କି ପ୍ରକାର ଧୂର୍ତ୍ତ ଏ ଭାଇ : ବ୍ୟକ୍ତି ଜଣେ, ଚାକିରୀ ଦୁଇ ।
ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗ ଭକୁଆ
ବାରିପଦା(ଦିଲ୍ଲୀପ ମହାନ୍ତି)- ବ୍ୟକ୍ତି ଜଣେ; ମାତ୍ର ଏକ ସମୟରେ ଦୁଇଟି ଅଲଗା ଅଲଗା ସ୍ଥାନ ଓ କାର୍ଯ୍ୟାଳୟରେ ସମସ୍ତ ସରକାରୀ ନୀତି ନିୟମ ଓ ଆଇନ କାନୁନକୁ ଫୁ.. .. ମାରି ଚାକିରୀ କରୁଥିବାର ସୂଚନା ମିଳିଛି । ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ…