ସଂକ୍ରମଣ ଧିରେ ଧିରେ କମୁଥିଲେ ବି ଆମ ପାଇଁ ସାବଧାନତା ଜରୁରୀ : ଜିଲ୍ଲାପାଳ
ରାୟଗଡା(ସରୋଜ ସାହୁ) – ରାୟଗଡା ଜିଲ୍ଲାରେ କରୋନା ସଂକ୍ରମଣ ଏବେ ତଳମୁହାଁ ହେବାରେ ଲାଗିଛି । ଏପ୍ରିଲ ମାସର ଶେଷ ସପ୍ତାହରେ ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଥିଲା । ମଇ ମାସରେ କରୋନା ଶୀର୍ଷରେ ଥିବା ବେଳେ ଜୁନ ମାସର ଦ୍ୱିତୀୟ ସପ୍ତାହରେ କରୋନା ମହାମାରୀର ସ୍ଥିତିରେ…