ପୁଣି ଅଧ କୋଟିର ବ୍ରାଉନସୁଗାର ଜବତ୍ , ଗାଡ଼ି ସହ ୧ ଗିରଫ ।
ଭଦ୍ରକ ବ୍ଲକ୍ (ସୀତାକାନ୍ତ ପାଢ଼ୀ): ଭଦ୍ରକରେ ବାରମ୍ବାର ବ୍ରାଉନସୁଗର ଧରା ହେଉଥିଲେ ମଧ୍ୟ ଏଥିରେ ସାମିଲ ଥିବା ମାଫିଆଙ୍କୁ ଧରିବାରେ ପୁଲିସ ବିଫଳ ହେଉଛି । ଗତ ଦୁଇଦିନ ପୁର୍ବେ ଭଦ୍ରକ ମଟେଲ ଛକ ଠାରେ 2 ନିଶାଡୀଙ୍କୁ ବ୍ରାଉନସୁଗର ସହିତ ପୁଲିସ ଧରିବା ପରେ କୋର୍ଟ ଚାଲାଣ କରିଥିଲା। ପୁଣି…