ଦ୍ୱିତୀୟ ପର୍ଯ୍ୟାୟ ଟୀକାଦାନ ଆରମ୍ଭ : ପ୍ରଥମେ ନେଲେ ଉପଜିଲ୍ଲାପାଳ
ଗୁଣୁପୁର (ମାଧବ ବିଡ଼ିକା) ଦ୍ୱିତୀୟ ପର୍ଯ୍ୟାୟ ରେ କରୋନା ଯୋଦ୍ଧାମାନଙ୍କୁ ସ୍ଥାନୀୟ ଗୁଣପୁର ଟାଉନ ହଲରେ କରୋନl ଟୀକାଦାନ ଆଜି ଆରମ୍ଭ ହୋଇଛି । ଆଜି ଗୁଣପୁର ଉପଜିଲ୍ଲାପାଳ ଶ୍ରୀ ଜେ ସୋନାଲ ପ୍ରଥମେ ଟୀକା ନେଇଥିଲେ। ଏହି ପର୍ଯ୍ୟାୟ ରେ ପୋଲିସ୍ ଷ୍ଟାଫ୍,ବ୍ଲକ ଅଫିସ୍ ଷ୍ଟାଫ୍,ତହସିଲ…