କୋରୋନା କଟକଣା ମଧ୍ୟ ରେ ପବିତ୍ର ଦେବ ସ୍ନାନ ପୂର୍ଣ୍ଣିମା ପାଳିତ।

0 2

କଲ୍ୟାଣସିଂହପୁର//ପ୍ରଦୀପ ଦଳାଇ: ସ୍ଥାନୀୟ  ଜଗନ୍ନାଥ ମନ୍ଦିର ରେ ଆଜି ପବିତ୍ର ଦେବସ୍ନାନ  ପୂର୍ଣ୍ଣିମା ପାଳିତ ହୋଇଯାଇଛି। ମହାମାରୀ  କୋରୋନା କଟକଣା ନିର୍ଦ୍ଦେଶାବଳୀକୁ ଦୃଷ୍ଟି ରେ ରଖି   ସିମୀତ  ସଂଖ୍ୟା ରେ ସେବାୟତ ଙ୍କୁ ନେଇ ମନ୍ଦିର ପରିସର ରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ନୀତି କାନ୍ତି ଅନୁଯାୟୀ ସ୍ନାନ ବେଦୀ ରେ ସ୍ନାନ କରଯାଇଥିଲା।

ଏହି ସ୍ନାନ ଯାତ୍ରାରେ କଲେ ଜନ ସମାଗମ ହେବ, ସେଥିପାଇ  ପୋଲିସ ମୁତୟନ ରହିଥିଲେ | ବର୍ଷକୁ ଥରେ ଭକ୍ତ ମାନେ ଠାକୁରଙ୍କର ଦେବ ସ୍ନାନ ପୂର୍ଣ୍ଣିମା କୁ ଦେଖିବା ପାଇଁ ଚାହିଁ ବସିଥିବା ବେଳେ ଚଳିତ ବର୍ଷ କୋରୋନା କଟକଣା ଯୋଗୁଁ ଭକ୍ତ ଓ ଭଗବାନଙ୍କ ର ମିଳନ ହୋଇପାରିନି।

Leave A Reply

Your email address will not be published.