ଆଖି ବୁଜିଲେ ମଣିଷ ଦରଦୀ ଅମୁଲ୍ୟ, ହାରିଗଲେ ଜୀବନ ଯୁଦ୍ଧରେ

 ନୟାଗଡ଼(ବିଶ୍ୱଜିତ ନାୟକ ) : ନୟାଗଡ଼ ପୈାରାଞ୍ଚଳ  ବାରମାସି ଦଣ୍ଡାର ଯୁବକ ଅମୂଲ୍ୟ ପରିଡ଼ା ବହୁ ସମୟରେ ରକ୍ତଦାନ କରି ଅନେକଙ୍କ ଯିବନ ବଞ୍ଚାଇଥିଲେ। ଜଣେ ପରଉପକାରୀ ଏବଂ ସମାଜ ପାଇଁ କିଛି କରିବାର ଆଗ୍ରହ ତାଙ୍କୁ ନୟାଗଡ଼ ମାଟିରେ ବେଶ ପରିଚିତ କରାଇଥିଲା । କିଛିଦିନ ହେବ କରୋନାରେ ଆକ୍ରାନ୍ତ…

ଧର୍ମପରାୟଣ ମହିଳାଙ୍କ ପରଲୋକ 

ପାଇକମାଳ: ପାଇକମାଳ ବ୍ଳକ ଅନ୍ତର୍ଗତ ମିଠାପାଲି ଗ୍ରାମର ଗୈାତିଆ ସ୍ୱର୍ଗତ ଭୂମିଧର ସାହୁଙ୍କ ବୋହୁ  ପାର୍ବତୀ ସାହୁଙ୍କ ସ୍ୱାସ୍ଥ୍ୟବସ୍ଥା ଦିର୍ଘ ଏକମାସ ହେଲା ଭଲ ନଥିଲା lଗତକାଲି ହଠାତ୍ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ଖରାପ ଆଡ଼କୁ ଗତି କରିବାରୁ ପରିବାର ଲୋକ ତାଙ୍କୁ ଚିକିତ୍ସା ପାଇଁ…

ମଦ୍ୟପାନ କରି ଶୃଙ୍ଖଳା ଭଙ୍ଗ କରିଥିବାରୁ ନିଲମ୍ବିତ ହେଲେ ସିପାହୀ କ୍ଷୀରୋଦ ବାଗ୍।

ଗୁଣୁପୁର(ସୁବ୍ରତ କୁମାର ପଣ୍ଡା ) : - ଗୁଣପୁର ଉପଖଣ୍ଡ ଅଧିନସ୍ଥ ଭାମିନି ଦ୍ଵିତୀୟ ଭାରତ ସଂରକ୍ଷିତ ବାହିନୀ କ୍ୟାମ୍ପ ର ଏକ ଦାୟିତ୍ଵ ବାନ କାର୍ଯ୍ୟରେ ନିଯୁକ୍ତ ଥାଇ ଶୃଙ୍ଖଳା ଭଙ୍ଗ କରିଥିବା ଅଭିଯୋଗ ରେ ସିପାହୀ କ୍ଷୀରୋଦ ବାଗ ଙ୍କୁ ନିଲମ୍ବନ କରାଯାଇଛି। ଶ୍ରୀ ବାଗ ଏଠାରେ ରହିଥିବା…

୧୭ ତାରିଖ ପରବର୍ତ୍ତୀ  ଲକଡାଉନ୍/ଅନଲକ୍ ନେଇ କୌଣସି ମାର୍ଗଦର୍ଶିକା ଜାରି ହୋଇନି : ଏସଆରସି 

ବିଭ୍ରାନ୍ତି ସୃଷ୍ଟିକାରୀ ମିଛ ଖବର ପ୍ରତ୍ୟାହାର କରିବା ପାଇଁ ଏସଆରସି  ଦେଲେ ପରାମର୍ଶ  "ମିଛ ଖବରର ଉତ୍ସ ଉପରେ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି " ଭୁବନେଶ୍ୱର(ଶାସକ ପ୍ରଶାସକ)  : ଜୁନ ୧୭ ତାରିଖ ପରବର୍ତ୍ତୀ  ଲକଡାଉନ୍/ଅନଲକ୍ ନେଇ କୌଣସି ମାର୍ଗଦର୍ଶିକା ରାଜ୍ୟ ସରକାରଙ୍କ ପକ୍ଷରୁ…

ଚାରି ବର୍ଷ ଶିଶୁ ପୁତ୍ର ଦେହରେ ଚୁମ୍ବକୀୟ ଶକ୍ତି !

ଟୀକା ସହିତ ଇଲେକ୍ଟ୍ର ମାଗ୍ନେଟିକର କୌଣସି ସମ୍ପର୍କ ନଥିବା ଦାବି କଲେ ବରିଷ୍ଠ ବିଜ୍ଞାନ ପରିଦର୍ଶକ ଦେହରେ ଲୁହା କିମ୍ବା ଷ୍ଟିଲ  ଲାଗି ରହିବା କରୋନା ଟିକା ପାଇ ନୁହେଁ ବରଂ ଅଳ୍ପ ଅଳ୍ପ ଝାଳ ସଂସ୍ପର୍ଶରେ ଆସିବାରୁ ଏପରି ହେଉଥିବା ପ୍ରମାଣ କଲେ ଜଗନ୍ନାଥ ସାହୁ ବାରିପଦା, / ଦିଲ୍ଲୀପ…

