ଗୋଷ୍ଠୀ ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ଗୁରୁବାର ଦିନ ସୁରୁଖୁରୁରେ କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମ…

ହିନ୍ଦୋଳ ନିକଟରେ ଭାରସାମ୍ୟ ହରାଇ ଓଲଟିଲା କୋଇଲା ବୋଝେଇ ଟ୍ରକ । 

ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ରେଢାଖୋଲ ସବ୍‌ଡିଭିଜନ ଚାରମାଳ ଥାନାର ହିନ୍ଦୋଳ ଠାରେ ଆଜି ଅପରାହ୍ନ ୩ ଟା ପାଖାପାଖିରେ ଏକ କୋଇଲା ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଓଲଟି ପଡିଥିବା ପୋଲିସ୍ ସୂତ୍ରରୁ ପ୍ରକାଶ। ପ୍ରକାଶ ଯେ, ସମ୍ବଲପୁର କଟକ ରାସ୍ତା ଜାତୀୟ ରାଜପଥ ୫୫ ର ଚାରମାଳ ଥାନା…

ରାଣୀ ଅନ୍ନପୂର୍ଣ୍ଣା ବାଳିକା ହାଇସ୍କୁଲରେ ସଡକ ସୁରକ୍ଷା ସପ୍ତାହ।

ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ଆଞ୍ଚଳିକ ପରିବହନ ପ୍ରାଧିକରଣ ସମ୍ବଲପୁର ସହଯୋଗରେ  ସ୍ଵାସ୍ଥ୍ୟସେବୀ ଅନୁଷ୍ଠାନ ସାର୍କ ଆୟୋଜିତ ୩୨ତମ ସଡ଼କ ସୁରକ୍ଷା ସପ୍ତାହ ପାଳନ ହୋଇ ଯାଇଛି।  ଏହି ପରିପ୍ରେକ୍ଷୀରେ ରେଢ଼ାଖୋଲ ରାଣୀ ଅନ୍ନପୂର୍ଣ୍ଣା ବାଳିକା ହାଇସ୍କୁଲର ଛାତ୍ରୀମାନଙ୍କୁ ସାମିଲ   ଏକ…

ପାତୁଲିପାଲି ଗ୍ରାମରେ ହାତୀ ଉପଦ୍ରବ, କଦଳୀ ଓ କୋବି ବଗିଚା ଖାଇଗଲେ।

ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ଅଞ୍ଚଳରେ ଦିନକୁ ଦିନ ହାତୀ ଉପଦ୍ରବ ବଢିବାରେ ଲାଗିଛି।ଗତ କିଛି ଦିନ ପୂର୍ବରୁ ଜଙ୍ଗଲୀ ହାତୀ ପଲ ସବୁ ଅମଳକ୍ଷମ ଧାନ ଫସଲ ଖାଇବା ସହ ଦଳି ନଷ୍ଟ କରି  ସାରିବା ପରେ ଏବେ ଏହି ହାତୀ ସବୁ ଖାଦ୍ୟ ଅନେଶ୍ୱନରେ ଗାଁ ଓ ସହର…

ହୁତୁହୁତୁ ଜଳି ପାଉଁଶ ହୋଇଗଲା ବସ 

ଏଠି ଦମକଳ ଅଫିସରେ ଅଚଳ ଟେଲିଫୋନ ସେବା ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଅଧିନସ୍ଥ ଘୁ.ଉଦୟଗିରି ସ୍ଥିତ ନୂତନ ବସ ଷ୍ଟାଣ୍ଡରେ ଏକ ଅଭାବନୀୟ ଘଟଣା ଘଟିଛି I ଘୁ.ଉଦୟଗିରି ସ୍ଥିତ ଶ୍ରୀରାମପଦା ସ୍ଥିତ ନୂତନ ବସ ଷ୍ଟାଣ୍ଡରେ ପାର୍କିଂ ହୋଇ ଥିବା ଏକ ଘରୋଇ ବସରେ ପାଖାପାଖି ଅପରାହ୍ନ…