ଝାରସୁଗୁଡ଼ାରେ ତିନି ଘଣ୍ଟା ବନ୍ଦ ସଫଳ।

ଝାରସୁଗୁଡ଼ା :(ସୁଭାଷ ସହାରେ) -ଭାରତୀୟ କିସାନ ଏକତା ମୋର୍ଚ୍ଚାର ଆହ୍ବାନରେ ଆଜି ସମଗ୍ର ଭାରତବର୍ଷରେ ତିନିଘଣ୍ଟିଆ ବନ୍ଦ ଡାକରାକୁ ସମର୍ଥନ ଜଣାଇ ଆଜି ଝାରସୁଗୁଡ଼ା କୃଷକ ସଂଗଠନ, ବିଭିନ୍ନ ସାମାଜିକ ଓ ରାଜନୈତିକ ସଂଗଠନ ଦ୍ଵାରା ଝାରସୁଗୁଡ଼ା ଚକବନ୍ଦୀ କରାଯାଇଥିଲା। ଦିନ ୧୨ଟାରୁ ଅପରାହ୍ନ ୩ଟା…

ଶ୍ରୀରଘୁନାଥ ଜିଉଙ୍କୁ ଦର୍ଶନ କଲେ ଅପରାଜିତା 

ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର) : ଭୁବନେଶ୍ୱର ସାଂସଦ ଅପରାଜିତା ଷଢଙ୍ଗୀ ଆଜି ଆସ୍କା ଗସ୍ତ ଅବସରରେ ଓଡ଼ଗାଁ ପ୍ରଭୁ ଶ୍ରୀରଘୁନାଥ ଜିଉଙ୍କୁ ଦର୍ଶନ କରିଥିଲେ । ଗସ୍ତ ସମ୍ପର୍କରେ କୈାଣସି ସୁଚନା ନଥିବା ବେଳେ ଅଚାନକ୍ ଭାବରେ ରାତି ୯ଟା ବେଳେ ସାଂସଦଙ୍କ ପାଇଁ ମନ୍ଦିର ପରିସରରେ ଗହଳ ଚହଳ…

ଝାରସୁଗୁଡ଼ା ଜିଲ୍ଲାରେ କୋଭିଡ ଟୀକାକରଣ । 

ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡ଼ା - ଜିଲ୍ଲାରେ ଆଜି ବିଭିନ୍ନ ସ୍ଥାନରେ ୬୭୫ଜଣଙ୍କୁ କୋଭିଡ ଟୀକା ପ୍ରଦାନ କରାଯାଇଛି । ଜିଲ୍ଲା କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ସରୋଜ କୁମାର ସାମଲ ପ୍ରଥମେ ଟୀକା ନେଇଥିଲେ । ସେହିପରି ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ , ଜିଲ୍ଲା ଗ୍ରାମ୍ୟ…

ସମ୍ମୁଖ ଯୋଦ୍ଧାଙ୍କୁ କୋଭିଡ୍-୧୯ ଟିକାକରଣର ଜିଲ୍ଲାସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ:ପାରଳାଖେମୁଣ୍ଡି ସ୍ଥିତ ନଗର ଭବନ ଠାରେ କରୋନା ଟିକାକରଣର ଦ୍ଵିତୀୟ ପର୍ଯ୍ୟାୟ ତଥା କରୋନାର ସମ୍ମୁଖ ଯୋଦ୍ଧା ମାନଙ୍କୁ କୋଭିଡ୍-୧୯ ଟିକାକରଣର ଜିଲ୍ଲାସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଶ୍ରୀ…

ସମ୍ରାଟ୍ ଖାରବେଳଙ୍କ ନାମରେ ‘ଖାରବେଳ ଭବନ’ ନାମକରଣ ସମସ୍ତଙ୍କୁ ଗୌରବାନ୍ୱିତ କରିଛି । 

୭ମ ଶିଶୁପାଳଗଡ ମହୋତ୍ସବ ଅନୁଷ୍ଠିତ  ବିଶିଷ୍ଟ  ସାହିତ୍ୟିକ ଡଃ. ବିଭୂତି ପଟ୍ଟନାୟକ ସମ୍ବର୍ଦ୍ଧିତ  ଭୁବନେଶ୍ୱର (ଶାସକ ପ୍ରଶାସକ) -  ଭୁବନେଶ୍ୱର ଉପକଣ୍ଠ ଶିଶୁପାଳଗଡର ଐତିହ୍ୟ  ଓ ସଂସ୍କୃତି ବହୁ ପୁରାତନ  । ପ୍ରାଚୀନ କଳିଙ୍ଗ ସମ୍ରାଟ  ଐର  ଖାରବେଳଙ୍କର ଏହା ଥିଲା ରାଜଧାନୀ ଓ ଦୁର୍ଗ ।…

ଜିଲ୍ଲାପାଳ ଓ ଏସପି ନେଲେ କୋଭିଡ ଟୀକା, ବିନା ଦ୍ବିଧାରେ ଟୀକା ନେବାକୁ କଲେ ଅନୁରୋଧ

 ବଲାଙ୍ଗୀର (ନିରୋଜ ମିଶ୍ର) :ବଲାଙ୍ଗିରରେ ଜିଲ୍ଲା ଓ ପୋଲିସ ପ୍ରଶାସନ ର ଫ୍ରଣ୍ଟ ଲାଇନ୍ କୋଭିଡ୍ ଯୋଦ୍ଧାଙ୍କୁ ଦିଆଗଲା କରୋନା ଟୀକା ବଲାଙ୍ଗିର ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ବଲାଙ୍ଗିର କଲେଜ ଛକ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ କୋଭିଡ୍ ଟୀକାକରଣ ଶିବିର ରେ ଆଜି ବଲାଙ୍ଗିର…

ଜିଲ୍ଲା କୃଷି ଅଧିକାରୀଙ୍କ ବିରୋଧରେ ବେନାମୀ ଅସଦାଚରଣ ଅଭିଯୋଗ । 

କୃଷି ନିର୍ଦ୍ଦେଶାଳୟରୁ ନିର୍ଦ୍ଦେଶ ଆସିବା ପରେ ତଦନ୍ତ ପାଇଁ କମିଟି ଗଠନ ।  ବଲାଙ୍ଗୀର (ନିରୋଜ ମିଶ୍ର) : ସରକାରୀ ଅଧିକାରୀଙ୍କ ନାଁରେ ଆସିଲା ବେନାମୀ ଅସଦାଚରଣ ଅଭିଯୋଗ । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ଜିଲ୍ଲା କୃଷି ଅଧିକାରୀ ହିମାଂଶୁ ଶେଖର ପାଢ଼ୀ ନାଁରେ । କିଛି ମହିଳା ଭିଏଲଡବ୍ଲୁ…

ସୁନା କାନଫୁଲ, କଟୁରୀ, ଦୁଇ ମୋବାଇଲ ସହ ତିନି ଡକାୟତଙ୍କୁ ଗିରଫ 

 ଅପରାଧୀଙ୍କ ବିରୋଧରେ ରେଢ଼ାଖୋଲ ପୋଲିସ କାର୍ଯ୍ୟକ୍ରମକୁ ଲୋକଙ୍କ ବାହାବା  ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ):ସମ୍ବଲପୁର ଜିଲ୍ଲା ରେଢ଼ାଖୋଲରେ ସିନେମା ଷ୍ଟାଇଲରେ  ପୋଲିସ ଆପରାଧି ଗ୍ୟାଙ୍ଗକୁ ଧରିବାରେ ସଫଳତା ପରେ ପୁଣି ଆଜି ପୋଲିସ ଏସ ଡି ପି ଓ ହାଡ଼ିବନ୍ଧୁ ସ୍ୱାଇଁଙ୍କ ନେତୃତ୍ୱରେ…

 ନବୀନ ସରକାର କଳାପାହାଡ : ଲେଖାଶ୍ରୀ    

ରେଳ ବିକାଶ ପ୍ରସଙ୍ଗରେ ଯେ କୈାଣସି ଖୋଲା ବିତର୍କ ପାଇଁ ପ୍ରସ୍ତୁତ ଅଛୁ : ଗୋଲକ ମହାପାତ୍ର ଭୁବନେଶ୍ୱର(ଶାସକ ପ୍ରଶାସକ) :ରାଜ୍ୟର ନବୀନ ପଟ୍ଟନାୟକ ସରକାର ପ୍ରାକୃତିକ ଓ ଖଣିଜ ସମ୍ପଦାକୁ ଲୁଟିବାରେ ଏବଂ ଐତିହକୁ ନଷ୍ଟ କରିବାରେ ଲାଗିଛନ୍ତି । ହଜାର ବର୍ଷର ଐତିହ୍ୟ ଲିଙ୍ଗରାଜ ମନ୍ଦିରର…

ପ୍ରଥମ ଟୀକା ନେଇ ନିଶ୍ଚିନ୍ତରେ ଟୀକା ନେବା ପାଇଁ  ଆହ୍ୱାନ ଦେଲେ ଜିଲ୍ଳାପାଳ

ରାୟଗଡ ଜିଲ୍ଳାର ଆଗଧାଡିର କରୋନା ଯୋଦ୍ଧାଙ୍କୁ ଦିଆଗଲା କୋଭିଡ-୧୯ ଟୀକା ରାୟଗଡ/(ସରୋଜ କୁମାର ସାହୁ) : ରାୟଗଡ ଜିଲ୍ଳାର କାର୍ଯ୍ୟରତ ସରକାରୀ କର୍ମଚାରୀ ତଥା ଆଗଧାଡିର କରୋନା ଯୋଦ୍ଧା ବିଶେଷ କରି ଓଡିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଓ ରାଜସ୍ୱ ବିଭାଗ ଦ୍ୱାରା ପ୍ରସ୍ତୁତ ତାଲିକା…