ଚାଷୀମାନଙ୍କୁ ଚାହିଦା ମୁତାବକ ଉନ୍ନତ ମାନର ବିହନ ସଠିକ ସମୟରେ ଓ ନିର୍ଦ୍ଧାରିତ ମୂଲ୍ୟରେ ଯୋଗାଇଦେବାକୁ …

"ଚାଷୀମାନଙ୍କୁ ନୂତନ କିସମର ଧାନ ବିହନ ପ୍ରୟୋଗ ନିମନ୍ତେ ଉତ୍ସାହିତ କରିବା ଆବଶ୍ୟକ' : କୃଷି ମନ୍ତ୍ରୀ ଡ. ସାହୁ ବିହନ ଯୋଗାଣ କ୍ଷେତ୍ରରେ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ପାଇଁ ନିର୍ଦ୍ଦେଶ ଭୁବନେଶ୍ୱର(ଶାସକ ପ୍ରଶାସକ) : ଚଳିତ ଖରିଫରେ ଚାଷୀମାନଙ୍କୁ ଚାହିଦା ମୁତାବକ ଉନ୍ନତ ମାନର…

ବରଗଡ ସହରରେ ଅନ ଲାଇନ ଫୁଡ ଡେଲିଭରି  “ଫୋବେକ”ର ଶୁଭାରମ୍ଭ 

ବରଗଡ :-  ବରଗଡ ବାନ୍ଦୁ ଟିକ୍ରା ଛକ ପାଖରେ ଆଜି ରବିବାର ସକାଳେ ୧୦ଟା ସମୟରେ ଏକ ନୂତନ ଷ୍ଟାଟଅପ (ଇ କମର୍ସ ପ୍ଲାଟଫର୍ମ ) ଅନ ଲାଇନ ଫୁଡ଼ ଡେଲିଭରି ସର୍ଭିସ, Fobach ( ଫୋବେକ )ନାମରେ ର ଶୁଭାରମ୍ଭ ହୋଇଛି। ଏହା ବର୍ତ୍ତମାନ ସମୟରେ କେବଳ ବରଗଡ ସହର ପାଇଁ ଆରମ୍ଭ କରାଯାଇଛି । ଆଗାମୀ ଦିନରେ…

କରୋନା ସମୟରେ ଶିଶୁ ମାନଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ପ୍ରଶାସନ ସର୍ବଦା ତତ୍ପର

ରାୟଗଡ଼/ ସରୋଜ ସାହୁ : ରାୟଗଡା ଜିଲ୍ଲା ପ୍ରଶାସନ ସବୁବେଳେ ଶିଶୁ ମାନଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ତତ୍ପର ରହିଛନ୍ତି । ଚଳିତ କରୋନା କାଳରେ ଗୋଟିଏ ପରିବାରର ଦୁଇ ଜଣ ଯାଁଳା ଭଉଣୀଙ୍କୁ ଶିଶୁ ମଙ୍ଗଳ କମିଟିର ନିର୍ଦ୍ଦେଶ କ୍ରମେ ତାଙ୍କରି ମାମୁଁ ଙ୍କ ପାଖରେ ରହିବା ପାଇଁ ବ୍ୟବସ୍ଥା…

ଆକାଂକ୍ଷା ଜିଲ୍ଲା ମଧ୍ୟରୁ ରାଜ୍ୟରେ ରାୟଗଡ ଜିଲ୍ଲାକୁ  ଦ୍ଵିତୀୟ ସ୍ଥାନ: ଟ୍ୱିଟର ବାର୍ତ୍ତାରେ ଉଲ୍ଲେଖ କଲେ…

ରାୟଗଡ/ ସରୋଜ ସାହୁ- ନୀତି ଆୟୋଗଙ୍କ ମାନଦଣ୍ଡ ଅନୁଯାୟୀ ଜିଲ୍ଲାର ସ୍ୱାସ୍ଥ୍ୟ ଓ ପୁଷ୍ଟିକରଣ, ଶିକ୍ଷା, କୃଷି ଓ ଜଳସେଚନ, ଦକ୍ଷତା ବିକାଶ ଓ ଆର୍ଥିକ ଅନ୍ତର୍ଭୁକ୍ତି କରଣ, ମୌଳିକ ଭିତିଭୂମି ଆଧାରରେ ପ୍ରସ୍ତୁତି ହେଉଥିବା ନୂତନ ସୂଚୀରେ ଆମ ରାୟଗଡ ଜିଲ୍ଲାକୁ  ସଫଳତା ମିଳିଛି l ଓଡିଶାରୁ 10ଟି…

ଦିଲ୍ଲୀରେ ପିଏସଏ ଅକ୍ସିଜେନ୍ ଏବଂ ସିଲିଣ୍ଡର ଫିଲିଂ ପ୍ଲାଂଟ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

ଦେଶର ସବୁ ସରକାରୀ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ପିଏସଏ୍ ଅକ୍ସିଜେନ୍ ପ୍ଲାଂଟ୍ ଆଗାମୀ ଲହରର ପ୍ରସ୍ତୁତିକୁ ବ୍ୟାପକ କରିବ-ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ/ଭୁବନେଶ୍ୱର– ପିଏମ୍ କେୟାର୍ସ ପାଣ୍ଠିରୁ ଦେଶର ସବୁ ସରକାରୀ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ପିଏସଏ ଅକ୍ସିଜେନ୍ ପ୍ଲାଂଟ୍ ପ୍ରତିଷ୍ଠା …