କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ସଫଳ ଜନଜୀବନ ପ୍ରଭାବିତ ଖାଁ ଖାଁ ବିଭିନ୍ନ ସହର।
କଳାହାଣ୍ଡି/ତୁଳମଣି ନାଗ(ଶାସକ ପ୍ରଶାସକ)-କେନ୍ଦ୍ର ସରକାରଙ୍କ ବିଫଳ ଅର୍ଥନୀତି, କୃଷକ ବିରୋଧୀ କଳା କୃଷି ଆଇନ , ପେଟ୍ରୋଲ ଓ ଡିଜେଲ ଦରଦାମ୍ ବୃଦ୍ଧି ତଥା ଏକଛତ୍ରବାଦୀ ଶାସନର ।ଦୃଢ଼ ପ୍ରତିବାଦ କରି ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ସମଗ୍ର ରାଜ୍ୟରେ ସକାଳ ୭ ଘଣ୍ଟା ରୁ ମଧ୍ୟାହ୍ନ ୧ଟା…