ଓଡ଼ିଶା ଡିଗ୍ରୀ ଇଞ୍ଜିନିୟର୍ସ ଆସୋସିଏସନର କାର୍ଯ୍ୟକାରିଣୀ ବୈଠକ
ସୌମ୍ୟରଞ୍ଜନ ସଭାପତି, ଗିରିଜା ଶଙ୍କର ସାଧାରଣ ସମ୍ପାଦକ ମନୋନୀତ
ଭୁବନେଶ୍ୱର(ଶାସକ ପ୍ରଶାସକ) : ଓଡ଼ିଶା ଡିଗ୍ରୀ ଇଞ୍ଜିନିୟର୍ସ ଆସୋସିଏସନର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଇଂ…