ଐତିହାସିକ ନୂଆଗଡ ଗୁମ୍ଫାକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ସହିତ ପୁନରୁଦ୍ଧାର ଦାବୀ
ଶାସକ ପ୍ରଶାସକ : ଯାଜପୁର ରୁ ସୁବାଷ ଚନ୍ଦ୍ର ନାୟକ-ଯାଜପୁର ଜିଲ୍ଲା ବ୍ୟାସନଗର ସହର ଫାୟାର ଷ୍ଟେସନ ଗୋଲାଇ ଛକର ଅନତି ଦୂରରେ ଅବସ୍ଥିତଐତିହାସିକ ନୂଆଗଡ଼ ଗୁମ୍ଫା | ଏହି ଗୁମ୍ଫାରେ ପ୍ରାୟ ବାରଶହ ଖୀଷ୍ଟାବ୍ଦର ଜୈନଧର୍ମର ସାଧୁ ସନ୍ଥମାନେ ରହି ଜୈନ ଧର୍ମର ପ୍ରଚାର ପ୍ରସାର କରୁଥିଲେ | ଆଖ ପାଖ…