ଭିଜିଲାନସ୍ ଜାଲରେ ଉଦ୍ୟାନ ବିଭାଗ ଅଧିକାରୀ।
ବୁଗୁଡା (ଡ଼ଃ. କୁମୁଦ ଚନ୍ଦ୍ର ବେହେରା )-ବୁଗୁଡ଼ା ଥାନା ଅନ୍ତର୍ଗତ କରଚୁଲି ଗ୍ରାମର ଜଣେ ଚାଷୀ ପୂର୍ଣ୍ଣ ଚନ୍ଦ୍ର ପାତ୍ରଙ୍କ ବଗିଚାରେ ବୁଗୁଡା ଉଦ୍ୟାନ ବିଭାଗ ଓଭରସିଏର ଉମା ଚରଣ ବେହେରା ଚାଷୀ ଶ୍ରୀ ପାତ୍ରଙ୍କ ଠାରୁ ୨୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନସ ବିଭାଗ…