ଐତିହାସିକ ଶିଶୁପାଳଗଡକୁ ରାଜ୍ୟ ସରକାରଙ୍କ ଜମି ଜବର ଦଖଲରୁ ବଂଚାଯାଉ:ଲେଖାଶ୍ରୀ
ଭୁବନେଶ୍ୱର: ଦୁଇ ହଜାର ବର୍ଷରୁ ଉର୍ଧ୍ଵ ଐତିହାସିକ ଶିଶୁପାଳଗଡ ଠାରେ ଅନେକ ପୂରାତନ ମଠ ମନ୍ଦିର ଏବଂ ଐତିହ୍ୟ ଭରିରହିଛି । ଏଠି ଅନେକ ସ୍ଥାନରେ ଭାରତୀୟ ପୁରାତତ୍ୱ ସର୍ବେକ୍ଷଣ ପକ୍ଷରୁ ଆବିଷ୍କାର ଏବଂ ସଂଗ୍ରକ୍ଷଣ କାମ ଚାଲିଛି । ହେଲେ ରାଜ୍ୟ ସରକାର ‘ସୌନ୍ଦର୍ଯୀକରଣ’ନାଁ ରେ ଜମି ଜବର ଦଖଲ…